ସକାଳୁ ଉଠିବା ମାତ୍ରେ କୁହନ୍ତୁ ଏହି 2 ଟି ଶବ୍ଦ, ବିନା ପୂଜାରେ ହିଁ ସବୁ ମନୋସ୍କାମନା ହେବ ପୂର୍ଣ୍ଣ- Ajira Anuchinta

ବନ୍ଧୁଗଣ ଏହି ଦୁନିଆର ଅଧିକାଂଶ ଭଗବାନ ଶିବଙ୍କର ଭକ୍ତ ଅଛନ୍ତି । ଶିବ ହେଉଛନ୍ତି ଜଣେ ଏପରି ଭଗବାନ ଯିଏ ବହୁତ ଶୀଘ୍ର ନିଜ ଭକ୍ତ ମାନଙ୍କର ମନୋକମନାକୁ ଶୁଣି ପୂର୍ଣ୍ଣ କରିଥାନ୍ତି । ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଲୋକମାନେ ବହୁତ କିଛି ଉପାୟ କରିଥାନ୍ତି । ହେଲେ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି ଏକ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାକୁ କରି ଆପଣ ଭଗବାନ ଶିବଙ୍କୁ ବହୁତ ଶୀଘ୍ର ପ୍ରସନ୍ନ କରିପାରିବେ ଓ ଆପଣଙ୍କ ନିଜ ମନରୁ ଯାହା ମାଗିବେ ତାହା ନିଶ୍ଚୟ ପୂରଣ ହେବ ।

ବନ୍ଧୁଗଣ ଆପଣ ମାନଙ୍କୁ ସକାଳ ସମୟରେ ଉଠିବା ପରେ କେବଳ ଦୁଇଟି ଶବ୍ଦ କହିବାକୁ ହେବ ଏହାପରେ ଆପଣ ଯାହା ମାଗିବେ ତାହା ନିଶ୍ଚୟ ପୂରଣ ହେବ । ବନ୍ଧୁଗଣ ଏହି ଉପାୟକୁ କରି ବିନା ପୂଜା ପାଠରେ ଆପଣଙ୍କୁ ଏତେ ଲାଭପ୍ରାପ୍ତ ହେବ ଯେ ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ଏକ ସୁଖ ଓ ସମୃଦ୍ଧିପୂର୍ଣ୍ଣ ଜୀବନ ଅତିବାହିତ କରିବା ପାଇଁ ଇଛା କରିଥାନ୍ତି । ଏଥିପାଇଁ ମଣିଷ ଦିନ ରାତି କଷ୍ଟ କରିଥାନ୍ତି । କାରଣ ଏହି ଜୀବନକୁ ଅତିବାହିତ କରିବାକୁ ହେଲେ ଟଙ୍କାର ଆବଶ୍ୟକତା ରହିଥାଏ । ଯେଉଁଥି ପାଇଁ ମଣିଷ ଦିନ ରାତି କଷ୍ଟ କରି ଟଙ୍କା ଅର୍ଜନ କରିଥାଏ । ହେଲେ ବନ୍ଧୁଗଣ ଏହି ଦୁନିଆରେ ଏପରି ମଧ୍ୟ କିଛି ମଣିଷ ଅଛନ୍ତି ଯେଉଁ ମାନେ କମ କଷ୍ଟରେ ଅଧିକ ଫଳ ପାଇଥାନ୍ତି । ଅନ୍ୟ ପକ୍ଷରେ ଏପରି ମଧ୍ୟ କିଛି ମଣିଷ ଅଛନ୍ତି ଯେଉଁ ମାନେ ଯେତେ କଷ୍ଟ କରିଲେ ମଧ୍ୟ ସେମାନଙ୍କ ପାଖରେ ସବୁବେଳେ ଅର୍ଥର ଅଭାବ ରହିଥାଏ ।

ଆଜିଆମେ ଆପଣ ମାନଙ୍କୁ ଯେଉଁ ଉପାୟ ବିଷୟରେ କହିବାକୁ ଯାଉଛୁ ତାକୁ ଉଭୟ ମହିଳା ଓ ପୁରୁଷ ମାନେ କରିପାରିବେ । ଯଦି ବିଦ୍ୟାର୍ଥୀ ଏହି ଉପାୟକୁ କରିବାକୁ ଚାହାଁନ୍ତି ତା ହେଲେ ସେମାନେ ମଧ୍ୟ କରିପାରିବେ । ବନ୍ଧୁଗଣ ଏହି ଉପାୟକୁ କରିବା ପାଇଁ ଆପଣ ମାନଙ୍କୁ ସ୍ନାନ କରିବାର ମଧ୍ୟ କୌଣସି ଆବଶ୍ୟକତା ନାହିଁ । କାରଣ ପ୍ରାୟ ଅଧିକାଂଶ ଧାର୍ମିକ ଉପାୟରେ ସ୍ନାନ କରିବାକୁ ପଡିଥାଏ ହେଲେ ଏହି ଉପାୟକୁ ଆପଣ କେବଳ ସକାଳୁ ଉଠିବା ମାତ୍ରେ କରିଦିଅନ୍ତୁ ।

ବନ୍ଧୁଗଣ ପ୍ରତ୍ୟକ ଦିନ ସକାଳେ ଉଠିବା ମାତ୍ରେ ଆପଣ ନିଜ ଦୁଇ ହାତକୁ ଯୋଡି ଏହି ମନ୍ତ୍ରକୁ କହିଦିଅନ୍ତୁ । ଏହି ମନ୍ତ୍ରଟି ହେଉଛି ‘ଓଁ ସମ୍ଭାବେ ନମଃ’ । ବନ୍ଧୁଗଣ ଏହା ହେଉଛି ଏକ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଯାହାକୁ କହିବା ଦ୍ଵାରା ଆପଣଙ୍କର ସମସ୍ତ ଇଛା ନିଶ୍ଚୟ ପୂରଣ ହେବ । ଏହି ମନ୍ତ୍ରର ଜପ କରିବା ଦ୍ଵାରା ଆପଣଙ୍କ କୁଣ୍ଡଳୀରେ ଥିବା ସମସ୍ତ ଦୋଷ ମଧ୍ୟ ଦୂର ହୋଇଯିବ । ତା ହେଲେ ବନ୍ଧୁଗଣ ଆପଣ ମାନେ ଏହି ଉପାୟକୁ ନିଶ୍ଚୟ ପ୍ରୟୋଗ କରନ୍ତୁ ଓ ଏକ ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଅତିବାହିତ କରନ୍ତୁ, ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *