ACF Soumyaranjan ମୃତ୍ୟୁ ମାମଲାରେ ନୂଆ ମୋଡ, ଆକ୍ସନମୁଡ୍‌ରେ କ୍ରାଇମବ୍ରାଞ୍ଚ ଡିଏସ୍‌ପି ଜ୍ଞାନରଞ୍ଜନ ମିଶ୍ର, ପ୍ରଥମ ପର୍ଯ୍ୟାୟ ପ୍ରଶ୍ନବାଣରେ ହିଁ ଘାଇଲା ହେଲେ 2 ACF, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆକ୍ସନ ମୁଡ ରେ କ୍ରା-ଇ-ମ-ବ୍ରାଞ୍ଚ । ମୃ-ତ ସୌମ୍ୟ ଙ୍କ ଦୁଇ ଜଣ ସହଯୋଗୀଙ୍କୁ ଘଣ୍ଟା ଘଣ୍ଟା ଧରି କରାଗଲା ଜେରା । ଦ୍ଵିତୀୟ ପର୍ଯ୍ୟାୟ ରେ ପ୍ରଶ୍ନ ବାଣ ରେ ଘାଇଲା ହେବେ ଆଉ ୪ଜଣ କର୍ମଚାରୀ । କ୍ରା-ଇ-ମ-ବ୍ରାଞ୍ଚ ଡିଏସପି କହିଲେ ପଚରା ଉଚରା ପରେ ମିଳିଛି ସନ୍ତୋଷଜନକ ଉତ୍ତର । ଏସସିଏଫ ସୌମ୍ୟ ରଞ୍ଜନ ଙ୍କ ମୃ-ତ୍ୟୁ ର ତ-ଦ-ନ୍ତ ଭାର କ୍ରା-ଇ-ମ-ବ୍ରାଞ୍ଚ ହାତକୁ ନେଇଛି ।  ଦ୍ଵିତୀୟ ଦିନର ପ୍ରଥମ ପର୍ଯ୍ୟାୟ ରେ ୬ ଜଣକ ମଧ୍ୟରୁ ମୃ-ତ ସୌମ୍ୟ ଙ୍କ ଦୁଇ ଜଣ ସହଯୋଗୀ ଙ୍କୁ ଜେ-ରା କରିଛି କ୍ରା-ଇ-ମବ୍ରାଞ୍ଚ ।

କ୍ରା-ଇ-ମ-ବ୍ରାଞ୍ଚ ର ଡିଏସପି ଜ୍ଞାନରଞ୍ଜନ ମିଶ୍ର ଙ୍କ ଉପସ୍ଥିତି ରେ ଏସସିଏଫ ଗୌରୀ ରଥ ଓ ଭାସ୍କର ରାଓ ଙ୍କୁ ଜେ-ରା କରାଯାଇଛି । ଜେ-ରା ପରେ ସେମାନଙ୍କ ଠାରୁ ସନ୍ତୋଷଜନକ ଉତ୍ତର ମିଳିଥିବା ସେ କହିଛନ୍ତି । ଦ୍ଵିତୀୟ ପର୍ଯ୍ୟାୟ ରେ ୩ ଜଣ ବନ କର୍ମଚାରୀ ଏବଂ ରୋଷେୟା ଙ୍କୁ କ୍ରା-ଇ-ମ-ବ୍ରାଞ୍ଚ ଜେ-ରା କରୁଛି । ସୌମ୍ୟ ଙ୍କ ଦେହରେ ନି-ଆଁ ଲାଗିବା ଦିନ ଘଟଣା ସ୍ଥଳ ରେ ଥିବା ରୋଷେୟା ମନ୍ମଥ ଙ୍କୁ ସନ୍ଧ୍ୟା ୭ଟା ପରେ ଜେ-ରା କରାଯିବ ବୋଲି ଡିଏସପି ସୂଚନା ଦେଇଛନ୍ତି ।

ସୋମବାର କ୍ରା-ଇ-ମ-ବ୍ରାଞ୍ଚ ଦ୍ଵାରା ଜେ-ରା ର ସମ୍ମୁଖୀନ ହୋଇଥିବା ୬ଜଣ ହେଉଛନ୍ତି ୩ ଜଣ ଫରେଷ୍ଟ ଗାର୍ଡ, ୨ ଜଣ ଏସସିଏଫ ଏବଂ ରୋଷେୟା । ଏସସିଏଫଓ ଗୌରୀ ପ୍ରସାଦ ରଥ ଦୀର୍ଘ ଦେଢ଼ ଘଣ୍ଟା ଧରି ଜେରା ହୋଇଥିବା ସେ କହିଛନ୍ତି । ତେବେ ଦ୍ଵିତୀୟ ପର୍ଯ୍ୟାୟ ରେ କି ପ୍ରକାର ତଥ୍ୟ ସାମ୍ନା କୁ ଆସୁଛି ତାହାକୁ ନେଇ ଅପେକ୍ଷା । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *