ହେ ଭଗବାନ ! ଫିଲ୍ମ ଇଣ୍ଡଷ୍ଟ୍ରିରେ ପୁଣି ଥରେ ଶୋକର ଲହରୀ, ବହୁତ ହିଁ କମ ବୟସରେ ଚାଲିଗଲେ ଏହି ଲୋକପ୍ରିୟ ହୀରୋ

ବନ୍ଧୁଗଣ ଆପଣ ମାନେ ସମସ୍ତେ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ପୁନୀତ ରାଜକୁମାରଙ୍କୁ ନିଶ୍ଚୟ ଦେଖିଥିବେ । ଗତ କିଛି ସମୟ ହେବ ଏକ ବଡ ଦୁଃଖ ଖବର ସାମ୍ନାକୁ ଆସୁଛି । ବନ୍ଧୁଗଣ ପୁନୀତ ଆଉ ଏହି ଦୁନିଆରେ ନାହାନ୍ତି । କନ୍ନଡ ଅଭିନେତା ପୁନୀତ ରାଜକୁମାରଙ୍କ ଦେ-ହା-ନ୍ତ ହୋଇଛି । ମି-ଡି-ଆ ରି-ପୋ-ର୍ଟ-ସ ଅନୁସାରେ ହା-ର୍ଟ ଆ-ଟା-କ କାରଣରୁ ପୁନୀତଙ୍କ ଦେ-ହା-ନ୍ତ ହୋଇଛି ।

ପୁନୀତଙ୍କୁ ପ୍ରଥମେ ଆଇସିୟୁ ନିଆଯାଇଥିଲା ହେଲେ ସେତେବେଳେ ବହୁତ ଡେରି ହୋଇଯାଇଥିଲା । ବନ୍ଧୁଗଣ ପୁନୀତ ମାତ୍ର ୪୬ ବର୍ଷ ବୟସରେ ନିଜ ପ୍ରା-ଣ ହରାଇଛନ୍ତି । ଆପଣ ମାନେ ସମସ୍ତେ ପୁନୀତଙ୍କୁ ଅନେକ ସୁପର ହିଟ କନ୍ନଡ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ପୁନୀତ ନିଜ ଅଭିନୟ ଦ୍ଵାରା କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଥିଲେ ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ଥିଲା ।

ନିଜ ଅଭିନୟ ଓ ନିଜ ପର୍ଶନାଲ ଲାଇଫ ପାଇଁ ସବୁବେଳେ ଚର୍ଚାରେ ରହୁଥିଲେ ପୁନୀତ । ନିଜର ଅନେକ ସୁପର ହିଟ ଫିଲ୍ମ ପାଇଁ କେତେକ ପୁରସ୍କାରରେ ସମ୍ମାନିତ ମଧ୍ୟ ହୋଇଥିଲେ ପୁନୀତ । ହା-ର୍ଟ ଆ-ଟା-କ ଆସିବା କାରଣରୁ ସେ ଏକ ପ୍ରାଇଭେଟ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହୋଇଥିଲେ ଓ ନିଜ ପ୍ରା-ଣ ହରାଇ ଥିଲେ । ପୁନୀତ ଯିବା ପରେ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି । କନ୍ନଡ ଇଣ୍ଡଷ୍ଟ୍ରିର ଅନେକ ଦିଗଜ କଳାକାର ମାନେ ପୁନୀତଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି ।

ପୁନୀତ ଏକ ଶିଶୁ କଳାକାର ରୂପେ ନିଜ ଅଭିନୟ କାରିୟରର ଆରମ୍ଭ କରିଥିଲେ । ପୁନୀତଙ୍କ ବାପା ମା ମଧ୍ୟ କଳାକାର ଅଟନ୍ତି । ପୁନୀତ ନିଜ ଅଭିନୟ ପାଇଁ ନାସନାଲ ଆୱାର୍ଡରେ ସମ୍ମାନିତ ହୋଇଥିଲେ । ପୁନୀତଙ୍କ ଫ୍ୟାନ ଫାଲୋଇଙ୍ଗ ବହୁତ ଅଧିକ ରହିଛି । ପୁନୀତ ଙ୍କୁ କନ୍ନଡ ଫିଲ୍ମ ର ପାୱାର ଷ୍ଟାର ମଧ୍ୟ କୁହା ଯାଉଥିଲା । ପୁନୀତ ଯିବା ପରେ ତାଙ୍କ ଫ୍ୟାନ୍ସ ମାନଙ୍କୁ ବହୁତ ବଡ ଝ-ଟ-କା ଲାଗିଛି । ତା ହେଲେ ବନ୍ଧୁଗଣ ପୁନୀତଙ୍କ ନି-ଧ-ନ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *