ପୋଲିସ ବାଲାଙ୍କ ଏମିତି ଲଜ୍ୟା ଜନକ କାମ ଦେଖିଲେ ଆପଣଙ୍କ ରକ୍ତ ଗରମ ହେଇଯିବ, ଦେଖନ୍ତୁ ଏହି Video 

ବନ୍ଧୁଗଣ ଏହି ସମାଜର ସୁରକ୍ଷା ପାଇଁ ପୋଲିସ ମାନଙ୍କୁ ସରକାର ନିଯୁକ୍ତ କରିଛନ୍ତି । ହେଲେ ବେଳେବେଳେ କିଛି ପୋଲିସ ବାଲାଙ୍କ ପାଇଁ ପୁରା ପୋଲିସ ଡିପାର୍ଟମେଣ୍ଟ ଲଜ୍ଜିତ ହୋଇଥାଏ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କିଛି ପୋଲିସ ବାଲାଙ୍କ କଳା କାର୍ଣ୍ଣମାର ଭିଡିଓ ବିଷୟରେ କହିବାକୁ ଯାଉଛୁ । ଏହି ପୋଲିସ ମାନଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ଆମ ଲିଷ୍ଟର ପ୍ରଥମ ଭିଡିଓରେ ଜଣେ ପୋଲିସ କର୍ମୀ ଏକ ଟ୍ରକ ଡ୍ରାଇଭର ଠାରୁ ଲାଞ୍ଚ ନେଉଛି ଆଉ ସେହି ସମୟରେ ଦୂରରେ ଥିବା ଜଣେ ଯୁବକ ଏହାର ଭିଡିଓ ନେଇ ଯାଉଛି । ଏହା ପରେ ବନ୍ଧୁଗଣ ପୋଲିସ ବାଲା ଜଣକ କାନ୍ଦି କାନ୍ଦି ଭିଡିଓ ଡିଲେଟ କରିବା ପାଇଁ ଯୁବକକୁ କହୁଛି । ଏଭଳି ଲଜ୍ୟା ଜନକ କାମ କରିବ କାହିଁକି ପୁଣି ପଛରେ କାନ୍ଦିବ କାହିଁକି ।

୨. ବନ୍ଧୁଗଣ ପୋଲିସ ଚୋରକୁ ଧରିଥାଏ ହେଲେ ଯଦି ପୋଲିସ ଚୋରୀ କରିବ ତା ହେଲେ ଆପଣ କଣ କରିବେ । ଆମ ଦ୍ଵିତୀୟ ଭିଡିଓରେ ଉତ୍ତର ପ୍ରଦେଶର ଜଣେ ପୋଲିସ ଜବରନ ଗାଡିର ଲକ୍ ଭାଙ୍ଗି ଚୋରୀ କରୁଥିବାର ନଜର ଆସୁଛି । ଏଭଳି ଲଜ୍ୟା ଜନକ ଘଟଣା ଉପରେ ଆପଣ ମାନଙ୍କର ମତ କଣ ।

୩. ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ଭିଡିଓରେ ଉତ୍ତର ପ୍ରଦେଶର ଉମେଶ ତ୍ରିପାଠୀ ନାମକ ସବ-ଇନ୍ସପେକ୍ଟର କିଛି ଏପରି ଭାଷଣ ଦେଉଛନ୍ତି ଯାହା ଶୁଣିଲେ ଆପଣ ନିଜ ମୁଣ୍ଡ ଧରି ବସିବେ । ସେ କହୁଛନ୍ତି ପୋଲିସ ଠାରୁ ଆଉ କୌଣସି ବିଭାଗ ଭଲ ନୁହେଁ । ପୋଲିସ ବାଲା ଯଦି ପଇସା ନେବେ ତା ହେଲେ ସେ ଆପଣଙ୍କ କାମ ନିଶ୍ଚୟ କରିବେ ହେଲେ ଆଉ କୌଣସି ବିଭାଗ ପଇସା ନେଲା ପରେ ବି କାମ କରନ୍ତି ନାହିଁ ।

୪. ବନ୍ଧୁଗଣ ଯେତେବେଳେ ଆପଣ ବିନା ହେଲମେଟରେ ଗାଡି ଚଳାଇ ଥାନ୍ତି ବା ଗୋଟେ ବାଇକରେ ତିନି ଜଣ ବସି ଗାଡିରେ ଯାଇ ଥାନ୍ତି ତା ହେଲେ ଆପଣଙ୍କୁ ଚାଲାଣ ପୋଲିସ ନିଶ୍ଚୟ କାଟି ଥାଏ । ହେଲେ ଆମ ଲିଷ୍ଟର ଚତୁର୍ଥ ଭିଡିଓରେ ତିନି ଜଣ ପୋଲିସ ଗୋଟିଏ ବାଇକରେ ବିନା ହେଲମେଟରେ ଯାଉଛନ୍ତି ।

୫. ବନ୍ଧୁଗଣ ଆମ ଲିଷ୍ଟର ଶେଷ ଭିଡିଓରେ ଜଣେ ପୁରୁଷ ପୋଲିସ କର୍ମୀ ଆଉ ଜଣେ ମହିଳା ପୋଲିସ କର୍ମୀ ଥାନା ଭିତରେ ରୋମାନ୍ସ କରୁଥିବାର ନଜର ଆସୁଛନ୍ତି । ପୁରୁଷ ପୋଲିସ କର୍ମୀ ଜଣକ ସୋଇଥିବା ବେଳେ ହଠାତ ଉଠି ମହିଳା ସହ ରୋମାନ୍ସ କରୁଛନ୍ତି ହେଲେ ମହିଳା ତାଙ୍କୁ ରୋକୁ ଛନ୍ତି । ଏଭଳି ଲଜ୍ୟା ଜନକ ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *