ପୋଲିସ ବାଲାଙ୍କର epari ହରକତ ଦେଖିଲେ ଆପଣଙ୍କ ରକ୍ତ ଗରମ ହେଇଯିବ, ଦେଖନ୍ତୁ ଏହି Video 

ବନ୍ଧୁଗଣ ଦେଶର ଆନ୍ତର୍ଜାତୀୟ ବ୍ୟବସ୍ଥା ଠାରୁ ଆରମ୍ଭ କରି ସମାଜ ସୁରକ୍ଷା ପୋଲିସ ହାତରେ ଅଛି । ପୋଲିସ ମାନଙ୍କ ପାଇଁ ଆମେ ରାସ୍ତାରେ ବିନା କୌଣସି ଚିନ୍ତାରେ ବୁଲିଥାଉ ଓ ଘରେ ମଧ୍ୟ ସୋଇ ଥାଉ । ହେଲେ ଅପବାଦ ସମସ୍ତ ସ୍ଥାନରେ ରହିଛି ମାତ୍ର କିଛି ଖରାପ ପୋଲିସ ପାଇଁ ପୋଲିସ ଡିପାର୍ଟମେଣ୍ଟକୁ ଲଜ୍ଜିତ ହେବାକୁ ପଡିଥାଏ । ଏହି ପୋଲିସ ମାନେ ନିଜ ଇଜ୍ଜତ ତଳେ ପକାଇବା ସହ ସାଧାରଣ ମଣିଷ ମାନଙ୍କୁ ହଇରାଣ କରିଥାନ୍ତି ।

ଆଜି ଆମେ ଆପଣ ମାନଙ୍କୁ କିଛି ଏଭଳି ପୋଲିସ ବାବୁ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ନିଜ ସ୍ଵାର୍ଥ ପାଇଁ ପୋଲିସ ଡିପାର୍ଟମେଣ୍ଟକୁ ବଦନାମ କରିଛନ୍ତି । ଏହି ପୋଲିସ ବାବୁ ମାନଙ୍କ କଳା କାର୍ଣ୍ଣମା କ୍ୟାମେରାରେ ରେକର୍ଡ ହୋଇଛି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ୨୦୧୯ରେ ଝାଡ଼ଖଣ୍ଡରେ ଏକ ପୋଲିସ କର୍ମୀ ନି-ଶା ସେବନ କରି ନିଜ ନିୟନ୍ତ୍ରଣ ହରାଇ ବସିଥିଲା । ଏହି ପୋଲିସ ଜଣକ ଏତେ ନି-ଶା ସେବନ କରିଥିଲେ ଯେ, ତାଙ୍କୁ ଜଣା ବି ପଡୁ ନଥିଲା ତାଙ୍କ ଫାଣ୍ଟ ଖସି ଯାଇଛି । ଏହି ପୋଲିସର ଏଭଳି ହରକତ ଦେଖି ସାଧାରଣ ଜନତା ମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

୨. ହରିୟଣାର ରୋହତକ ଜିଲ୍ଲାରେ ଏକ ଆସିଷ୍ଟାନ୍ତ ସବ ଇନ୍ସପେକ୍ଟରଙ୍କୁ ବାବା ସାହେବ ଭୀମ ରାଓ ଆମ୍ବେଦକରଙ୍କ ମୂର୍ତ୍ତି ସୁରକ୍ଷା ପାଇଁ କୁହାଯାଇଥିଲା । ହେଲେ କିଛି ଦିନ ମଧ୍ୟରେ ଏହି ପୋଲିସ ବାବୁ ଜଣକ ଏକ ନିଶାଖୋର ଲୋକ ସହ ମିଶି ନି-ଶା ସେବନ କରୁଥିବାର ଦେଖିବାକୁ ମିଳିଲା । ଯାହା ସହ ବସି ସେ ନି-ଶା ସେବନ କରୁଥିଲେ ସେହି ବ୍ୟକ୍ତି ତାଙ୍କୁ ଗୋଇଠା ମଧ୍ୟ ମାରିଥିଲା ।

୩. ଜୁଲାଇ ୨୦୧୯ରେ ସୁମିତ ଓ ନି-ଶା କ୍ଳାସ ନେବା ପାଇଁ ଯାଉଥିଲେ । ରାସ୍ତାରେ ତାଙ୍କୁ ଦିଲ୍ଲୀ ପୋଲିସ ଅଟକାଇ ଥିଲା ହେଲେ ତାଙ୍କ ପାଖରେ ଗାଡି କାଗଜ ପତ୍ର ନଥିଲା । ପୋଲିସ ସୁମିତଙ୍କ ଗାଡି ଜବତ କରିଦେଲା ସୁମିତ ଚାଲାଣ କାଟିବା ପାଇଁ ମଧ୍ୟ ରେଡି ଥିଲେ ହେଲେ ପୋଲିସ ମନ ଇଛା କାମ କରିଲା ।

୪. ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ଭିଡିଓରେ ଜଣେ ଅଭଦ୍ର ପୋଲିସ ଅଛନ୍ତି ଯିଏ ରାସ୍ତାରେ ଯାଉଥିବା ମହିଳା ମାନଙ୍କୁ ଅଶ୍ଳୀଳ ଆଚରଣ କରୁଥିବାର ନଜର ଆସୁଛନ୍ତି । କିଛି ଝିଅ ଏହା ବିଷୟରେ ଜାଣି ପାରୁଛନ୍ତି ହେଲେ ପୋଲିସ ହେତୁ କିଛି କହୁ ନାହାନ୍ତି ।

୫. ଉତ୍ତର ପ୍ରଦେଶରେ ଜଣେ ମହିଳା କିଛି ପାରିବାରିକ ବିବାଦ ମାମଲା ପାଇଁ ଥାନା ଯାଇଥିଲେ । ଯାହାଫଳରେ ପୋଲିସ ମହିଳାଙ୍କ ବାପାଙ୍କୁ ଥାନା ଆଣି ଏତେ ମାରିଲେ ଯେ ତାଙ୍କ ବାପା ପ୍ରାଣ ହରାଇ ଥିଲେ । ଏହା ପରେ ମହିଳା ପୋଲିସ ବିରୋଧରେ ଗମ୍ଭୀର ଆରୋପ ଲଗାଇ ଥିଲେ ।

Leave a Reply

Your email address will not be published. Required fields are marked *