‘ଆତ୍ମହତ୍ୟା କୁ ନେଇ କିଛି ତଥ୍ୟ ମିଳିଛି, ତାଙ୍କର କାହା ସହିତ ଝଗଡା…’ ଦେଖନ୍ତୁ Rai Mohan ଙ୍କ ମୃତ୍ୟୁ ମାମଲାରେ କଣ କହିଲେ ଏହି ପୋଲିସ ଅଧିକାରୀ, ଦେଖନ୍ତୁ Video

ବନ୍ଧୁଗଣ, ବହୁଚର୍ଚ୍ଚିତ ଅଭିନେତା ରାଇମୋହନ ଙ୍କ ଆ-ତ୍ମ-ହ-ତ୍ୟା ସମ୍ବନ୍ଧରେ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ । ହଠାତ ସେ ଏହିଭଳି ପଦକ୍ଷପା କେଉଁ କାରଣ ପାଇଁ ନେଲେ ତାହାକୁ ନେଇ ଚର୍ଚ୍ଚା ଜୋରଦାର । କାରଣ ସେ ଜଣେ ଏଭଳି ଅଭିନେତା ଥିଲେ ଯାହାଙ୍କ ପରଲୋକ ଓଡିଆ ଇଣ୍ଡଷ୍ଟ୍ରୀ ପାଇଁ ବହୁତ ବଡ ଅପୂରଣୀୟ କ୍ଷତି ସଦୃଶ । ଏହି ସମ୍ବନ୍ଧରେ ପୋଲିସ ସୂଚନା ଦେଇଛନ୍ତି ଯେ ରାଇମୋହନ ଙ୍କର ଆ-ତ୍ମ-ହ-ତ୍ୟା ଘଟଣାରେ ଗୋଟିଏ କେସ ରେଜିଷ୍ଟେସନ ହେଇଛି ବର୍ତ୍ତମାନ । ଏବଂ ଏହି ବାବଦରେ ବର୍ତ୍ତମାନ ଇନକ୍ୟୁୟାରୀ ଚାଲିଛି ।

ପ୍ରଥମ ଦିନ ତାଙ୍କର ପୋଷ୍ଟମର୍ଟମ ସରିଲା ପରେ ତାଙ୍କର ମୃତଦେହକୁ ପରିବାରକୁ ହସ୍ତାନ୍ତର କରିଦିଆଯାଇଅଛି । ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ପୋଷ୍ଟମର୍ଟନ ରିପୋର୍ଟ ଆସିନାହିଁ । ଯଦି ଏହା ଆ-ତ୍ମ-ହ-ତ୍ୟା ବୋଲି ସ୍ପଷ୍ଟ ହୋଇଅଛି । ବର୍ତ୍ତମାନ ଏ ନେଇ ତଦନ୍ତ ର ଶେଷ ନିଷ୍ପତ୍ତି ରେ ପହଞ୍ଚି ହେବ ନାହିଁ । ବରଂ ବର୍ତ୍ତମାନ ପ୍ରତିଟି ଜିନିଷ କୁ ତଦନ୍ତ କରାଯିବ ।

ପରିବାରର ଯେଉଁ ଅଭିଯୋଗ ରହିଅଛି, ଏବଂ ପରିବାର ଲୋକେ ଯାହାମଧ୍ୟ ଚାହିଁବେ । ତାହାର ଆଧାରରେ ନିଶ୍ଚିତ ତଦନ୍ତ କରାଯିବ । ମୃ-ତ୍ୟୁ ର କାରଣ ଜାଣିବା ନିମନ୍ତେ ବର୍ତ୍ତମାନ ପରିବାର ଲୋକେ ଚାହିଁଞ୍ଚନ୍ତି । ମାତ୍ର ରାଇମୋହନ ପରିଡା ଏକ ସାଧାରଣ ଚେହେରା ନୁହଁନ୍ତି । ଏଥି ନିମନ୍ତେ ରାଜ୍ୟବାସୀ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଯେ ପାରିବାରିକ ଅଶାନ୍ତି କଥା ସାମ୍ନା କୁ ଆସୁଅଛି, ଏ ବିଷୟରେ କିଛି ରହସ୍ୟ ଲୁଚି ରହିଅଛି କି ?

ମାତ୍ର ପୋଲିସ କହିଛନ୍ତି ଯେ ଏ ସମ୍ବନ୍ଧରେ ଆମ୍ଭେ କିଛି କହିବୁ ନାହିଁ । କାରଣ ଆମ୍ଭର ଆଉଟିକେ ତଦନ୍ତ ଆଗେଇବା ସହିତ କିଛି ଏଭିଡେନ୍ସ ତଥା ପୋଷ୍ଟମର୍ଟନ ରିପୋର୍ଟ ଆସିଲା ପରେ ଜଣା ପଡିବ । ପୋଲିସ ଏହା ମଧ୍ୟ କହିଛନ୍ତି ଯେ ଫାଇନାନସିଆଲ କୌଣସି ଅସୁବିଧା ତଥା ଝଗଡା କାହା ସହିତ ନଥିଲା ।

ସୁଇସାଇଡ ପୂର୍ବ ରୁ ଦୁଇ ଝିଅ ଏବଂ ପତ୍ନୀ ଙ୍କୁ GOOD BYE ବୋଲି ମେସେଜ ପଠାଇଥିଲେ । ପ୍ରତିଟି ବିଷୟ ବସ୍ତୁ କୁ ନେଇ ତଦନ୍ତ ହେଉଛି । ତେବେ ସାଧାରଣ ବ୍ୟକ୍ତି ଙ୍କର ବିୟୋଗ ହେଲେ ପୋଲିସ ଦୁଇପଟ ସାଇଡ ରୁ ତଦନ୍ତ କରୁଛନ୍ତି, ତେବେ ରାଇମୋହନ ଜଣେ ବଡ ହସ୍ତୀ ଥିଲେ ତେଣୁ ତଦନ୍ତ ଟିକିନିକି କରି ହେଉଛି ଏବଂ ରିପୋର୍ଟ ଆସି ସାରିବା ପରେ ହିଁ ଜଣା ପଡିବ ବୋଲି ପୋଲିସ କହିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *