Crop ଟପ ରେ ବିନା ମାସ୍କ ରେ ଶପିଙ୍ଗ କରିବାକୁ ବାହାରିଲେ Nora Fatehi, ଭାଇରାଲ ହେଉଛି ଫଟୋ

ନମସ୍କାର ବନ୍ଧୁଗଣ , ବନ୍ଧୁଗଣ ଚଳଚିତ୍ର ଦେଖିବାକୁ ସମସ୍ତେ ଭଲ ପାଆନ୍ତି ।ସେଥିରେ ବିଭିନ୍ନ ଲୋକ ବିଭିନ ଅଭିନୟ କରିଥାନ୍ତି ।ବଲିଉଡ ର ହିରୋଇନ ମାନଙ୍କର ଯେତେ ବି ପ୍ରଶଂସା କରିଲେ କମ ପଡିବ । ସେମିତି ହିଁ ଏବେ ବଲିଉଡ କୁ ଆସିଥିବା ନୋରା ଫତେହ ତାଙ୍କର ବେଶଭୁଷା ଏବଂ ଅଭିନୟ ମାଧ୍ୟମରେ ଲୋକମାନଙ୍କର ମନ ଖୁବ ସହଜରେ ଜିତିପାରିଛନ୍ତି । ତାଙ୍କର ବର୍ତ୍ତମାନ ଷ୍ଟାଇଲରେ ଲୋକମାନେ ଖୁବ ଦିୱାନା ହୋଇସାରିଛନ୍ତି ତାଙ୍କର ।

ନୋରା ଫତେହି ଙ୍କ ବାହାରକୁ ଯିବା ଷ୍ଟାଇଲ ମଧ୍ୟ ଖୁବ ବଢିଆ ହୋଇଥାଏ । ନୋରା ଗୋଟେ କ୍ରୋପ ଟପ ରେ ମଧ୍ୟ ନର୍ମାଲ ମେକପ ଦ୍ବାରା ବହୁତ ସୁନ୍ଦର ଦେଖା ଯାଉଛନ୍ତି । ତାଙ୍କର ଏହି ରୂପ ସହିତ ହଳଦିଆ ରଙ୍ଗ ର ବ୍ୟାଗ ତାଙ୍କୁ ବହୁତ ସୁନ୍ଦର ମାନୁଛି । ଯାହାକୁ ଲୋକମାନେ ବହୁତ ଭାବରେ ପସନ୍ଦ କରୁଛନ୍ତି ।

ଏହାଛଡା ନୋରା ତାଙ୍କର ଫିଟନେସ କୁ ନେଇ ଖୁବ ଯତ୍ନବାନ । ବର୍ତ୍ତମାନ ସେ ମୁମ୍ବାଇ ର ବାନ୍ଦ୍ରା ଠାରେ କଳା ରଙ୍ଗ ର ଡ୍ରେସ ସହ ଧଳା ଟୋପି ସହ ନଜର ରେ ଆସିଥିଲେ । ସିଏ ମାସ୍କ ପିନ୍ଧିଥିବା ସମୟରେ କ୍ୟାମେରା ରେ ତାଙ୍କ ଫୋଟୋ କ୍ୟାପଚର ହୋଇଥିଲା । ଏହି ଲୂକ ମଧ୍ୟ ତାଙ୍କର ବାହାରକୁ ଯିବା ପାଇଁ ପୁରା ଠିକ ଥିଲା ।

ଏହାକୁ ପିନ୍ଧି ସେ ବହୁତ ସୁନ୍ଦର ଦେଖାଯାଉଥିଲେ । ଯାହାକୁ ଲୋକମାନେ ବହୁତ ଭାବରେ ପସନ୍ଦ କରିଛନ୍ତି । ଏବଂ କରିନା ଙ୍କ ସହ ଦେଖା ପରେ ଏବଂ ନୋରା ତାଙ୍କ ସହ କଥା ହେବାପରେ କରିନା ମଧ୍ୟ ନୋରା ଙ୍କର ବହୁତ ପ୍ରଶଂସା କରିଥିଲେ ।

 

କରିନା ଙ୍କ ସହ ନୋରା ତାଙ୍କ ଅଭିନୟ , ଭବିଷ୍ୟତ ଆଦି ବହୁତ ପ୍ରକାର ବିଷୟରେ ଦୁହେଁ କଥା ହୋଇଥିଲେ । ଆଉ ସେହି ସମୟରେ ନୋରା ଷ୍ଟାଇଲିସସୁଟ କରିବାକୁ ଯିବାବେଳେ ବହୁତ ସୁନ୍ଦର ଏବଂ ସ୍ମାର୍ଟ ମଧ୍ୟ ଦେଖାଯାଉଥିଲେ ।

 

ତା ଛଡା ବହୁତ ଆରାମ ରେ ସେ ସେହି ପୋଷାକ କୁ ପିନ୍ଧିଥିବାର ନଜର ରେ ଆସିଥିଲେ । ନୋରା ଗୋଟେ ଗୋଲାପୀ ଏବଂ ଧଳା ରଙ୍ଗ ର ଟପ ପିନ୍ଧିଥିବାର ନଜର ରେ ଆସିଥିଲେ ତା ସହ ଗାଢ଼ କମଳା ରଙ୍ଗ ର ପ୍ୟାଣ୍ଟ ପିନ୍ଧିଥିଲେ । ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ ମଧ୍ୟ ।

 

ତା ସହିତ ଆପଣଙ୍କୁ ଜଣାଇ ଦେବାକୁ ଚାହୁଁଛୁ ଯେ ନୋରା ତାଙ୍କର ପ୍ୟାଣ୍ଟ ରଙ୍ଗର ଗୋଟେ ବ୍ୟାଗ ଧରିଥିଲେ । ଯାହାର ମୂଲ୍ୟ ପ୍ରାୟ ଦୁଇ ଲକ୍ଷ ଟଙ୍କା । ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ । ତାଙ୍କର ବ୍ୟାଗ ସବୁ ଲକ୍ଷ ଲକ୍ଷ ରେ ଗଣାଯାଇଥାଏ । ସେ ତାକୁ ବହୁତ ଭଲରେ ଧରିଥିଲେ ମଧ୍ୟ । ତାଙ୍କର ଏହି ରୂପ ତାଙ୍କର ଫ୍ୟାନ ମାନଙ୍କୁ ବହୁତ ପସନ୍ଦ ଆସିଥିଲା ।

ଏହା ସହ ନୋରା ସେହି ପୋଷାକ ସହ ସିଲଭର ରଙ୍ଗ ର ହିଲ ପିନ୍ଧିଥିଲେ । ଯାହା ତାଙ୍କୁ ବହୁତ ସୁନ୍ଦର ଦେଖାଯାଉଥିଲା । ନୋରା ଫତେହି ତାଙ୍କର ସବୁବେଳେ ଏହି ନର୍ମାଲ ମେକପ ରେ ନଜର ରେ ଆସିଥାନ୍ତି । ସେ ସବୁବେଳେ କାଜଲ , ପିଙ୍କ ଲିପିଷ୍ଟିକ ରେ ନଜର ଆସିଥାନ୍ତି । ତାଙ୍କର ଚୁଟି ମଧ୍ୟ ସବୁବେଳେ ସୁନ୍ଦର ଥାଏ ଏବଂ ସେ ତାକୁ ଖୁବ ଭଲ ଭାବରେ ସଜେଇ ରଖିଥାନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *