ନିଜର ରିଲ ଲାଇଫ ଭଉଣୀଙ୍କୁ ହିଁ ପ୍ରେମ କରି ବସିଲେ TV ଇଣ୍ଡଷ୍ଟ୍ରି ର ଏହି 4 ଜଣ ଷ୍ଟାର

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କିଛି ଏଭଳି କଳାକାର ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ଟିଭି ସିରିଏଲ ରେ ଭାଇ ଭଉଣୀ ଭୂମିକା ରେ ଅଭିନୟ କରୁଥିବା ବେଳେ ରିଅଲ ଲାଇଫ ରେ ପରସ୍ପର ଙ୍କୁ ଭଲ ପାଆନ୍ତି। ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ବଲିଉଡ ଇଣ୍ଡଷ୍ଟ୍ରୀ ଭଳି ବର୍ତ୍ତମାନ ସମୟରେ ଟିଭି ସିରିଏଲ ଇଣ୍ଡଷ୍ଟ୍ରୀ ମଧ୍ୟ ଚର୍ଚ୍ଚା ରେ ରହିଛି। ଟିଭି ସିରିଏଲ ଇଣ୍ଡଷ୍ଟ୍ରୀ ର କେତେକ ପ୍ରସିଦ୍ଧ କଳାକାର ବଲିଉଡ ଇଣ୍ଡଷ୍ଟ୍ରୀ ର କଳାକାର ମାନଙ୍କ ଠାରୁ ମଧ୍ୟ ନିଜ ସିରିଏଲ ରେ ଅଧିକ ଚାର୍ଜ ନେଉଛନ୍ତି।

ବଲିଉଡ ଇଣ୍ଡଷ୍ଟ୍ରୀ ଭଳି ଟିଭି ସିରିଏଲ ଇଣ୍ଡଷ୍ଟ୍ରୀ ର କଳାକାର ଙ୍କ ଲଭ ଆଫେୟାର ସମ୍ବନ୍ଧରେ ପ୍ରାୟ ସମୟ ଚର୍ଚ୍ଚା ରେ ଆସିଥାଏ। ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ଟିଭି ସିରିଏଲ ଇଣ୍ଡଷ୍ଟ୍ରୀ ର ସେହି ପ୍ରସିଦ୍ଧ କଳାକାର ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ସିରିଏଲ ରେ ଭାଇ ଏବଂ ଭଉଣୀ ଙ୍କ ଭୂମିକା ରେ ଅଭିନୟ କରୁଥିବା ବେଳେ ରିଅଲ ଲାଇଫ ରେ ପରସ୍ପର ଙ୍କ ସହିତ ରିଲେସନ ରେ ରହିଛନ୍ତି। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ବନ୍ଧୁଗଣ ପ୍ରଥମ ଯୋଡି ଟି ହେଉଛି ଅଭିନେତ୍ରୀ ଦିବାଙ୍ଗନା ସୂର୍ଯ୍ୟବଂଶୀ’ ଏବଂ ଅଭିନେତା ‘ସିବିନ ନାରଙ୍ଗ’। ବନ୍ଧୁଗଣ ଏହି ଦୁଇ ଯୋଡି ଟିଭି ସିରିଏଲ ‘ବୀର କି ଅରଦାସ ବୀରା’ ରେ ଭାଇ ଏବଂ ଭଉଣୀ ଭୂମିକା ରେ ଅଭିନୟ କରିଥିଲେ। ଦିବାଙ୍ଗନା ଏହି ସିରିଏଲ ରେ ମୂଖ୍ୟ ଭୂମିକା ‘ବୀରା’ ର ଅଭିନୟ କରିଥିଲେ ଏବଂ ସିବିନ ତାଙ୍କ ଭାଇର ଭୂମିକା ରେ ଅଭିନୟ କରିଥିଲେ।ଏହି ଦୁଇ ଯୋଡି ବର୍ତ୍ତମାନ ରିଅଲ ଲାଇଫରେ ପରସ୍ପରକୁ ଡେଟ କରୁଛନ୍ତି। ଦିବାଙ୍ଗନା ଙ୍କୁ ଗୋବିନ୍ଦା ଙ୍କ ସହ ଫିଲ୍ମ ‘ରଙ୍ଗିଲା ରାଜା’ ରେ ମଧ୍ୟ ଦେଖିବାକୁ ମିଳିଥିଲା।

୨. ବନ୍ଧୁଗଣ ଦ୍ଵିତୀୟ ଯୋଡ଼ିଟି ହେଉଛି, ଅଭିନେତ୍ରୀ ‘ରିୟା ଶର୍ମା’ ଏବଂ ଅଭିନେତା ‘ମୟଙ୍କ ବର୍ମା’। ଟିଭି ସିରିଏଲ ‘ତୁ ସୁରଜ ମେ ସାଂଜ ପିୟାଜୀ’ ରେ ରିୟା ଏବଂ ମୟଙ୍କ ପରସ୍ପର ଭାଇ ଏବଂ ଭଉଣୀ ଙ୍କ ଭୂମିକା ରେ ଅଭିନୟ କରିଥିଲେ। ଏହି ଦୁଇ ଯୋଡିଙ୍କୁ ସୁଟିଂ ସେଟ ରେ ପରସ୍ପର ଙ୍କ ସହ ଏକାଠି ସମୟ ବିତାଇବାଇ ଦେଖିବାକୁ ମିଳିଥିଲା ଏବଂ ବିଭିନ୍ନ ପାର୍ଟିରେ ମଧ୍ୟ ଉଭୟ ଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଦୁହେଁ ପରସ୍ପରକୁ ରିଅଲ ଲାଇଫରେ ଡେଟ କରୁଛନ୍ତି।

୩. ବନ୍ଧୁଗଣ ତୃତୀୟ ଯୋଡି ଟି ହେଉଛି, ‘ରୋହନ ମେହେରା’ ଏବଂ ‘କାଞ୍ଚି ସିଂ’। ଷ୍ଟାର ପ୍ଲସ ରେ ପ୍ରସାରିତ ପପୁଳାର ଟିଭି ସିରିଏଲ ‘ୟେ ରିସ୍ତା କ୍ୟା କେହଲାତା’ ରେ ଏହି ଦୁଇ ଯୋଡି ପରସ୍ପର ଭାଇ ଏବଂ ଭଉଣୀ ଙ୍କ ଭୂମିକା ରେ ଅଭିନୟ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଏହି ଯୋଡି ଙ୍କୁ ରିଅଲ ଲାଇଫ ରେ ପରସ୍ପର ଙ୍କ ସହିତ ଡେଟ କରିବାର ଦେଖିବାକୁ ମିଳିଥିଲା। ଯେଉଁ କାରଣ ରୁ ଏହି ଯୋଡ଼ି ଙ୍କୁ ସିରିଏଲ ରୁ ବାହାର କରିଦିଆ ଯାଇଥିଲା।

୪. ବନ୍ଧୁଗଣ ଚତୁର୍ଥ ଯୋଡି ଟି ହେଉଛି, ଅଭିନେତ୍ରୀ ‘ଅଦିତି ଭାଟିଆ’ ଏବଂ ଅଭିନେତା ‘ଅଭିଷେକ ବର୍ମା’। ଏହି ଦୁଇ ଯୋଡି ଟିଭି ସିରିଏଲ ‘ୟେ ହେ ମୋହବତେ’ ରେ ରୁହି ଏବଂ ଆଦିତ୍ୟ ଙ୍କ ଚରିତ୍ରରେ ଭାଇ ଏବଂ ଭଉଣୀ ଙ୍କ ଭୂମିକା ରେ ଅଭିନୟ କରିଥିଲେ। କିନ୍ତୁ ରିଅଲ ଲାଇଫ ରେ ଏହି ଯୋଡି ସିରିଏଲ ରେ କାମ କରିବା ସହ ପରସ୍ପରକୁ ଡେଟ କରୁଛନ୍ତି।

ତେବେ ଫ୍ରେଣ୍ଡ୍ସ ଆପଣଙ୍କୁ କେଉଁ ଯୋଡିଟି ଅଧିକ ପସନ୍ଦ ଆସିଲା ଆମକୁ ସୋମମେଣ୍ଟ କରନ୍ତୁ ଓ ଆଗକୁ ଟିଭି ଦୁନିଆର ସବୁ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *