ପୋଲିସର ପ୍ରଶ୍ନ ବାଣରେ ଝାଳ-ନାଳ Humane Sagar, କହିଦେଲେ ସବୁ ସତ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପୋଲିସର ନିର୍ଦ୍ଧେଶ ପରେ ଏବେ ଥାନାର ଦ୍ଵାରସ୍ଥ ହ୍ୟୁମାନ ସାଗରଙ୍କୁ ହେବାକୁ ପଡିଲା । ହଁ ବନ୍ଧୁଗଣ ଓଡିଶାର ଘରେ ଘରେ ନିଜ କଣ୍ଠ ପାଇଁ ନିଜର ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିବା କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ଏବେ ଥାନାର ନିର୍ଦ୍ଧେଶ ପରେ ମହିଳା ଥାନାରେ ଯାଇ ପହଞ୍ଚିଲେ । ତେବେ ସୂଚନା ମୁତତାକ ହ୍ୟୁମାନ ଗତ କିଛି ଧରି ତାଙ୍କ ସ୍ତ୍ରୀ ଓ ପିଲାଙ୍କୁ ବହୁତ ଅଣଦେଖା କରୁଛନ୍ତି । କଥା କଥାରେ ସ୍ତ୍ରୀ ଉପରେ ରାଗି ଯାଇ ସ୍ତ୍ରୀଙ୍କୁ ମାରିବାକୁ ମଧ୍ୟ ପଛାଉ ନାହାନ୍ତି ହ୍ୟୁମାନ ।

ତେବେ ନିଜର ମଧୁର କଣ୍ଠ ପାଇଁ ସମସ୍ତଙ୍କ ହୃଦୟରେ ରାଜ୍ କରୁଥିବା ସିଙ୍ଗର ହ୍ୟୁମାନ ସାଗର । ନିଜ ସ୍ତ୍ରୀ ଶ୍ରୀୟା ପାଇଁ ଏତେ କଠୋର ହୃଦୟ ହୋଇଯାଉଛନ୍ତି କାହିଁକି ? କଣ ରହିଛି ଏହା ପଛର କାରଣ ? ତେବେ ଏହି କଥାର ତନାଘନା କରାଯାଇ ହ୍ୟୁମାନ ଓ ଶ୍ରୀୟାଙ୍କର ଦାମ୍ପତ୍ୟ ଜୀବନରେ ଉଠିଥିବା ଝଡର ସମାଧାନ କରିବା ପାଇଁ ହ୍ୟୁମାନଙ୍କର ପତ୍ନୀ ଥାନାରେ ଅଭିଯୋଗ କରିଥିଲେ ।

ତେବେ ଏହି କଥାର ବିଚାର ପାଇଁ କଣ୍ଠଶିଳ୍ପୀ ହ୍ୟୁମାନଙ୍କୁ ଆଜି ମହିଳା ଥାନାରେ ହାଜର ହେବା ପାଇଁ ପଡିଥିଲା । ତେବେ ସେଠାରେ ତାଙ୍କ ସ୍ତ୍ରୀ ଶ୍ରୀୟା ମଧ୍ୟ ଉପସ୍ଥିତ ଥିଲେ । ତେବେ ଉଭୟଙ୍କ ଠାରୁ ଉଭୟଙ୍କର ମତ ଠିକ ଭାବରେ ଜାଣି କେଶକୁ ଠିକ ଭାବରେ କାଉନସିଲିଙ୍ଗ କରିବା ପାଇଁ ଉଭୟଙ୍କୁ ଥାନା ଜୀବ ପାଇଁ ପଡିଥିଲା । ତେବେ ହ୍ୟୁମାନଙ୍କୁ ଗୋଟିଏ ପରେ ଗୋଟିଏ ପ୍ରଶ୍ନ ମଧ୍ୟ ପଚରା ଯାଇଥିଲା ।

ଯାହା ଦ୍ଵାରା ହ୍ୟୁମାନଙ୍କର ସ୍ତ୍ରୀ ଶ୍ରୀୟା କରିଥିବା ଅଭିଯୋଗର ଆଧାରରେ ହ୍ୟୁମାନଙ୍କର ମତ ଏଠାରେ ପଚାରି ବୁଝା ଯାଇଥିଲା । ଯାହା ଦ୍ଵାରା ଯଦି ସମ୍ଭବ ହୁଏ । ତେବେ ଉଭୟଙ୍କର ସଠିକ ନିଜସ୍ୱ ମତ ଜାଣି କରି ପାରିବାରିକ ସମସ୍ଯାର ଠିକ ଭାବରେ ସମାଧାନର ବାଟ କଢାଯିବାର ବ୍ୟବସ୍ତା କରାଯିବ । ତେବେ ନିଜର ସ୍ଵର ପାଇଁ ହ୍ୟୁମାନ ସାଗର ବହୁ ଲୋକପ୍ରିୟତା ହାସଲ କରି ନିଜ କ୍ଯାରିଅରରେ ବହୁ ସଫଳତା ମଧ୍ୟ ହାସଲ କରିପାରିଛନ୍ତି ।

ତେବେ ତାଙ୍କର ଓ ତାଙ୍କ ଧର୍ମପତ୍ନୀଙ୍କ ମଧ୍ୟରେ ଉଠିଥିବା ପାରିବାରିକ କଳହ ପଛର କାରଣ କଣ ହୋଇପାରେ ? ତାହା ତ ନିଶ୍ଚୟ ଭାବରେ ଆଗାମୀ ସମୟରେ ହ୍ୟୁମାନ ଓ ତାଙ୍କ ସ୍ତ୍ରୀ ଶ୍ରୀୟାଙ୍କର ଏହି ପ୍ରସଙ୍ଗ ଉପରେ ନିଜସ୍ୱ ପ୍ରତିକ୍ରିୟା କହିଲା ପରେ ହିଁ ଜଣାପଡିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍ ଓ କମେଣ୍ଟ  କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *