Vastu Tips- ଆଜି ପୌଷ ଓ ଦେବାଭିଷେକ ପୂର୍ଣ୍ଣିମା, ଗୋଟେ ଦୀପ ଓ ଲବଙ୍ଗରେ କରନ୍ତୁ ଏହି ଉପାୟ ରାତାରାତି ଚମକି ଉଠିବ ଭାଗ୍ୟ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ହିନ୍ଦୁ ଧର୍ମ ରେ ଶାସ୍ତ୍ର ର ବହୁତ ମହତ୍ତ୍ୱ ରହିଛି । ହିନ୍ଦୁ ଧର୍ମର ଅଧିକାଂଶ ଲୋକ ଶାସ୍ତ୍ର କୁ ବିଶ୍ୱାସ କରିଥାନ୍ତି । ଶାସ୍ତ୍ର ରେ ଆମ ଜୀବନ ର ପ୍ରତ୍ୟେକ ଘଟଣା ସମ୍ପର୍କରେ ସୂଚନା ଦିଆ ଯାଇଥାଏ । ଶାସ୍ତ୍ର ରେ ଆମର ଅତୀତ ଓ ଭବିଷ୍ୟତ ସମ୍ପର୍କରେ ଅନେକ ଗୁଡିଏ ତଥ୍ୟ ଦିଆ ଯାଇଛି । ଧର୍ମ ଶାସ୍ତ୍ର ରେ ମନୁଷ୍ୟ ର ସମସ୍ତ ସମସ୍ୟା ର ସମାଧାନ ସମ୍ପର୍କରେ ଅନେକ କଥା ଲିପିବଦ୍ଧ ହୋଇ ରହିଛି । ଶାସ୍ତ୍ର ରେ ଲିଖିତ ପ୍ରତ୍ୟେକ ଟି କଥା ସତ୍ୟ ହୋଇ ଥାଏ ବୋଲି ଭଗବାନ ଶିବ କହିଛନ୍ତି । ଏହାକୁ ପ୍ରତ୍ୟକ ଲୋକ ବିଶ୍ୱାସ ମଧ୍ୟ କରିଥାନ୍ତି ।

ତେବେ ବନ୍ଧୁଗଣ ଏହି ବର୍ଷ ପୌଷ ପୂର୍ଣ୍ଣିମା ରେ କିଛି ଉପାୟ ଅଛି ଯାହାକୁ କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ଭାବ ରେ ଚମକି ଉଠିବ । ଏହି ଦିନ ଭଗବାନ ସୂର୍ଯ୍ୟ ଙ୍କୁ ପୂଜା କରାଯାଇଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ସେହି ଉପାୟ ସମ୍ପର୍କରେ ଜଣାଇବାକୁ ଯାଉଛୁ । ଏହା ଦ୍ଵାରା ଆପଣଂକର ବହୁତ ଉନ୍ନତି ହେବ । ତେବେ ଆସନ୍ତୁ ବନ୍ଧୁଗଣ ଜାଣିବା ଏହି ଉପାୟ ସମ୍ପର୍କରେ ।

ବନ୍ଧୁଗଣ ଏହି ବର୍ଷ ପୌଷ ପୂର୍ଣ୍ଣିମା ଗୁରୁବାର ଦିନ ପଡୁଛି । ଏହି ଦିନ ଟି ଶ୍ରୀ ହରି ଓ ମାତା ଲକ୍ଷ୍ମୀ ଙ୍କ ର ପ୍ରିୟ ଦିନ ଅଟେ । ପୌଷ ମାସ ଟି ବହୁତ ଶକ୍ତିଶାଳୀ ମାସ ହୋଇଥାଏ । ପୌଷ ପୂର୍ଣ୍ଣିମା ରେ ଦାନ କାର୍ଯ୍ୟ ,ଧର୍ମ କାର୍ଯ୍ୟ, ସ୍ନାନ କାର୍ଯ୍ୟ କରିବା ଦ୍ୱାରା ବହୁତ ମଙ୍ଗଳ ହୋଇଥାଏ । ବନ୍ଧୁଗଣ ଶାସ୍ତ୍ର ଅନୁସାରେ ପୌଷ ପୂର୍ଣ୍ଣିମା ରେ ଭଗବାନ ସୂର୍ଯ୍ୟ ଦେବ ଙ୍କୁ ଆରଧନା କରିବା ଦ୍ୱାରା ବହୁତ ମଙ୍ଗଳ ହୋଇଥାଏ । ଏହା ଦ୍ଵାରା ଆପଣଂକର ପୁରା ପରିବାର ବର୍ଷକ ଯାଏ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇ ନ ଥାନ୍ତି । ଏହା ସହିତ ଆପଣଂକର ଧନ ର ଅଭାବ ରହି ନ ଥାଏ ।

ଆପଣଙ୍କ ର ଯେ କୌଣସି ପୁରୁଣା ସମସ୍ୟା ରହିଥିବ ଏହି ଦିନ ସୂର୍ଯ୍ୟ ଙ୍କୁ ପୂଜା କରିବା ଦ୍ୱାରା ତାହା ର ସମାଧାନ ହୋଇଯାଇଥାଏ । ଏହି ଦିନ ପ୍ରାତଃ ସମୟ ରୁ ସ୍ନାନ କରି ସୂର୍ଯ୍ୟ ଙ୍କୁ ଜଳ ଅର୍ପଣ କରିବା ସହିତ ୨୭ ଥର ଗାୟତ୍ରୀ ମନ୍ତ୍ର ଜପ କରିବା ଦ୍ୱାରା ସୂର୍ଯ୍ୟ ଦେଵ ବହୁତ ସନ୍ତୁଷ୍ଟ ହୋଇଥାନ୍ତି । ଏହା ଦ୍ବାରା ଆପଣଙ୍କ ଉପରେ କୌଣସି ଖରାପ ଗ୍ରହ ର ନଜର ପଡି ନ ଥାଏ । ଆପଣଙ୍କ ଜୀବନ ବହୁତ ଖୁସି ରେ କଟିଥାଏ ।

ବନ୍ଧୁଗଣ ପୌଷ ପୂର୍ଣ୍ଣିମା ରେ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଉଠି ନିଜର ସମସ୍ତ କର୍ମ ସମାପ୍ତ କରିବା ପରେ ନିଜର ସ୍ନାନ କାର୍ଯ୍ୟ ସମ୍ପନ୍ନ କରିବା ପରେ ପ୍ରଥମେ ଘର କୁ ଭଲ ଭାବରେ ସଫା କରିବେ । ଏହା ପରେ ଘର ମୁଖ୍ୟ ଦ୍ୱାର କୁ ସଫା କରି ମୁଖ୍ୟ ଦ୍ୱାର ସମ୍ମୁଖରେ ଆମ୍ବ ପତ୍ର ର ମାଳ କରି ସଜାଇ ଦେବେ । ଏହା ପରେ ଆପଣ ଏକ ଲାଲ ରଙ୍ଗର ବସ୍ତ୍ର କିମ୍ବା ଅନ୍ୟ ଯେ କୌଣସି ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ।

ଏହା ପରେ ଏକ ତମ୍ବା ଢାଳ ରେ ପୂର୍ଣ୍ଣ କରି ଜଳ ନିଅନ୍ତୁ ଓ ଏହାକୁ ସୂର୍ଯ୍ୟ ଙ୍କ ଉଦ୍ଦେଶ୍ୟ ରେ ଅର୍ପଣ କରନ୍ତୁ । ସୂର୍ଯ୍ୟ ଙ୍କୁ ଜଳ ଅର୍ପଣ କରିବା ସମୟ ରେ ୨୭ ଥର ଗାୟତ୍ରୀ ମନ୍ତ୍ର କିମ୍ବା ଓଁ ଶବ୍ଦ ର ଉଚ୍ଚାରଣ କରନ୍ତୁ ଏହା ପରେ ସେହି ବଳକା ଜଳ କୁ ନେଇ ଘରେ ଛିଞ୍ଚି ଦିଅନ୍ତୁ । ଏହା ଦ୍ବାରା ଘରେ ବର୍ଷକ ପାଇଁ ସୁଖ ଶାନ୍ତି ର ବାତାବରଣ ଦେଖା ଯିବ । ଆପଣଂକର ବର୍ଷକ ପାଇଁ କୌଣସି ଅସୁବିଧା ରହିବ ନାହିଁ । କୌଣସି ପ୍ରକାର ଖରାପ ଗ୍ରହ ଙ୍କର କୁ ଦୃଷ୍ଟି ଆପଣଙ୍କ ଘର ଉପରେ ପଡିବ ନାହିଁ । ଆପଣ ସବୁ କ୍ଷେତ୍ରରେ ସଫଳ ହେବେ । ଆପଣଙ୍କ ର ବହୁତ ଉନ୍ନତି ହେବ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *