ପ୍ରଥମ ଥର ପାଇଁ ଦେଖାଗଲା ଏକ ଅଦ୍ଭୁତ ଲାଲ ନାଗ, ଆଗରୁ କେବେ ବି ଦେଖି ନଥିବେ, ଯେତେବେଳେ ମହିଳାଙ୍କ ନଜର ପଡିଲା ନା…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ସାପ ଏକ ଏଭଳି ଜନ୍ତୁ ଯିଏ କେଉଁଠି ବି ଏବଂ କେଉଁ ସମୟରେ ବି ଆସିପାରେ ଏହାର କାରଣ ଲୋକମାନେ ନିଜର ସୁବିଧା ପାଇଁ ଜଂଗଲ କୁ ନ-ଷ୍ଟ କରି ଦେଉଛନ୍ତି ଏବଂ ନିଜର ଘର କିମ୍ବା କାରଖାନା ଆଦି ବନାଉଛନ୍ତି ତେବେ ଏହା ଦ୍ୱାରା ଜଂଗଲ ରେ ରହୁଥିବା ପଶୁ ମାନେ ବହୁତ ହ-ଇ-ରା-ଣ ମଧ୍ୟ ହେଉଛନ୍ତି । କାରଣ ଜଂଗଲ କା-ଟି-ବା ଦ୍ୱାରା ସେମାନେ ବେଘର ହୋଇ ଏଠି ସେଠି ବୁଲନ୍ତି ଏବଂ ସହର କୁ ଆସି ଯାଆନ୍ତି ।

କେତେବେଳେ କାହା ଘରେ ପଶି ଯାଆନ୍ତି ଏବଂ ସେମାନେ ଏହି ଜଂଗଲି ପଶୁ କିମ୍ବା ସାପ ଆଦି କୁ ଦେଖି ଭ-ୟ-ବି-ତ ହୋଇ ସେମାନଂକୁ ମା-ରି ଦିଅନ୍ତି । ତେବେ କିନ୍ତୁ ଏପରି କରିବା ବଦଳରେ ସେମାନଙ୍କୁ ଉଦ୍ଧାର କରି ଜଂଗଲ ଭିତରେ ଛାଡ଼ି ଦେବା ଏବଂ ପ୍ରୟାସ କରିବା କି ଜଂଗଲ ଗଠନ କରି ପାରିବା । ତେବେ ଜଣଙ୍କ ଘରେ ନାଲି କୋବ୍ରା ଦେଖିବାକୁ ମିଳିଛି ତେବେ ଏହା ଏକ ଅଦ୍ଭୁତ ଘଟଣା ଆସନ୍ତୁ ସେହି ବିଷୟ ରେ ଆଲୋଚନା କରି ନେବା ।

ତେବେ ଘଟଣା ଟି ହେଉଛି ଖୋଟି ଜିଲ୍ଲା ର ଏକ ଗାଁ ର ସେଠାରେ ଜଣଙ୍କ ଘରେ ଏକ ଅଦ୍ଭୁତ ସାପ ଦେଖିବାକୁ ମିଳିଲା ତାହା ହେଉଛି ନାଲି ରଙ୍ଗର କୋବ୍ରା ତେବେ ତାକୁ ଦେଖି କିଛି ଲୋକ ଭଗବାନ ବୋଲି ମଧ୍ୟ ଭାବି ନେଇଥିଲେ । ତେବେ ପରେ ସାପ ଉଦ୍ଧାର କାରୀ ବାପି ଦା ଙ୍କୁ ଡକା ଯାଇଥିଲା ଏବଂ ସେ ଘର ଭିତରୁ ସେହି ନାଲି ରଙ୍ଗର କୋବ୍ରା କୁ ଉଦ୍ଧାର କରିଥିଲେ ଏବଂ ତାକୁ ଘର ବାହାରକୁ ଆଣି ଏକ ସୁରକ୍ଷିତ ସ୍ଥାନ ରେ ଛାଡ଼ି ଦେଲେ ।

ତେବେ ଏହି ନାଲି କୋବ୍ରା ଭାରତରେ ଦେଖିବାକୁ ମିଳନ୍ତି ନାହିଁ ସାଧାରଣତଃ ଏମାନେ ଆମେରିକା ରେ ଦେଖିବାକୁ ମିଳିଥାଏ । ତେବେ ଭାରତରେ ଏପରି ସାପ ଦେଖିବା ବହୁତ ଅଦ୍ଭୁତ ଘଟଣା ଅଟେ । ଏହା ପରେ ସତ୍ୟତା ଜାଣିବା ପାଇଁ ଅନୁସନ୍ଧାନ କଲା ପରେ ଜଣା ପଡିଲା କି ଏକ ଧୋବୀ ଘାଟରେ ସାପଟିଏକ ରଙ୍ଗ ବାଲଟିରେ ପ-ଡି ଯାଇ ରଙ୍ଗୀନ ହୋଇ ଯାଇଥିଲା । ଏହା ଏକ ସାଧାରଣ ନାଗ ସାପ ଥିଲା ।


ଏହା ଛଡା ତାଙ୍କ କହିବା କଥା ହେଉଛି ଏହି ସାପ ଗୁଡିକ ଅନେକ ସ୍ଥାନରେ ମିଳିଥାନ୍ତି କିନ୍ତୁ କିଛି ଲୋକ ଏହାକୁ ମା-ରି ଦିଅନ୍ତି ଏବଂ କିଛି ଲୋକ ନିଜର ମାନବିକତା ଦେଖାଇ ତାକୁ ଉଦ୍ଧାର କରିବା କଥା ଭାବିଥାନ୍ତି । ତେବେ ଏହା ଛଡା ସେ କହିଛନ୍ତି କି ଆଜି ମଧ୍ୟ ଗାଁ ମାନଙ୍କ ରେ ଅ-ନ୍ଧ ବିଶ୍ୱାସ ରହିଛି କି ସାପ କା-ମୁ-ଡ଼ି-ଲେ ଝା-ଡ଼ ଫୁ-ଙ୍କା କରିବା କିନ୍ତୁ ସାପ କା-ମୁ-ଡ଼ି-ଲେ ତାକୁ ପ୍ରଥମେ ଯେପରି ବି-ଷ ଦେହ ଯାକ ନଯିବ ସେଥିପାଇଁ ସେହି କ୍ଷ-ତ ସ୍ଥାନରେ ଏକ କପଡାକୁ ଜୋରରେ ବାନ୍ଧି ଦେବେ ।

ପରେ ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନାକୁ ନେଇଯିବେ । ଅନ୍ଧବିଶ୍ୱାସର ଶି-କା-ର ହେଲେ ନିଜ ଜୀଵନ ମଧ୍ୟ ହରାଇ ପାରିବେ ତେଣୁ ଏହି କଥାର ଧ୍ୟାନ ଦେବା ଆବଶ୍ୟକ କାରଣ ଏହି ସାପର ବି-ଷ ବହୁତ ଖ-ତ-ର-ନା-କ ଥାଏ । ତେଣୁ ପ୍ରଥମେ ଡାକ୍ତର ଙ୍କ ପାଖକୁ ଯିବା ହିଁ ବୁଦ୍ଧିମାନ ର କାମ ।

Leave a Reply

Your email address will not be published. Required fields are marked *