8 ବର୍ଷର କୁନି ଝିଅ ପେଟରେ କିପରି ପଶିଲା 2 ଟି ସାପ, ଝିଅଟି କାନ୍ଦି କାନ୍ଦି କଣ କହିଲା ଦେଖନ୍ତୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ୮ ବର୍ଷର କୁନି ଝିଅ ପେଟରେ ରହିଛି ୨ ସାପ ! ଯାହାକୁ ନେଇ ଘର ପରିବାର ଲୋକେ ହୋଇଲେ ଆଶ୍ଚର୍ଯ୍ୟ ! ତେବେ ସୂଚନା ମୁତାବିକ ବିହାରର ଏକ ଗ୍ରାମରେ ଏପରି କିଛି ଖବର ଶୁଣିବାକୁ ମିଳୁଛି । ଯେଉଁଠାରେ ୮ ବର୍ଷର ଝିଅଟିର ପେଟ ଦରଜ ହେବାରୁ ଓ ପେଟରେ କଣ ଏକ ଚାଳିବାରୁ ତାକୁ ଯନ୍ତ୍ରଣା ଅନୁଭୂତ ହେଉଥିଲା । ତେବେ ଏହିପରି  ବହୁ ଦିନ ଧରି ଲଗାତାର ଦେହରେ ଯନ୍ତ୍ରଣା ଲାଗି ରହିବାରୁ ପିଲାଟି ନିଜର ଘର ଲୋକଙ୍କୁ ଜଣାଇଥିଲା ।

ତାପରେ ପିଲାଟିକୁ ଘର ଲୋକେ ଡାକ୍ତରଖାନାକୁ ଚିକିତ୍ସା କରିବା ପାଇଁ ନେଇଯାଇଥିଲେ । ତେବେ ଚିକିତ୍ସା କରାଯାଇ ପିଲାଟି ପେଟରେ ୨ ଟି ସାପ ରହିଛି ବୋଲି ସେଠାକାର ଡାକ୍ତର ସୂଚନା ଦେଇଥିଲେ । ଯାହାକୁ ନେଇ ଅସୁସ୍ଥ ଥିବା ୮ ବର୍ଷର ପିଲାଟି ଓ ତା’ ପରିବାର ସଂପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ପିଲାଟି ଶରୀର ମଧ୍ୟକୁ କିପରି ଭାବେ ମଧ୍ୟ ପ୍ରବେଶ କରିପାରିବ ଏହାକୁ ନେଇ ସୃଷ୍ଟି ହୋଇଛି ଏକ ପ୍ରଶ୍ନବାଚୀ ?

ତେବେ ସତରେ କଣ ୨ ଟି ସାପ ପେଟ ମଧ୍ୟକୁ ପ୍ରବେଶ କରି ପିଲାଟିର ସ୍ଵାସ୍ଥବସ୍ତା ଖରାପ କରି ଦେଉଛି । ତେବେ ଏହି ଖବର ଶୁଣିଲା ପରେ ସ୍ଥାନୀୟ ଗ୍ରାମବାସୀ ମଧ୍ୟ ଆଶ୍ଚର୍ଯ୍ୟ ଘେରକୁ ଚାଲି ଆସିଛନ୍ତି । ତେବେ ଅସୁସ୍ଥ ଥିବା ବାପା ଓ ମାଆ କହିଛନ୍ତି । ଆମ ପାଖରେ ତ ଯଥେଷ୍ଟ ଆର୍ଥିକ ସମ୍ବଳ ମଧ୍ୟ ନାହିଁ ।

ପିଲାଟି ପେଟରେ ସତରେ ସାପ ରହିଛି କି ନାହିଁ । ତାହାକୁ ପରୀକ୍ଷା କରି ସଠିକ ଭାବରେ ଚିକିତ୍ସା କରିବା ପାଇଁ ଆମେ ବଡ ଡାକ୍ତରଖାନାକୁ ମଧ୍ୟ ଯାଇ ପାରୁନାହୁଁ । ତେଣୁ ଡାକ୍ତର ଅଲ୍ଟ୍ରାସାଉଣ୍ଡ କରି ଝିଅଟି ପେଟରେ ସାପ ଅଛନ୍ତି ବୋଲି ତ କହିଛନ୍ତି । ତେଣୁ ଆମେ ଡାକ୍ତରଙ୍କ କଥାକୁ ମାନି ନେଇ ପିଲାଟି ପେଟରେ ସାପ ରହିଛି ବୋଲି ଭାବୁଛୁ । ଯଦି ସତରେ ପେଟ ମଧ୍ୟରେ ସାପ ରହିଥାନ୍ତା ।

ତେବେ ଗତ ରାଖୀ ପୂର୍ଣ୍ଣିମା ପର ଠାରୁ ଆଜି ପର୍ଯ୍ୟନ୍ତ କଣ ପିଲାଟି ଜୀବିତ ଅବସ୍ତା ରହିଥାନ୍ତା । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, ଶେୟାର କରନ୍ତୁ । ଏହା ସହିତ କଣ ଏତେ ଦିନ ପର୍ଯ୍ୟନ୍ତ ଜଣେ ଜୀବିତ ପିଲାର ପେଟ ମଧ୍ୟରେ ସାପ ରହିପାରିବ ଆପଣଙ୍କର କମେଣ୍ଟ ଦ୍ଵାରା ଜଣାନ୍ତୁ ।  ଧନ୍ୟବାଦ

Leave a Reply

Your email address will not be published. Required fields are marked *