Jyotish Shastra- ୨୮ ଜାନୁୟାରୀ ରେ ୭୦ ବର୍ଷ ପରେ ଦେଖାଯିବ ପୌଷ ପୂର୍ଣ୍ଣିମାର ଚାନ୍ଦ, ଏହି 4 ଟି ରାଶିରେ ଲାଗିବ ଲଟେରୀ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବନ୍ଧୁଗଣ ଆମ ସମାଜ ରେ ଶାସ୍ତ୍ର ର ବହୁତ ମହତ୍ତ୍ୱ ରହିଛି । ଖାସ କରି ହିନ୍ଦୁ ଧର୍ମ ରେ ଲୋକ ମାନେ ବହୁତ ଭାବରେ ଶାସ୍ତ୍ର କୁ ବିଶ୍ୱାସ କରିଥାନ୍ତି । ଶାସ୍ତ୍ର ରୁ ଆମେ ଆମ ଜୀବନ ର ପ୍ରତ୍ୟେକ ଟି ବିଷୟବସ୍ତୁ ସମ୍ପର୍କରେ ଜାଣି ପାରିଥାଉ । ଆମ ଜୀବନ ରେ ଅତୀତ ରେ ଘଟିଥିବା ଓ ଭବିଷ୍ୟତ ରେ ଘଟିବାକୁ ଯାଉଥିବା ସମସ୍ତ କାର୍ଯ୍ୟ ର ସୂଚନା ଏହି ଶାସ୍ତ୍ର ରେ ହିଁ ଲିପିବଦ୍ଧ ହୋଇ ରହିଥାଏ । ଆମେ ଏହାକୁ ବୁଝିପାରି ନ ଥାଉ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାଶିଚକ୍ର ମନୁଷ୍ୟ ଜୀବନ ରେ ବହୁତ ଭାବରେ ପ୍ରଭାବ ପକାଇଥାଏ । ମନୁଷ୍ୟ ର ରାଶି ରୁ ହିଁ ମନୁଷ୍ୟ ର ସମସ୍ତ ଜୀବନ ସମ୍ପର୍କରେ ଜଣା ପଡିଯାଇଥାଏ । ମନୁଷ୍ୟ ଜନ୍ମ ହେବାର ସମୟ,ତିଥି,ନକ୍ଷେତ୍ର ଆଦି କୁ ବିଚାର କରି ମନୁଷ୍ୟ ର ରାଶି ନିର୍ଧାରଣ କରାଯାଇଥାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏପରି କିଛି ରାଶି ଥାଏ ଯାହାର ବହୁତ ସମୟ ବ୍ୟବଧାନ ରେ ଭଲ ସମୟ ଆସିଥାଏ । ଏହି ଭଲ ସମୟ ଆସିବା ପାଇଁ ଅନେକ ବର୍ଷ ସମୟ ଲାଗିଥାଏ । ବର୍ତ୍ତମାନ ସମୟ ରେ ଏହି ଜାନୁଆରୀ ମାସ ୨୭ ତାରିଖ ପୌଷ ପୂର୍ଣ୍ଣିମା ରେ କିଛି ରାଶି ମାନଙ୍କର ଭଲ ସମୟ ଆସିଯାଇଛି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ତାହା କେଉଁ ରାଶି ଅଟେ ଯାହାର ଭଲ ସମୟ ଆସିଯାଇଛି ।

ବନ୍ଧୁଗଣ ଏହି ବର୍ଷ ଜାନୁଆରୀ ମାସ ୨୭ ତାରିଖରେ ଦୀର୍ଘ ୭୦ ବର୍ଷ ପରେ ପୌଷ ପୂର୍ଣ୍ଣିମା ରେ ଆକାଶ ରେ ଚନ୍ଦ୍ର ଦେଖିବାକୁ ମିଳିବେ । ଏହି ଚମତ୍କାର ସମୟ ରେ ଅନେକ ରାଶି ଉପରେ ମାତା ଲକ୍ଷ୍ମୀ ଧନ ବର୍ଷା କରିବାକୁ ଯାଉଛନ୍ତି । ଯାହା ଦ୍ୱାରା ଏହି କେତୋଟି ରାଶି ଙ୍କର ଭାଗ୍ୟ ସମ୍ପୂର୍ଣ୍ଣ ଭାବରେ ବଦଳିବାକୁ ଯାଉଛି ।

ପୌଷ ପୂର୍ଣ୍ଣିମା ର ସକାଳୁ ଉଠି ଗାଧୋଇ ସାରି ମାତା ଲକ୍ଷ୍ମୀ ଙ୍କୁ ସ୍ମରଣ କରନ୍ତୁ । ଏହା ଦ୍ବାରା ଆପଣଂକର ସମସ୍ତ ସମସ୍ୟା ର ସମାଧାନ ହୋଇଯିବ । ଏବଂ ଆପଣଙ୍କ ଘରେ ପୂର୍ବ ରୁ ଯେଉଁ ଦାରିଦ୍ର୍ୟତା ଦେଖା ଯାଉଥିଲା ତାହା ଆଉ ରହିବ ନାହିଁ । ଏହି ପୌଷ ପୂର୍ଣ୍ଣିମା ରେ ମାତା ଲକ୍ଷ୍ମୀ ଙ୍କ କୃପା ରୁ ଆପଣଙ୍କ ଉପରେ ଧନ ର ବର୍ଷା ହେବ । ଏହା ଦ୍ବାରା ଆପଣଂକର ସମସ୍ତ ଦରିଦ୍ରତା ଦୁର ହେବ । ଆପଣଙ୍କ ଘରକୁ ସୁଖ ସମୃଦ୍ଧି ଫେରି ଆସିବ ।

ଆପଣଙ୍କ ଘରେ କୌଣସି ପ୍ରକାର ଅଶାନ୍ତି ଦେଖିବାକୁ ମିଳିବ ନାହିଁ । ଆପଣ ନିଜର ବ୍ୟବସାୟ କ୍ଷେତ୍ର ରେ ବହୁତ ସଫଳତା ପାଇବେ । ଯଦି ଆପଣ କୌଣସି କାର୍ଯ୍ୟ ଆରମ୍ଭ କରିବା ପାଇଁ ମନସ୍ଥ କରିଛନ୍ତି ତେବେ ନିଶ୍ଚୟ ଏହାକୁ କାର୍ଯ୍ୟକାରୀ କରନ୍ତୁ ମାଆ ଲକ୍ଷ୍ମୀ ଙ୍କ କୃପା ରୁ ଆପଣଂକୁ ନିଶ୍ଚୟ ସଫଳତା ମିଳିବ ।

ଏହି ସମୟ ରେ ଆପଣ ପ୍ରାତଃ ସମୟ ରେ ଭଗବାନ ସୂର୍ଯ୍ୟ ଦେବ ଙ୍କୁ ସ୍ମରଣ କରନ୍ତୁ । ଭଗବାନ ସୂର୍ଯ୍ୟ ଦେବ ଙ୍କୁ ଘୃତ ଯୁକ୍ତ ଦୀପ ଅର୍ପଣ କରନ୍ତୁ ଏହା ଦ୍ବାରା ଆପଣଙ୍କ ଘର ଉପରେ ଥିବା ସମସ୍ତ ପ୍ରକାର ନକରାତ୍ମକ ଶକ୍ତି ର ବିନାଶ ହେବ । ଆପଣଙ୍କ ଘରେ ଯଦି କୌଣସି ପ୍ରକାର ବାସ୍ତୁ ଦୋଷ ଥିବ ତାହାର ମଧ୍ୟ ସମାଧାନ ହୋଇଯିବ । ଆପଣଙ୍କ ଘର ଉପରେ ଖରାପ ଗ୍ରହ ମାନଙ୍କର ପଡିଥିବା କୁ ଦୃଷ୍ଟି ରୁ ମୁକ୍ତି ମିଳିବ ।

ଏହି ସମୟ ରେ ବିଦ୍ୟର୍ଥୀ ମାନେ ନିଜର ପାଠ ପଢା ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ । ଏହି ପୌଷ ପୂର୍ଣ୍ଣିମା ରେ ଆପଣ ଭଗବାନ ସୂର୍ଯ୍ୟ ଙ୍କୁ ପୂଜା କରିବା ଦ୍ୱାରା ଆପଣଙ୍କ ଘରେ ଲାଗି ରହୁଥିବା କଳି ଝଗଡା ର ଅନ୍ତ ଘଟିବ । ଆପଣଂକର ବୈବାହିକ ଜୀବନ ରେ ବହୁତ ଆନନ୍ଦ ଦେଖାଯିବ । ତେବେ ବନ୍ଧୁଗଣ ଆମେ ଏଠାରେ ଯେଉଁ ରାଶି ସମ୍ପର୍କରେ ଆଲୋଚନା କରୁଛୁ ସେହି ରାଶି ଗୁଡିକ ହେଉଛନ୍ତି-ବୃଷ ରାଶି,ମକର ରାଶି,କର୍କଟ ରାଶି,ସିଂହ ରାଶି,କନ୍ୟା ରାଶି ,ମେଷ ରାଶି ଓ କୁମ୍ଭ ରାଶି ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *