‘ମମି ଝିଅ କୁଆଡେ ଗଲା ?’ ବୋଲି ପିଉସୀ (Mamita) କୁ ଝୁରୁଛି ଝିଆରୀ, ପୁଣି କେତେବେଳେ କହୁଛି ଗୋବିନ୍ଦ ଭୁତ ନେଇଗଲା, Video ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ

ବନ୍ଧୁଗଣ ମମିତା ମୃ-ତ୍ୟୁ ମାମଲାରେ ବଲାଙ୍ଗୀର ମହାଲିଙ୍ଗ କଲେଜ କ-ଳା କ-ର୍ଣ୍ଣ-ମା-ର ପା-ର-ଦ-ଫା-ସ ହୋଇଥିଲେ ମଧ୍ୟ ମମିତାଙ୍କ ପରିବାର ଉପରେ ଦୁଃଖର ପାହାଡ ଭା-ଙ୍ଗି ପଡିଛି । ଅବଶ୍ୟ ମମିତାଙ୍କ ମୃ-ତ୍ୟୁ ପାଇଁ ହିଁ ମହାଲିଙ୍ଗ କଲେଜରେ ଚାଲୁଥିବା ସବୁ ଖ-ରା-ପ କାମ ବିଷୟରେ ଜଣା ପଡିଲା କିନ୍ତୁ ଏହି ସୂଚନା ପାଇଁ ଏକ ପ୍ରାଣ ଚାଲିଗଲା । ଏହି ମା-ମ-ଲା-ର ମୁଖ୍ୟ ଅ-ଭି-ଯୁ-କ୍ତ ଗୋବିନ୍ଦ ସାହୁକୁ ପୋଲିସ ଗି-ର-ଫ କରିଛି ।

ମମିତାଙ୍କ ମୃ-ତ୍ୟୁ-କୁ ଗତ କିଛି ଦିନ ହୋଇଛି ଓ ବର୍ତ୍ତମାନ ଏକ ହୃ-ଦ-ୟ ବି-ଦା-ର-କ ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେଉଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ମାନଙ୍କ ଆଖିରୁ ଲୁହ ଝରିଯିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।ମମିତା ଗଲା ପରେ ତାଙ୍କୁ ଝୁରୁଛି ତାଙ୍କ ଝିଆରୀ ।

ଝିଆରୀର ଏକ ଭିଡିଓ ବର୍ତ୍ତମାନ ଭା-ଇ-ରା-ଲ ହେଉଛି । ସେହି ଭିଡିଓରେ ଝିଆରୀ ମନ ଦୁଃଖ କରି କହୁଛି- ‘ମମି ଝିଅକୁ ଗୋବିନ୍ଦ ଭୁ-ତ ନେଇଗଲା । କ-ଟ-କ-ଟ କରି କା-ଟି-ଦେ-ଲା । ମମି ଝିଅକୁ ପୋ-ଡି ଦେଲା । ମୋ ମମି ଝିଅ ମୋ ସହ ଖେଳୁଥିଲା’ । ବନ୍ଧୁଗଣ ୩ ବର୍ଷର ଝିଅ ଏବେ ଝୁରୁଛି ମମିତାଙ୍କୁ । ନିଜ ପିଉସୀକୁ ଝୁରୁଛି ଝିଆରୀ ଇନୟା । ମମିତାଙ୍କ ଯିବା ପରେ ତାଙ୍କ ପରିବାର ଲୋକ ଭା-ଙ୍ଗି ପଡିଛନ୍ତି । ଆଜି ମଧ୍ୟ ନିଜ ଝିଅ ମମିତାକୁ ଝୁରି ମାଙ୍କ ଚେ-ତା ହ-ଜି ଯାଉଛି ।

ମା’ କୁ ପଛେ ଭୁଲିଯାଉଥିଲା କିନ୍ତୁ ମମିତାଙ୍କ ସାଙ୍ଗରେ ଖେଳିବାକୁ କେବେ ଭୁଲୁନଥିଲା ଇନୟା । ମମିତା ଥିଲା ତାର ସବୁଠୁ ପ୍ରିୟ କିନ୍ତୁ ସିଏ ଗଲା ଦିନଠୁ ସବୁଦିନ ପଚାରୁଛି ଇନୟା, ‘ମମି ଝିଅ କୁଆଡେ ଗଲା ?’ ଟିଭିରେ ମମିତାଙ୍କୁ ଦେଖି ଖେଳିବା ପାଇଁ ଖୋଜୁଛି ଇନୟା । ବନ୍ଧୁଗଣ ଏହି ଭିଡିଓକୁ ଦେଖି ସମସ୍ତଙ୍କ ଆଖି ଭରିଯାଉଛି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *