ଆମେ Kiss କାହିଁକି କରିଥାଉ ? କିସ କରିବା ଦ୍ଵାରା ଶରୀରରେ କଣ ହୋଇଥାଏ ? ଜାଣିଲେ ଚମକି ପଡିବେ ଆପଣ…

ବନ୍ଧୁଗଣ ଆପଣ ମାନେ ନିଜ ଜୀବନରେ କେବେ ନା କେବେ କାହାକୁ ନିଶ୍ଚୟ ଚୁମ୍ବନ ବା କିସ କରିଥିବେ । କିସିଙ୍ଗ ଆମ ସାଧାରଣ ରୋମାଣ୍ଟିକ ଜୀବନର ଏକ ଅଂଶ ଅଟେ । ଯଦି ଏହା ବିଷୟରେ ଚିନ୍ତା କରାଯାଏ ତା ହେଲେ ଅନ୍ୟ କାହାକୁ ଏଭଳି ଛୁଇଁବା ବହୁତ ଅଜବ ଲାଗିଥାଏ । କିସ କରିବା ବେଳେ ପାଟିର ଲାଲ ଏକ୍ସଚେଞ୍ଜ ହେବାର ବି ସମ୍ଭାବନା ଥାଏ । ବନ୍ଧୁଗଣ କିସିଙ୍ଗ ଆମ କଲଚରର ଅଂଶ କେମିତି ହେଲା ଏହା ହେଉଛି ଏକ ବଡ ପ୍ରଶ୍ନ ।

ବନ୍ଧୁଗଣ କିସିଙ୍ଗ ଦୁଇଟି ମୁଖ୍ୟ କଥା ପ୍ରଚଳିତ ଅଛି ପ୍ରଥମଟି ହେଉଛି ଏହା ନାଚୁରାଲ ନୁହେଁ ଏହା ମଣିଷ ବାହାର କରିଛି । ଦ୍ଵିତୀୟଟି ହେଉଛି କିଛି ଲୋକଙ୍କ ମତରେ କିସିଙ୍ଗ ନାଚୁରାଲ ଅଟେ ଆଉ ଏହା କରିବା ଦ୍ଵାରା ଆମ ମୁଡ ରୋମାଣ୍ଟିକ ହୋଇଥାଏ । ଆମ ଭାରତୀୟ ସଭ୍ୟତାକୁ ଦେଖିଲେ ଆଗରୁ କିସ ପ୍ରଥା ରହି ଆସିଛି । ଏମିତିରେ 60 କଲଚର ଭିତରୁ 40 ପ୍ରତିଶତ ଲୋକ କେବଳ ପ୍ରେମ କରିବା ପାଇଁ କିସ କରିଥାନ୍ତି ।

କୁହାଯାଏ ଭାରତରୁ ହିଁ କିସର ପ୍ରଥା ଆଗକୁ ବଢିଛି । ବନ୍ଧୁଗଣ କେବଳ ମଣିଷ ନୁହେଁ ଅନ୍ୟ ପ୍ରଜାତି ମାନେ ବି କିସ କରନ୍ତି । ଅଧିକାଂଶ ପକ୍ଷୀ ନିଜ ଛୁଆ ମାନଙ୍କୁ ମୁହଁରୁ ଖାଦ୍ୟ ଖୁଆଇ ଥାନ୍ତି । କେବଳ ପକ୍ଷୀ ନୁହେଁ ମାଙ୍କଡ ଓ ଚିମ୍ପାଜି ମାନେ ବି କିସ କରନ୍ତି । ଆଗ କାଳରେ ମା ନିଜ ଛୁଆକୁ ଦୁଗ୍ଧପାନ କରାଉ ଥିଲା । ଛୁଆ କେବଳ ଦୁଗ୍ଧ ପିଉ ଥିଲା ତାହା ନୁହେଁ ଯେହେତୁ ଛୁଆର ଦାନ୍ତ ଉଠି ନଥିଲା ତେଣୁ ମା କିଛି ଖାଦ୍ୟ ନିଜ ପାଟିରେ ଚୋବାଇ ଛୁଆକୁ ଖୁଆଉ ଥିଲା ।

ରିସର୍ଚ ମୁତାବକ ଛୁଆ ମାନଙ୍କୁ ସୁରକ୍ଷିତ ଅନୁଭବ କରେଇବା ପାଇଁ ବି ସେମାନଙ୍କୁ ଚୁମ୍ବନ କରାଯାଏ । ଏହା ସହିତ କିସ ପ୍ରେମ ବଢାଇବା ପାଇଁ ବି କରାଯାଏ । ହଁ ଏହା ସତ ଯେ କିସ କରିବା ବେଳେ ଆପଣ 8 କୋଟି ବ୍ୟାକ୍ଟେରିଆ ଏକ୍ସଚେଞ୍ଜ କରିଥାନ୍ତି । ଏହା ସହିତ ଆମେ ଯେତେବେଳେ କିସ କରିଥାଉ ସେତେବେଳେ ଆମକୁ ଲାଗିଥାଏ ଆମେ ଯାହାକୁ କିସ କରୁଛି ସେ କଣ ଏକ ସୁସ୍ଥ ବ୍ୟକ୍ତି ତାର ରୋଗପ୍ରତିଷେଧକ ଶକ୍ତି ଠିକ ଅଛି । ଏହି ସବୁ ଧାରଣା ଆମ ମନ ଭିତରେ ଆସିଥା ।

କିସ କରିବା ବେଳେ ଆମ ମସ୍ତିସ୍କରେ ହରମୋନ ରିଲିଜ ହୋଇଥାଏ । ବୈଜ୍ଞାନିକ ମାନଙ୍କ ମନରେ କିସ କରିବା ଦ୍ଵାରା ଶରୀରର ରୋଗ ପ୍ରତିଷେଧକ ଶକ୍ତି ମଝବୁତ ହୋଇଥାଏ । କିସ କରିବା ଦ୍ଵାରା ମେଟାବାଲିଜମ ବି ବଢିଥାଏ । ବନ୍ଧୁଗଣ କିସ କରିବା ଦ୍ଵାରା ଲୋକ ମାନଙ୍କ ମୁଡ ରୋମାଣ୍ଟିକ ହୋଇଥାଏ ତେଣୁ କିସ କରିବାରେ କୌଣସି ସମସ୍ୟା ନାହିଁ । କିସ ଦେହ ପାଇଁ ଲାଭଦାୟକ ଅଟେ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *