ଅଜଣା ଶବ ହେବାକୁ ଯାଇ ପାଲଟିଗଲେ ଶବରାଣୀ, ଯାହାଙ୍କ ଜୀବନ କାହାଣୀ ଶୁଣିଲେ ଆପଣ ବି କରିବେ ସଲାମ ! ଦେଖନ୍ତୁ Video

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଏହି ମହିଳା ଜଣକ ସାଧାରଣ ନୁହନ୍ତି । ଖ-ଣ୍ଡ ବି-ଖ-ଣ୍ଡି-ତ ପ-ଚା ଶ-ଢା ମୃ-ତ ଦେ-ହ ଦେଖିଲେ ତାଙ୍କୁ ଭୟ ଲାଗେ ନାହିଁ । ଅର୍ଦ୍ଧାଧିକ ପୋ-ଡି ଯାଇଥିବା ଶ-ରୀ-ର-ର ଯ-ନ୍ତ୍ର-ଣା-କୁ ନେଇ ସେ ପ୍ରତିଦିନ ବଞ୍ଚନ୍ତି । ମୃ-ତ୍ୟୁ ବେଳର ଯ-ନ୍ତ୍ର-ଣା-କୁ ସେ ପ୍ରତିଦିନ ଅନୁଭବ କରନ୍ତି । ରାସ୍ତାକଡ ହେଉ ବା ଟ୍ରେନ ଲାଇନ ଅଜଣା ଶ-ବ-କୁ ଉଠାଇ ନେଇ ସେ ମ-ଶା-ଣି-ରେ ସ-ତ୍କା-ର କରନ୍ତି ।

ବନ୍ଧୁଗଣ ଏହି ମହିଳା ଜଣକ ହେଉଛନ୍ତି ଶ-ବ-ର-ରାଣୀ ରିତୁରାଣୀ । ଆପଣ ଶୁଣିଥିବେ ମହିଳା ମାନଙ୍କୁ ମ-ଶା-ଣି ଯିବା ମନା ଅଟେ । ହେଲେ ଏହି ମହିଳା ଜଣକ ରାସ୍ତାକଡରେ ପଡିଥିବା ମୃ-ତ-ଶ-ବ-କୁ ମ-ଶା-ଣି ନେଇ ସ-ତ୍କା-ର କରନ୍ତି । ଅଜଣା ଶ-ବ-କୁ ମ-ଶା-ଣି-ର ଠିକଣା ଦେଖାନ୍ତି । ଆଜି ନୁହେଁ ବନ୍ଧୁଗଣ ବର୍ଷ ବର୍ଷ ଧରି ସେ ଏହି କାମ କରି ଆସୁ ଛନ୍ତି । ମହିଳା ହୋଇ ମ-ଶା-ଣି-ରେ ଶ-ବ ସ-ତ୍କା-ର କରିବା ହେତୁ ତାଙ୍କୁ ସ-ହି-ବା-କୁ ପଡିଛି ସମାଜର ନି-ନ୍ଦା ଅ-ପ-ବା-ଦ ।

କିନ୍ତୁ ସେ କେବେ ବି ଏଥିରୁ ଓ-ହୋରି ଯାଇ ନାହାନ୍ତି । ଆ-ତ୍ମ-ହ-ତ୍ୟା କରିବାକୁ ଯାଉଥିବା ଶ-ବ-ରା-ଣୀ ଆଜି ସମାଜ ପାଇଁ ଉଦାହରଣ ପାଲଟିଛନ୍ତି । ରିତୁରାଣୀ ପ୍ରେମ ବିବାହ କରିଥିଲେ ହେଲେ ବିବାହ ପରେ ତାଙ୍କୁ ବହୁତ କ-ଷ୍ଟ ଓ ନି-ର୍ଯା-ତ-ନା ସ-ହି-ବା-କୁ ପଡିଥିଲା ଯାହା ଫଳରେ ସେ ଆ-ତ୍ମ-ହ-ତ୍ୟା କରିବାକୁ ଯାଉଥିଲେ । ରିତୁରାଣୀ ଯେଉଁ ଜାଗାକୁ ଯାଇଥିଲେ ଆ-ତ୍ମ-ହ-ତ୍ୟା କରିବା ପାଇଁ ସେ ଚାହୁଁଥିଲେ ସେ ଏକ ଅଜଣା ଶ-ବ ହୋଇ ରହିବେ ।

ଆ-ତ୍ମ-ହ-ତ୍ୟା କରିବାକୁ ଯାଇଥିବା ବେଳେ ଜଣେ ବ୍ୟକ୍ତି ଦେବ ଦୁତ୍ତ ସାଜି ତାଙ୍କୁ ବଞ୍ଚାଇ ଆଣିଲେ । ଏହା ପରେ ସେ ଜୀବନରେ ବଞ୍ଚିବାକୁ ନିଷ୍ପତ୍ତି ନେଇଥିଲେ ଓ ତାଙ୍କ ପିଲା ମାନଙ୍କୁ ପାଖରେ ରଖିଲେ । ସେ ଘର ଭଡା ନେଇ ରହିଲେ ଓ ଅନ୍ୟ ଘରେ ବାସନ ମାଜିଲେ । ହେଲେ ପିଲା ମାନଙ୍କର ଆବଶ୍ୟକତାକୁ ସେ ପୂରଣ କରି ପାରିଲେ ନାହିଁ ।

ଏହା ପରେ ଯେଉଁ ବ୍ୟକ୍ତି ଜଣକ ତାଙ୍କୁ ବଞ୍ଚାଇ ଆଣିଥିଲେ ସେ ତାଙ୍କ ଘରେ ରିତୁରାଣୀଙ୍କୁ ଜାଗା ଦେଇଥିଲେ । ଥରେ ସେହି ବ୍ୟକ୍ତି ଜଣକ ତାଙ୍କ ଆମ୍ବୁଲାନ୍ସ ଧୋଇବା ସମୟରେ ରିତୁରାଣୀ ଦେଖିଥିଲେ । ସେହି ଆମ୍ବୁଲାନ୍ସରେ ର-କ୍ତ ଲାଗିଥିଲା ସେତେବେଳେ ରିତୁରାଣୀ ଜାଣିଲେ ଯେ, ସେହି ବ୍ୟକ୍ତି ଜଣକ ଅଜଣା ମୃ-ତ ଶ-ବ-କୁ ଆଣି ସ-ତ୍କା-ର କରୁଛନ୍ତି ।

 

ଏହା ପରେ ସେ ମଧ୍ୟ ଏଭଳି ସମାଜ ସେବା କରିବାକୁ ନିଷ୍ପତ୍ତି ନେଇଥିଲେ । ସମାଜ ସେବା କରିବା ପାଇଁ ସେ ସମସ୍ତ ସମ୍ପର୍କକୁ ଭା-ଙ୍ଗି ଦେଇଛନ୍ତି । ଏହି ସମାଜ ସେବା ପାଇଁ ସେ ଅନେକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ହେଲେ ତାଙ୍କ ଜୀବନର ଦୁଃଖ ଶୁଣିଲେ ଆପଣଙ୍କ ଆଖିରୁ ଲୁହ ଝରିଯିବ ।

Leave a Reply

Your email address will not be published. Required fields are marked *