ଝାରସୁଗୁଡା ଫାଇଟ ! ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି Naba Das ଙ୍କ ଝିଅ Dipali Das…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଝାରସୁଗୁଡାରେ ଯୁଦ୍ଧ ଲଢିବା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ଦୀପାଳି ଦାସ । ତେବେ ପୂର୍ବତନ ସ୍ଵାସ୍ଥ ମନ୍ତ୍ରୀର ଏପରି ହଟାତ ଭାବରେ ଦେହାନ୍ତ ଘଟିବା କଥାକୁ କେହି ମଧ୍ୟ ସହଜରେ ଗ୍ରହଣ କରିପରୁନାହାନ୍ତି । ତେବେ କେବଳ ମନ୍ତ୍ରୀ ନବ ଦାସଙ୍କର ପରିବାର ଲୋକ କାହିଁକି ରାଜନୈତିକ ଦଳରେ ମଧ୍ୟ ନବ ଦାସଙ୍କର ଦେହାନ୍ତର ଶୋକର ଛାୟା ଖେଳିଯାଇଥିଲା ।

ତେବେ ନବ ଦାସର ଦେହାନ୍ତ ପରେ ରାଜନୀତିରେ ଯେଉଁ କ୍ଷତ ସୃଷ୍ଟି ହୋଇଛି । ସେହି ସ୍ଥାନକୁ କିଏ ପୂରଣ କରିବ ତାହାକୁ ନେଇ ରାଜନୀତିରେ ଜୋରଦାର ଚର୍ଚା ହେବାରେ ଲାଗି ରହିଛି । ତେବେ ସେଥିପାଇଁ ଆଗାମୀ ଉପ ନିର୍ବାଚନ ପାଇଁ ୩ ପ୍ରମୁଖ ଦଳ ନିଜକୁ ନିର୍ବାଚନ ପାଇଁ ପ୍ରସ୍ତୁତ କରି ରଖୁଛନ୍ତି । ତେବେ ନବ ଦାସଙ୍କ ଝିଅ ଦୀପାଳି ମଧ୍ୟ ବାପାଙ୍କ ଚାଲିଯିବା ଦୁଃଖରେ ଭାଙ୍ଗି ପଡିଛନ୍ତି । ସତ କିନ୍ତୁ ଉପରୁ ଉପରୁ ନିଜକୁ ଟାଣ କରି ସୁଦୃଢ ଭାବରେ ରାଜନୀତି ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ।

ତେବେ କିଛି ଦିନ ମଧ୍ୟରେ ନିର୍ବାଚନ କମିଶନ ତରଫରୁ ଉପ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ତେବେ ସେଥିପାଇଁ ସବୁ ଦଳ ନିଜ ନିଜ ସ୍ତରରୁ ନିର୍ବାଚ ପାଇଁ ନିଜକୁ ପ୍ରସ୍ତୁତ କରି ଯୁଦ୍ଧ ପାଇଁ ରେଡି ହେଉଛନ୍ତି । ତେବେ ନବ ଦାସଙ୍କ ଝିଅ ମଧ୍ୟ ବାପା ନବ ଦାସ ଥିବା ସମୟରେ ଅନେକ ଥର ବାପାଙ୍କ ସହିତ ରାଜନୀତି ମାହୋଲରେ ନିଜକୁ ସକ୍ରିୟ ରଖିବାର ଦୃଶ୍ୟ ନଜର ଆସିଛି ।

ତେବେ ବହୁ ଆଗରୁ ହିଁ  ନବ ଦାସ ନିଜ ଝିଅ ଦୀପାଳିକୁ ରାଜନୀତିରେ ଭର୍ତ୍ତି କରିବାର ସ୍ଵପ୍ନ ଦେଖି ଆସୁଥିଲେ । ତେବେ ବର୍ତ୍ତମାନ ସମୟରେ ନିଜ ବାପାଙ୍କର ସ୍ଵପ୍ନକୁ ସାକାର କରିବା ପାଇଁ ଯୁଦ୍ଧ ନିର୍ବାଚନୀ ପାଇଁ ଦୀପାଳି ନିଜର ପ୍ରସ୍ତୁତି ଜାରୀ ରଖିଛନ୍ତି । ତେବେ ଦୀପାଳି ଏପରି ମଧ୍ୟ ନବ ଦାସଙ୍କର ସ୍ମୃତି ସଭା କାର୍ଯ୍ୟକ୍ରମରେ କହିଥିଲେ ।

ଏହା କିଯେ ବାପା ଚାଲିଗଲେ ସିନା ହେଲେ ମୋ ତଥା ମୋ ପରିବାର ପାଇଁ ଏତେ ବଡ ଝାରସୁଗୁଡା ପରିବାର ଛାଡି ଦେଇଯାଇଛନ୍ତି । ତେବେ ବାପା ନବ ଦାସଙ୍କୁ ଅନୁସରଣ କରି ଦୀପାଳି ଦାସ କେତେ ଦୂର ରାଜନୀତିରେ ସକ୍ରିୟ ହୋଇ ରହିପାରୁଛନ୍ତି । ତାହା ତ ଆଗାମୀ ନିର୍ବାଚନରେ ଜଣା ପଡିଯିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *