Jyotish Shastra- ଆଜି ଠାରୁ ଆରମ୍ଭ ହେଲା ଶୁଭ ଦିନ, ଟଙ୍କାର ଗଦିରେ ଶୋଇବେ ଏହି 5 ଟି ରାଶି

ନମସ୍କାର ବନ୍ଧୁଗଣ , ବନ୍ଧୁଗଣ ହିନ୍ଦୁ ଧର୍ମ ର ମାନ୍ୟତା ଅନୁସାରେ ପୃଥିବୀ ପୃଷ୍ଟ ରେ ସୂର୍ଯ୍ୟ ଙ୍କ ବିନା କୌଣସି ବି ଜୀବ ଜନ୍ତୁ ବଂଚିରହିବା ସମ୍ଭବ ନୁହେଁ । ଏହାଙ୍କ ପାଖରେ ଏମିତି କ୍ଷମତା ରହିଛି ଯାହାଦ୍ୱାରା ଅନ୍ୟ ଗ୍ରହ ମାନେ ସବୁ ଚଳାୟମାନ କରିଥାନ୍ତି । ବୈଦିକ ଜ୍ୟୋତିଷ ରେ ସୂର୍ଯ୍ୟ ଙ୍କୁ ସଫଳତା ପ୍ରଦାନକାରୀ ରାଜପଦ ଓ ଗୌରବ ଦେବାପରି ଏବଂ ବିଭିନ୍ନ ସ୍ଥାନରେ ଉଚ୍ଚ ପଦର କାରକ ବିଚାର କରାଯାଇଥାଏ । ସୂର୍ଯ୍ୟ ଆମ ସୌର ମଣ୍ଡଳ ର ମୁଖ୍ୟ ତତ୍ତ୍ୱ ଅଟନ୍ତି । ସୂର୍ଯ୍ୟ ର ବିଶାଳ ସୌରଭ ହେବା ଯୋଗୁଁ ଏହା ପୃଥିବୀ ପୃଷ୍ଟ ରେ ଆମକୁ ଚଳପ୍ରଚଳ କରିବା ସମ୍ଭବ ହୋଇପାରିଛି । ଜ୍ୟୋତିଷ ଶାସ୍ତ୍ର ବିଷୟରେ ସୂର୍ଯ୍ୟ ଙ୍କୁ ଆତ୍ମ ର କାରକ ବୋଲି ବିଚାର କରାଯାଇଥାଏ ।

ଏହି ଜାତକ ବା କୁଣ୍ଡଳୀ ରେ ସୂର୍ଯ୍ୟ ଙ୍କୁ ଆତ୍ମ କାରକ ବୋଲି ମନା ଯାଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଏବେ ସିଂହ ରାଶି ରେ ପ୍ରବେଶ କରିସାରିଛନ୍ତି । ଯେଉଁ କାରଣ ରୁ ସମସ୍ତ ରାଶି ଉପରେ ଏହାର ପ୍ରଭାବ କିଛି ନା କିଛି ପଡିବ । ଆଜି ଆମେ ଆପଣଙ୍କୁ ଆପଣଙ୍କ ରାଶି ଅନୁସାରେ କଣ ସବୁ ପ୍ରଭାବ ପଡିବ ତାହା କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ସୂର୍ଯ୍ୟ ଙ୍କର ଏହି ପରିବର୍ତ୍ତନ ଯୋଗୁଁ କେଉଁ ରାଶି ଉପରେ କେଉଁ ପ୍ରଭାବ ସବୁ ପଡ଼ିବାକୁ ଯାଉଛି ।

ପ୍ରଥମେ ବିଛା ରାଶି । ବିଛା ରାଶି ଙ୍କର ଏହି ଗୋଚର ରେ ଗଭୀର ପ୍ରଭାଵ ପକାଇବାର ଅଛି । ଏହି ସମୟରେ ଆପଣଙ୍କୁ ସରକାରୀ କାର୍ଯ୍ୟ ରେ ପ୍ରବଳ ଉନ୍ନତି ମିଳିବାର ସମ୍ଭାବନା ଦେଖାଯାଇଛି । ଏହା ଛଡା ଆପଣଙ୍କ ବ୍ୟବହାର ଓ ଉର୍ଜା ରେ ବହୁତ ପରିବର୍ତ୍ତନ ଦେଖାଯିବ ।

ଦ୍ଵିତୀୟ ରେ ବୃଷ ରାଶି । ବୃଷ ରାଶି ସୂର୍ଯ୍ୟ ଆପଣଙ୍କ ରାଶି ରେ ବାରତମ ଋପେ ଚଳପ୍ରଚଳ କରିବେ । ଯାହାଫଳରେ ଆପଣଙ୍କ ର ବିଦେଶ ଯାତ୍ରା କରିବାର ଯୋଗ ରହିଛି । ଏବଂ ଯେଉଁ ରାଶି ପ୍ରଥମ ରୁ ହିଁ ବିଦେଶ ଯାତ୍ରା ର ଯୋଗ ରହିଛି ସେମାନେ ନିଜ ଭବିଷ୍ୟତ ରେ ବହୁତ ଉନ୍ନତି କରିବେ । ସ୍ୱାସ୍ଥ୍ୟ ଦୃଷ୍ଟି ରୁ ଗୋଚର ଆପଣଙ୍କୁ ସାବଧାନ ରହିବାକୁ ସଂକେତ ଦେଉଛି । ଏଥିପାଇଁ ନିଜ ଖାଦ୍ୟ ପେୟ ଉପରେ ଵିଶେଷ ଧ୍ୟାନ ଦେବା ଆବଶ୍ୟକତା ରହିଛି ।।

ତୃତୀୟ ମିଥୁନ ରାଶି । ମିଥୁନ ରାଶି ଙ୍କର ଗୋଚର ବିଷୟରେ ଜାଣିବା ସୂର୍ଯ୍ୟ ଆପଣଙ୍କ ରାଶି ରେ ଏଗାର ତମ ସ୍ଥାନ ରେ ରହିଛି । ଏହି ସମୟରେ ଆପଣଙ୍କ ଆୟ ରେ ବୃଦ୍ଧି ହୋଇପାରେ । ତା ସହିତ ଆପଣଙ୍କ ର ସମାଜ ରେ ଖ୍ୟାତି ବଢିବ ।

ତା ପରେ ରହିଛି କର୍କଟ ରାଶି । ଯଦି ଆପଣଙ୍କ ରାଶି ରେ ସୂର୍ଯ୍ୟ ଙ୍କ ଗୋଚର ଅବଲୋକନ କରାଯାଏ ତେବେ ସୂର୍ଯ୍ୟ ଆପଣଙ୍କ ରାଶିରେ ଦଶମତମ ସ୍ଥାନ ରେ ଗୋଚର କରିବେ । ଯେଉଁ କାରଣ ରୁ ଆପଣଙ୍କୁ ଏହାର ଶୁଭ ଫଳ ମିଳିବ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ପଦ ବୃଦ୍ଧି ହୋଇପାରେ ।

ପଞ୍ଚମ ରହିଛି ସିଂହ ରାଶି । ସୂର୍ଯ୍ୟ ଆପଣଙ୍କ ରାଶି ରେ ଚଳପ୍ରଚଳ କରୁଛନ୍ତି ଯାହାଫଳରେ ସମାଜ ରେ ଆପଣଙ୍କ ମାନ ସମ୍ମାନ ବୃଦ୍ଧି ହେବ। ଭାଗ୍ୟ ର ଅନୁମତି ମିଳିବାରୁ ଜୀବନ ଆପଣଙ୍କର ସୁନ୍ଦର ମୟ ହୋଇଯିବ । ଦୂର ଯାତ୍ରା ଆପଣଙ୍କ ପାଇଁ ଲାଭଦାୟକ ରହିବ । ସମାଜ ରେ ନିଜର ସକ୍ରିୟତା ବଢାଇବା ପାଇଁ ଆପଣ ବହୁତ ଦାନ ଧର୍ମ ମଧ୍ୟ କରିବେ ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *