କଳିଯୁଗର ବିକ୍ରମ ବେତାଳ ! କୁମ୍ଭୀରକୁ ପିଠିରେ ପକାଇ ଚାଲୁଛି ବାଳକ, ବେତାଳ ଭଳି କାନ୍ଧରେ ଓହଳିଛି କୁମ୍ଭୀର

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କୁମ୍ଭୀରକୁ ପିଠିରେ ପକାଇ ଚାଲୁଛି ବାଳକ । ବେତାଳ ଭଳି କାନ୍ଧରେ ଓହଳିଛି କୁମ୍ଭୀର । ତେବେ ଏପରି ଏକ ଦୃଶ୍ୟ ଟ୍ବିଟର ପେଜରେ ନଜର ଆସିଛି । ଯେଉଁ ଦୃଶ୍ୟକୁ ଦେଖି ସାରିଲା ପରେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଉଛନ୍ତି । ତେବେ ସେପରି କହିବାକୁ ଗଲେ । ଦୁନିଆରେ ଅନେକ ଜୀବଜନ୍ତୁ ରହିଥାନ୍ତି । ସେଥି ମଧ୍ୟରୁ କିଛି ବହୁତ ହିଂସ୍ର ପ୍ରକୃତିର ହୋଇଥାନ୍ତି ।

ତେବେ ସେହି ସବୁ ହିଂସ୍ର ପ୍ରାଣୀ ମାନଙ୍କୁ ଦେଖିଲେ । ତାଙ୍କ ପାଖକୁ ଯିବା ତ ଦୂରର କଥା । ଦୂରରୁ ଦେଖିଲେ ବି ମନରେ କୋଊଠି ନା କୋଊଠି ଏକ ଭୟ ଭାବନା ଚାଲିଆସିଥାଏ । ତେବେ ଏହି ଦୃଶ୍ୟରେ କିଛି ଅଲଗା ଦେଖିବାକୁ ମିଳିଛି । ଯେଉଁଠାରେ ଏହି ଦୃଶ୍ୟରେ ବେତାଳ ସାଜିଛି କୁମ୍ଭୀର । ଆଉ ଛୋଟ ବାଳକଟି ସାଜିଛି ରାଜା ବିକ୍ରମ । ତେବେ ଆପଣ ମାନଙ୍କର ପୁରୁଣା ଦିନ ସେହି କାହାଣୀ ତ ନିଶ୍ଚୟ ମନେ ଥିବ ।

ଯେଉଁଥିରେ ରାଜା ବିକ୍ରମ ଆଦିତ୍ୟ ବେତାଳକୁ ପିଠିରେ ପକାଇ ନେଇକି ଯାଉଥିଲେ । ତେବେ ଏଠାରେ ମଧ୍ୟ ସେହିପରି କିଛି ବିକ୍ରମ ବେତାଳର ଦ୍ରୁଶ୍ଯ ଦେଖିବାକୁ ମିଳିଛି । ତେବେ ଗୋଟିଏ ପିଲାଟି ଖଣ୍ଡିରେ ପ୍ଯାଣ୍ଟ ପିନ୍ଧିଛି । ଆଉ ଦେହ ଉପରେ କିଛି ମଧ୍ୟ ପୋଷାକ ପିନ୍ଧି ନାହିଁ । ତେବେ ଏହାରି ଭିତରେ ସେ ନିଜ ପିଠି ପଛରେ ଗୋଟିଏ କୁମ୍ଭୀରକୁ ଧରି ଧରି ଯାଉଛି । ତେବେ ବାଳକଟିର ଉଚତା ସହ ପାଖାପାଖି କୁମ୍ଭୀରର ଉଚତା ମଧ୍ୟ ସମାନ ରହିବ ।

ତେବେ କୁମ୍ଭୀରର ଆଗ ଗୋଡ ୨  ଟିକୁ ହାତରେ ଧରି କୁମ୍ଭୀରକୁ ପିଠିରେ ଝୁଲାଇ ଝୁଲାଇ ଯାଉଛି । ତେବେ ଏପରି ଏକ ଆଶ୍ଚର୍ଯ୍ୟଜଣକ ଦୃଶ୍ୟ ଦେଖିଲା ପରେ ଅନେକ ଲୋକ ସଂପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇଯାଉଛନ୍ତି । ତେବେ ଏହି ବାଳକ ଓ କୁଭୀରର ବିକ୍ରମ ବେତାଳ ପରି ଦୃଶ୍ୟ ଦେଖି ବହୁତ ଲୋକ ବହୁତ ପ୍ରକାର ରୋଚକପୂର୍ଣ୍ଣ କମେଣ୍ଟ ମଧ୍ୟ ଲେଖିଛନ୍ତି ।

କିଏ କହୁଛି କୁମ୍ଭୀରଟି ପାଣିରେ ବୁଡି ଯାଇଥିଲା । ତେଣୁ ପିଲାଟି ତାକୁ କାନ୍ଧରେ ବୋହି ଡାକ୍ତରଖାନାକୁ ନେଇଯାଉଛି । ତେବେ ଏପରି ଅନେକ ପ୍ରକାର ଲୋକ ମଜାଳିଆ କମେଣ୍ଟ ମଧ୍ୟ କରୁଛନ୍ତି। ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, ଶେୟାର କରନ୍ତୁ । ଏହା ସହିତ କୁମ୍ଭୀର ଓ ବାଳକର ଏପରି ବିକ୍ରମ ବେତାଳ ଦୃଶ୍ୟ ଆପଣଙ୍କୁ କିପରି ଲାଗିଲା କମେଣ୍ଟ କରିକି ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *