ପୋଷ୍ଟ ଅଫିସର ଏହି ଦମଦାର ସ୍କିମରେ ଆପଣ ହୋଇଯିବେ ଲକ୍ଷପତି… ମାତ୍ର ୧୦ ହଜାର ଦେଲେ ମିଳିବ ୧୬ ଲକ୍ଷ, ଜାଣନ୍ତୁ କିପରି ?

ବନ୍ଧୁଗଣ ଏବେ ପୋଷ୍ଟ ଅଫିସର ଜବରଦସ୍ତ ସ୍କିମ ସାମ୍ନାକୁ ଆସିଛି ଏହି ସ୍କିମ ବିଷୟରେ ଜାଣିଲେ ଆପଣ ମାନେ ବହୁତ ଖୁସି ହେବେ ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ସ୍କିମ ବିଷୟରେ କହିବାକୁ ଯାଉଛୁ । ପୋଷ୍ଟ ଅଫିସର ଏହି ସ୍କିମ ହିସାବରେ ଆପଣ ୧୯ ହଜାର ଟଙ୍କା ନିବେଶ କରିଲେ ପାଇବେ ୧୬ ଲକ୍ଷ ଟଙ୍କା । ଆପଣ ମାନଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏମିତି ଜାଗାରେ ଟଙ୍କା ବିନିଯୋଗ କରିବା ଉଚିତ ଯେଉଁଠି ଟଙ୍କା ସୁରକ୍ଷିତ ରହିବା ସହ ଆପଣଙ୍କୁ ଭଲ ରିଟର୍ନ ମିଳୁଥିବ ।

ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ସ୍କିମ ବିଷୟରେ କହିବାକୁ ଯାଉଛୁ ସେଥିରେ ଟଙ୍କା ସୁରକ୍ଷିତ ରହିବା ସହ ଆପଣଙ୍କୁ ରିଟର୍ନ ମଧ୍ୟ ଭଲ ମିଳିବ । ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ପୋଷ୍ଟ ଅଫିସର ରିକରିଙ୍ଗ ଡିପୋଜିଟ ବିଷୟରେ । ତେବେ ଆସନ୍ତୁ ଜାଣିବା କେମିତି କରିବେ ପୋଷ୍ଟ ଅଫିସ ଆରଡି ନିବେଶ । ପୋଷ୍ଟ ଅଫିସ ଆରଡି ଡିପୋଜିଟ ଭଲ ସୁଧ ଦେବା ସହିତ ଛୋଟ କିସ୍ତି ଜମା କରିବାର ଏକ ସରକାରୀ ଗେରେଣ୍ଟି ଯୋଜନା । 

ଏଥି ପାଇଁ ଆପଣ ମାନେ ୧୦୦ ଟଙ୍କା ଭଳି ଛୋଟ ରାସୀରୁ ନିବେଶ କରିପାରିବେ । ନିବେଶର ଅଧିକତମ ଲିମିଟ ନାହିଁ । ଆପଣ ମାନେ ଯେତେ ଚାହିଁବେ ସେତେ ଟଙ୍କା ଏଥିରେ ନିବେଶ କରିପାରିବେ । ଏହି ସ୍କିମ ପାଇଁ ଆକାଉଣ୍ଟ ୫ ବର୍ଷ ପାଇଁ ଖୋଲା ଯାଇଥାଏ । କିନ୍ତୁ ପୋଷ୍ଟ ଅଫିସ ୬, ମାସ, ୧ ବର୍ଷ, ୨ ବର୍ଷ ଓ ୩ ବର୍ଷ ପାଇଁ ରିକରିଙ୍ଗ ଡିପୋଜିଟ ଆକାଉଣ୍ଟ ସୁବିଧା ଦେଇଥାଏ । 


ଏଥିରେ ଜମା ଟଙ୍କା ପାଇଁ ସୁଧର ହିସାବ ୩ ମାସ ମଧ୍ୟରେ ହୋଇଥାଏ । ପ୍ରତି ତିନି ମାସ ଶେଷରେ ଆପଣଙ୍କ ଆକାଉଣ୍ଟରେ ଯୋଡି ଦିଆଯାଏ । ରିକରିଙ୍ଗ ଡିପୋଜିଟ ସ୍କିମରେ ୫.୮ ପ୍ରତିଶତ ସୁଧ ମିଳିବ । ଯଦି ଆପଣ ଏହି ସ୍କିମ ଅନୁଯାଇ ପ୍ରତି ମାସରେ ୧୦ ହଜାର ଟଙ୍କା ୧୦ ବର୍ଷ ପର୍ଯ୍ୟନ୍ତ ନିବେଶ କରୁଛନ୍ତି ତା ହେଲେ ଆପଣଙ୍କୁ ୧୦ ବର୍ଷ ପରେ ୫.୮ ପ୍ରତିଶତ ସୁଧ ଦର ଉପରେ ୧୬ ଲକ୍ଷ ଟଙ୍କାରୁ ବି ଅଧିକ ରାଶି ମିଳିବ ।

ହେଲେ କିଛି ଜରୁରୀ କଥା ମନେ ରଖନ୍ତୁ । ଖାତାରେ ଆପଣଙ୍କୁ ରେଗୁଲାର ଟଙ୍କା ଜମା କରିବାକୁ ପଡିଥାଏ । ଯଦି ଆପଣ ଖାତାରେ ଟଙ୍କା ଜମା କରିବେ ନାହିଁ ତା ହେଲେ ଆପଣଙ୍କୁ ପ୍ରତିମାସ  ମାସରେ ୧ ପ୍ରତିଶତ ଜୋରିମାନା ଦେବାକୁ ହେବ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ସ୍କିମଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *