ଭୁଲ ସେ ମଧ୍ୟ ଖାଇବେ ନାହିଁ ଏହି ପରି ରୁଟି, ଆପଣଙ୍କ ପରିବାର ସହ ବହୁତ ଖରାପ ହୋଇପାରେ

ବାହାର ଖାଦ୍ଯରୁ ଘର ଖାଦ୍ଯ ଆମ ଶରୀର ପାଇଁ ବହୁତ ଭଲ ହୋଇଥାଏ । ହେଲେ ବହୁତ ଲୋକ ବାହାରର ଖାଦ୍ଯକୁ ଖାଇବା ପାଇଁ ପସନ୍ଦ କରିଥାନ୍ତି । ସ୍ଵାଦିଷ୍ଟ ଖାଦ୍ଯ ସମସ୍ତଙ୍କୁ ଭଲ ଲାଗିଥାଏ । ଏହି ଖାଦ୍ଯ ଉପରେ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ତଥ୍ୟ ଦେବୁ ଯାହା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ପିଲା ବେଲାରୁ ଆଜି ପର୍ଯ୍ୟନ୍ତ ରୁଟି ଖାଉଥିବେ । ହେଲେ ଆଜି ଆମେ ଏପରି କିଛି ରୁଟି ବିଷୟରେ କହିବୁ, ଯାହାକୁ ଖାଇବା ପରେ ଆପଣଙ୍କ ଜୀବନ ପ୍ରତି ବିପଦ ଆସିପାରେ । ତେଣୁ ଭୁଲ ସେ ମଧ୍ୟ ସେହି ରୁଟିକୁ ଖାଇବେ ନାହିଁ । ତେବେ ଆସନ୍ତୁ ଜାଣିବା ଏହି ରୁଟି ବିଷୟରେ ।


ଭୁଲ ସେ ମଧ୍ୟ କେବେବି ୩ ଟି ରୁଟିକୁ ଏକା ସହ ପରସିବେ ନାହିଁ । ଏହାକୁ ଅଶୁଭ ମାନି ଥାନ୍ତି । ବହୁତ ଲୋକ ୨ ରୁ ୩ ଟି ରୋଟି ଖାଇଥାନ୍ତି । ହେଲେ ବନ୍ଧୁଗଣ ଯଦି ଆପଣ ସେମାନଙ୍କୁ ୩ ଟି ରୋଟି ଦେବାକୁ ଚାହୁଁଛନ୍ତି, ତେବେ ପ୍ରଥମେ ୨ ଟି ରୁଟି ଦିଅନ୍ତୁ ଶେଷ ରୁଟିକୁ ଦୁଇଫାଳ କରି ଦେଇ ଦିଅନ୍ତୁ । ଆପଣ ମାନଙ୍କ ମନରେ ମଧ୍ୟ ଏହାର କାରଣ ଜାଣିବା ପାଇଁ ଇଛା ଥିବ । ତେବେ ଆସନ୍ତୁ ଜାଣିବା ଏହାର ପ୍ରକୃତ କାରଣ ।


ହିନ୍ଦୁ ମାନ୍ୟତା ଅନୁସାରେ ସଂଖ୍ୟା ୩କୁ ବହୁତ ଅଶୁଭ ମାନି ଥାନ୍ତି । ହିନ୍ଦୁ ଧର୍ମରେ କୌଣସି ଶୁଭ କାର୍ଯ୍ୟ କରିବା ସମୟରେ ଏହି ସଂଖ୍ୟା ପାଇଁ ଖାସ ଧ୍ୟାନ ରଖାଯାଇଥାଏ । ହିନ୍ଦୁ ଧର୍ମର କୌଣସି ଧାର୍ମିକ କାର୍ଯ୍ୟରେ ୩ ଟି ବସ୍ତୁକୁ ଏକା ସହ ରଖାଯାଇ ନଥାଏ । ଏହା ସହିତ ହିନ୍ଦୁ ଧର୍ମ ଅନୁସାରେ କୌଣସି ଲୋକ ପାଇଁ ତିନୋଟି ରୁଟି ପରସିବାକୁ ମୃତକଙ୍କ ଖାଦ୍ଯ ପରଶିବା ସହ ସମାନ କୁହାଯାଇଛି । ଏହା ଛଡା ତିନୋଟି ରୁଟି ପରଶିବା ଦ୍ଵାରା ରୁଟି ଖାଉଥିବା ଲୋକ ମନରେ ଅନ୍ୟ ମାନଙ୍କ ପ୍ରତି ବାଦବିବାଦ, କ୍ରୋଧ ଓ ହିଂସା ସୃଷ୍ଟି ହୋଇଥାଏ ।


କେବେ ବି ଭୁଲ ରେ ବାସି ରୁଟି ଖାଆନ୍ତୁ ନାହିଁ । ସୂଚନା ଅନୁସାରେ ଜଣା ପଡିଛି ବାସି ରୁଟି ଖାଇବା ଦ୍ଵାରା ବହୁତ ଲୋକଙ୍କ ଜୀବନ ଯାଇ ସାରିଛି । ବାସି ରୁଟି ଖାଇବା ପୂର୍ବରୁ ଭଲ ଭାବରେ ଚେକ କରି ନିଅନ୍ତୁ । ଯଦି ରୁଟି ଛିଣ୍ଡାଇବା ସମୟରେ ରୁଟି ଟାଣ ହୋଇଯାଇଛି ଦେଖିବେ, ତା ହେଲେ ଜାଣିବେ ସେହି ରୁଟି ଟି ସଂପୂର୍ଣ୍ଣ ରୂପରେ ବିଷରେ ପରିଣତ ହୋଇଯାଇଛି । ତେଣୁ ବୁଲ ରେ ମଧ୍ୟ ସେହି ରୁଟିକୁ ଖାଇବେ ନାହିଁ । ସେହି ରୁଟିକୁ ଖାଇବା ଦ୍ଵାରା ଆପଣଙ୍କ ଜୀବନ ଯାଇପାରେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *