ବିଳମ୍ବିତ ରାତିରେ ଫୁଙ୍ଗୁଳା ଦେହ ଦେଖାଇଲେ ସାଂସଦ Anubhav Mohanty, ଏମିତି ରିଆକ୍ସନ୍ ଦେଲେ Prakruti Mishra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ସୋ-ସି-ଆ-ଲ ମି-ଡି-ଆ- ରେ ସର୍ବଦା ସକ୍ରିୟ ରୁହନ୍ତି । ସୋ-ସି-ଆ-ଲ ମି-ଡି-ଆ ରେ ସେ ନିଜର ପୋଷ୍ଟ ଦ୍ୱାରା ଜନତା ଙ୍କୁ ସଚେତନ କରିବା ସହିତ ବିଶିଷ୍ଟ ବ୍ୟକ୍ତି ବିଶେଷ ଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାନ୍ତି ଏବଂ ଏହା ସହିତ ଶ୍ରାଦ୍ଧ ବାର୍ଷିକୀ ରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରନ୍ତି । ଅନୁଭବ ବେଳେବେଳେ ସୋ-ସି-ଆ-ଲ ମି-ଡି-ଆ ମାଧ୍ୟମରେ ନିଜ ଫାନ୍ସ ମାନଙ୍କୁ ନିଜ ମନର କଥା ମଧ୍ୟ କୁହନ୍ତି ।

ତେବେ ଅନୁଭବ ଙ୍କ ଏଭଳି ପୋଷ୍ଟ କୁ ନେଇ ବର୍ତ୍ତମାନ ଚର୍ଚ୍ଚା ଆରମ୍ଭ ହୋଇଛି । ସାଂସଦ ର ମୌସୁମୀ ଅଧିବେଶନ ଶେଷ ହେବା ପରେ ବିଜେଡ଼ି ସାଂସଦ ଅନୁଭବ ମହାନ୍ତି ଅଳ୍ପ ରିଲାକ୍ସ ହୋଇଛନ୍ତି । ଏହା ଅନୁଭବ ରବିବାର ଦିନ କରିଥିବା ସୋ-ସି-ଆ-ଲ ମି-ଡି-ଆ -ର ପୋଷ୍ଟ ରୁ ସ୍ପଷ୍ଟ ରୂପରେ ଜଣା ପଡୁଛି । ଅନୁଭବ ତାଙ୍କର ସମସ୍ତ ସୋ-ସି-ଆ-ଲ ମି-ଡି-ଆ ପ୍ଲା-ଟ-ଫ-ର୍ମ ରେ ସମାନ ଫଟୋ ସହିତ କିଛି କ୍ୟାପ୍ସନ୍ ଲେଖି ପୋଷ୍ଟ କରିଛନ୍ତି ।

ଅନେକ ଫାନ୍ସ ତାଙ୍କର ଏହି ଅବତାର କୁ ବହୁତ ପସନ୍ଦ କରୁଛନ୍ତି ଏବଂ ଅନେକ ବ୍ୟକ୍ତି ସାଂସଦ ଙ୍କୁ ତାଙ୍କର ଏହି ଅବତାର ପାଇଁ ନି-ନ୍ଦା ମଧ୍ୟ କରୁଛନ୍ତି । ବାସ୍ତବରେ ସାଂସଦ ଅନୁଭବ ମହାନ୍ତି ସୋମବାର ମଧ୍ୟ ରାତ୍ରିରେ ତାଙ୍କ ପୁ-ଙ୍ଗୁ-ଳା ଦେହର ଏକ ଫଟୋ ସୋ-ସି-ଆ-ଲ ମି-ଡି-ଆ ଆ-କା-ଉ-ଣ୍ଟ- ରେ ପୋ-ଷ୍ଟ କରିଛନ୍ତି । ଫଟୋ ରେ ଅନୁଭବ ଙ୍କ ଶରୀରର କେବଳ ଉପରି ଭାଗ ଦେଖାଯାଉଛି ।

ଏହି ଫଟୋ ସହିତ ଅନୁଭବ କ୍ୟାପ୍ସନ ରେ ଲେଖିଛନ୍ତି ଯେ, “ଆପଣ ସ୍ୱପ୍ନ ଓ ବାସ୍ତବତା ମଧ୍ୟରେ ଥିବା ବ୍ୟବଧାନ କୁ ନେଇ ଭୟଭୀତ ଅଛନ୍ତି କି ? ଆରାମ କରନ୍ତୁ ! ଯଦି ଆପଣ ସ୍ୱପ୍ନ ଦେଖି ପାରିବେ ତେବେ ତାହାକୁ ପୂର୍ଣ୍ଣ ମଧ୍ୟ କରି ପାରିବେ । ସାମ୍ନା କରିବାକୁ ଥିବା କଠିନ ଆହ୍ୱାନ ବ୍ୟତୀତ ଜୀବନ ଆଉ କିଛି ନୁହେଁ । ଏଥିପାଇଁ ଭୟଭୀତ ନ ହୋଇ ଆତ୍ମବିଶ୍ୱାସ ର ସହିତ ଏହାର ସାମ୍ନା କରନ୍ତୁ । କାରଣ ଭାଗ୍ୟ ବାହାଦୂର ର ସାଥ ଦିଏ । ” ଅଭିନେତା ଅନୁଭବ ମହାନ୍ତି ଙ୍କ ଏହି ପୋ-ଷ୍ଟ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ- ରେ ଭା-ଇ-ରା-ଲ ହେବାରେ ଲାଗିଛି ।

ଇଂ-ଷ୍ଟା-ଗ୍ରା-ମ ରେ ଅନୁଭବ ଙ୍କ ଷ୍ଟୋ-ରୀ ରେ ଅଭିନେତ୍ରୀ ପ୍ରକୃତି ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି । ସେ କ୍ୟୁଟ ଲେଖିବା ସହିତ ଏକ ପ୍ରେମଭରା ଇ-ମୋ-ଜି ମଧ୍ୟ ଦେଇଛନ୍ତି । ଅନ୍ୟ ପକ୍ଷରେ ଅନୁଭବ ଙ୍କ ଏପରି ରାତି ଅଧରେ କରିଥିବା ପୋ-ଷ୍ଟ କୁ ନେଇ ଜଣେ ସୋ-ସି-ଆ-ଲ ମି-ଡି-ଆ ୟୁ-ଜ-ର କହିଛନ୍ତି ଯେ, କଣ ଏହି ଦିନ ଦେଖିବାକୁ କେନ୍ଦ୍ରାପଡ଼ା ବାସୀ ଅଭିନେତା ଅନୁଭବ ମହାନ୍ତି ଙ୍କୁ ଭୋଟ୍ ଦେଇଥିଲେ । ତେବେ ବର୍ତ୍ତମାନ ଏହା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଙ୍କ ପାଇଁ ଏକ ବଡ଼ ପ୍ରଶ୍ନ ବାଚକ ଚିହ୍ନ ସୃଷ୍ଟି କରିଛି । ଏଥିରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ

Leave a Reply

Your email address will not be published. Required fields are marked *