ଜେଲରୁ ମୁକୁଳିଲେ ବି ଏହି 10 କାମ କରିପାରିବେ ନାହିଁ Aryan, ସର୍ତ୍ତ ରଖିଛନ୍ତି କୋର୍ଟ

ବନ୍ଧୁଗଣ ମୁମ୍ବାଇ କୃଶ ଡ୍ର-ଗ ମା-ମ-ଲା-ରେ ଫ-ସି-ଥି-ବା ଅରିୟାନ ଖାନ ଅନେକ ଦିନ ଜେ-ଲ-ରେ ରହିବା ପରେ ଗତ କାଲି ମୁମ୍ବାଇ ହାଇ କୋ-ର୍ଟ ତାଙ୍କ ଜା-ମି-ନ ମଞ୍ଜୁର କରିଛି । ଅରିୟାନଙ୍କୁ ଜା-ମି-ନ ମିଳିବା ପରେ ଶାହରୁଖ ଓ ତାଙ୍କ ପରିବାର ଲୋକେ ବହୁତ ଅଧିକ ଖୁସି ଅଛନ୍ତି । ଏହା ସହିତ ଶାହରୁଖଙ୍କ ଘର ମନ୍ନତ ବାହାରେ ତାଙ୍କ ଫ୍ୟାନ୍ସ ମାନେ ଅରିୟାନ ମୁକୁଳିବା ଖୁସିରେ ସେଲିବ୍ରେସନ କରୁଛନ୍ତି ।

ଅରିୟାନଙ୍କ ପାଇଁ ମନ୍ନତକୁ ଦୀପାବଳି ପରି ସଜା ଯାଇଛି । ଅରିୟାନଙ୍କ ସହ ଅନ୍ୟ ଦୁଇ ଅ-ଭି-ଯୁ-କ୍ତ ମୁନମୁନ୍ ଧମେଚା ଓ ଅର୍ବାଜ ମର୍ଚେଣ୍ଟକୁ ମଧ୍ୟ ଜା-ମି-ନ ମିଳି ଯାଇଛି । ଆଜି ଅରିୟାନ ଘରକୁ ଆସିଛନ୍ତି । ଅରିୟାନଙ୍କ ଜା-ମି-ନ ଲାଗି କୋର୍ଟ କିଛି ସର୍ତ୍ତ ରଖିଛନ୍ତି । ଜେ-ଲ-ରୁ ମୁକୁଳିଲା ପରେ ଯଦି ଅରିୟାନ ସର୍ତ୍ତ ପାଳନ ନ କରନ୍ତି  ହୁଏତ ତାଙ୍କ ଜା-ମି-ନ ଆଗକୁ ବା-ତି-ଲ ମଧ୍ୟ ହୋଇ ଯାଇପାରେ ।

ତେବେ ଆଜି ଆମେ ଆପଣ ମାନଙ୍କୁ କୋ-ର୍ଟ ରଖିଥିବା ସେହି ସମସ୍ତ ସର୍ତ୍ତ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବମ୍ବେ ହାଇକୋର୍ଟ ଜାମିନ ମଞ୍ଜୁର ନିମନ୍ତେ ରଖିଥିବା ସର୍ତ୍ତରେ ଆରିୟନ ଜେ-ଲ-ରୁ ବାହାରିବା ପରେ ଏପରି କୌଣସି କାର୍ଯ୍ୟରେ ଲି-ପ୍ତ ହେବେନି ଯେଉଁଥି ଲାଗି ଏନସିବି ତାଙ୍କୁ ଗି-ର-ଫ କରିଥିଲା ।

ସେହିପରି ଜେ-ଲ-ରୁ ଫେରିବା ପରେ ସେ ଏପରି କୌଣସି ବ୍ୟକ୍ତିଙ୍କ ସହ ସମ୍ପର୍କ କରି ପାରିବେନି ଯିଏ ପ୍ରତ୍ୟକ୍ଷ ଅଥବା ଅପ୍ରତ୍ୟକ୍ଷ ଭାବେ କ୍ରୁଜ ଡ୍ର-ଗ କେ-ସ୍‌-ରେ ସାମିଲ ଅଛନ୍ତି ।ସେହିପରି ଆର୍ୟନ ନିଜେ ଅଥବା କାହା ଦ୍ୱାରା ମା-ମ-ଲା-ରେ ସାମିଲ ଲୋକେ ଅଥବା ସାକ୍ଷଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରିବେନି କି ପ୍ରମାଣ ହେ-ର-ଫେ-ର କରିବାକୁ ଯେପରି ଉଦ୍ୟମ ନ କରନ୍ତି ।

ଏହା ଛଡା ଜା-ମି-ନ-ରେ ଥିବା ବେଳେ ସେ ବିଦେଶ ଯାଇ ପାରିବେନି । ଏଣୁ ସ୍ପେଶିଆଲ କୋ-ର୍ଟ-ରେ ତାଙ୍କ ପାସପୋର୍ଟ ଜମା କରାଯିବ । କୋର୍ଟ ତାଙ୍କ ସର୍ତ୍ତରେ ଆରିୟନଙ୍କ କୌଣସି ପ୍ରକାର ଗଣମାଧ୍ୟମ ବିବୃତ୍ତି ନେଇ ମଧ୍ୟ କଟକଣା ଲଗାଇଛନ୍ତି ।

ଏପରି କୌଣସି ମାଧ୍ୟମରେ ବୟାନବାଜୀ କରିବା, ମତାମତ ଦେବା ଅଥବା ସୂଚନା ଦେବାର ତାଙ୍କର ଅଧିକାର ଉପରେ ରୋ-କ ଲଗା ଯାଇଛି ।  ଯଦି ସେ ଦେଶରୁ ବାହାରକୁ ଯିବାକୁ ଚାହିଁବେ ଏନପିଡିଏସ୍ ଅଥବା ସ୍ୱତନ୍ତ୍ର କୋ-ର୍ଟ-ଙ୍କ ଅନୁମତି ନେବେ । ସେହିପରି ଗ୍ରେଟର ମୁମ୍ବାଇରୁ ବାହାରକୁ ଯିବାକୁ ପଡିଲେ ସେ ଯା-ଞ୍ଚ ଅଧିକାରୀଙ୍କ ଅନୁମତି ନେବା ଜରୁରି ।ଯେତେବେଳେ ବି ଆବଶ୍ୟକତା ପଡିବ ଆରିୟନ ଏନସିବିରେ ହାଜର ହେବେ ।

କୋ-ର୍ଟଙ୍କ ପ୍ରତ୍ୟେକ ଶୁଣାଣିରେ ତାଙ୍କୁ ବ୍ୟକ୍ତିଗତ ହାଜର ହେବାକୁ ହେବ । ଯଦି ସେପରି କୌଣସି ବଡ କାରଣ ନଥାଏ ସେ କୌଣସି ଶୁଣାଣିରେ ଯେପରି ଅନୁପସ୍ଥିତ ନ ରହନ୍ତି ସେ ନେଇ କୋର୍ଟ କ-ଡା ତାଗିଦ କରିଛନ୍ତି । ଏହା ଛଡା ପ୍ରତି ଶୁକ୍ରବାର ପୂର୍ବାହ୍ନ ୧୧ଟାରୁ ୨ଟା ମଧ୍ୟରେ ଏନସିବି ମୁମ୍ବାଇ କାର୍ଯ୍ୟାଳୟକୁ ଯାଇ ହା-ଜି-ରା ଦେବେ । ତା ହେଲେ ବନ୍ଧୁଗଣ ଅରିୟାନ ଖାନଙ୍କ ବେ-ଲ-ରେ ଆପଣ ମାନଙ୍କ ପ୍ରତିକ୍ରିୟା କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *