ସୁଇସାଇଡ଼ ନୋଟ ଲେଖି ନାହାନ୍ତି ମାନବ ପ୍ରେମୀ ଆଦିତ୍ୟ ଦାସ, ପୋଲିସ ହାତରେ ଲାଗିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ବର୍ତ୍ତମାନ ହିଁ ଆଦିତ୍ୟ ଦାସଙ୍କ କେସକୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଲୋକମାନଙ୍କ ସାହାର୍ଯ୍ୟ ନିମନ୍ତେ କାର୍ଯ୍ୟ କରୁଥିବା ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ମାମଲାକୁ ନେଇ ପୋଲିସ ନିଜର ଯାଞ୍ଚ ଜାରି ରଖିଛି । କହିବାକୁ ଗଲେ ଆଦିତ୍ୟ ଦାସଙ୍କ କେସକୁ ନେଇ ସବୁଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଯାହାକି ଏହି ମାମଲାକୁ ଏକ ନୂଆ ମୋଢ ଦେଉଛି ।

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ଆଦିତ୍ୟ ଦାସଙ୍କ ମୃତ୍ୟୁ ପରେ ତାଙ୍କର ଏକ ସୁସାଇଡ ନୋଟ ମିଳିଥିଲା ଓ ସେହି ସୁସାଇଡ ନୋଟକୁ ବି ପୋଲିସ ଯାଞ୍ଚ କରିଥିଲା । ଏହି ସୁସାଇଡ ନୋଟର ସତ୍ୟତା ବର୍ତ୍ତମାନ ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଉଛି ।

କହିବାକୁ ଗଲେ ଏହି ସୁସାଇଡ ନୋଟକୁ ଆଦିତ୍ୟ ଦାସ ନୁହନ୍ତି ଅଥବା ତାଙ୍କର ପତ୍ନୀ ବିଦ୍ୟାଶ୍ରୀ ଲେଖିଥିଲେ । କହିବାକୁ ଗଲେ ଆଦିତ୍ୟ ଦାସଙ୍କ ମୃତ୍ୟୁକୁ ଆଜି ୧୩ ଦିନ ହୋଇ ଯାଇଛି । କିନ୍ତୁ ତାଙ୍କର ମୃତ୍ୟୁର ରହସ୍ୟରୁ ପରଦା ଉଠି ପାରିଲା ନାହିଁ ଆଜି ପର୍ଯ୍ୟନ୍ତ । ଜିଆରପି ପୋଲିସ ଏହି କେସ ବହୁତ ଗମ୍ଭୀରତାର ସହ ଯାଞ୍ଚ କରୁଛି ଓ ସବୁଦିନ କିଛି ନୂଆ ତଥ୍ୟ ସାମ୍ନାକୁ ଆସୁଛି ।

ଆପଣଙ୍କୁ କହିଦେଉଛୁ କି ଜିଆରପି ପୋଲିସ ଏହି ମାମଲା ସହ ସଂଯୋଗ ଥିବା ତାଙ୍କର ପତ୍ନୀ ବିଦ୍ୟାଶ୍ରୀ, ବନ୍ଧୁ ପାପୁ, ବିକାସ, ପ୍ରୀତମ ସମସ୍ତଙ୍କୁ ଜେରା କରିସାରିଛି । ଏହା ପରେ ଜିଆରପି ପୋଲିସ ଆଦିତ୍ୟ ଦାସଙ୍କ ଘର ପାଖରେ ଥିବା ଲୋକମାନଙ୍କ ଠାରୁ ବି କିଛି ସୂଚନା ହାସଲ କରୁଛି । ଆପଣଙ୍କୁ କହିଦେଉଛୁ କି ଗତ ଶୁକ୍ରବାର ଦିନ ସନ୍ଧ୍ୟା ୭ ରୁ ବିଦ୍ୟାଶ୍ରୀଙ୍କୁ ଜିଆରପି ପୋଲସି ଜେରା କରିଥିଲା । ଜିଆରପି ପୋଲିସର ଦୁଇ ବରିଷ୍ଠ ଅଧିକାରୀ ବିଦ୍ୟାଶ୍ରୀଙ୍କୁ ବିଭିନ୍ନ ପ୍ରକାରର ପ୍ରଶ୍ନ କରିଥିଲା ।

ମିଳିଥିବା ଡାଏରୀ, ଆଦିତ୍ୟଙ୍କ ନାମରେ ଭାଇରାଲ ହେଉଥିବା କଳ ରେକର୍ଡ ଇତ୍ୟାଦି ବିଷୟରେରେ ଜାଣିବା ନିମନ୍ତେ ବିଦ୍ୟାଶ୍ରୀଙ୍କୁ ଦୁଇ ପୋଲସି ଅଧିକାରୀ ନାନ ପ୍ରକାରର ପ୍ରଶ୍ନ କରିଥିଲେ । ଏହା ଶାୟତ ବିଦ୍ୟାଶ୍ରୀଙ୍କ ବାପଘରର ଲୋକମାନଙ୍କୁ ପୋଲିସ ଜେରା କରିଛି । ଏହା ପରେ ଜିଆରପି ପୋଲିସ ଜାଣିବାକୁ ପାଇଲା କି ମିଳିଥିବା ସୁସାଇଡ ନୋଟର ପ୍ରଥମ ଦୁଇ ପୃଷ୍ଠା ଆଦିତ୍ୟ ଲେଖି ଥିବା ବେଳେ ଶେଷ ଦୁଇ ପୃଷ୍ଠା ବିଦ୍ୟାଶ୍ରୀ ଲେଖିଥିଲେ ।

କହିବାକୁ ଗଲେ ପୋଲିସ ଏହି ମାମଲାର ସତ୍ୟାତା ଜାଣିବା ମାମଲା ସହ ଜଡିତ ସମସ୍ତ ବ୍ୟକ୍ତି ସହ ଜେରା କରୁଛି । ଆଶା କରୁଛୁ କି ଜଲ୍ଦି ହିଁ ଏହି ମାମଲାର ସମଧାନ ହୋଇ ଯାଉ ଓ ଉଚିତ ଅପରାଧୀକୁ ଦଣ୍ଡ ମିଳିବ ।

Leave a Reply

Your email address will not be published. Required fields are marked *