ପୋଲିସ ବାଲା ହେବ ତ ଏମିତି ! ମହିଳାଙ୍କୁ ବଞ୍ଚେଇବା ପାଇଁ ଯାହା କଲେ ଦେଖିଲେ ଆପଣ ବି କରିବେ ସଲାମ !

ବନ୍ଧୁଗଣ ଆଜିକାଲି ଲୋକମାନେ ପୋଲିସ ନାମ ଶୁଣିଲେ ନିଜ ମନରେ ଏକ ଭୁଲ ଧାରଣା ନେଇ ଆସୁଛନ୍ତି । ବନ୍ଧୁଗଣ ଆମ ସମାଜର ରକ୍ଷା ପାଇଁ ପୋଲିସ ମାନଙ୍କୁ ନିଯୁକ୍ତି କରାଯାଇଥାଏ । ଯଦି ପୋଲିସ ରହିବେ ନାହିଁ ତା ହେଲେ ସମାଜରେ ବହୁତ ଅପରାଧ ହେବ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ପୋଲିସ ବାଲାଙ୍କର କିଛି ବାହାଦୁରି ଭିଡିଓ ନେଇ ଆସିଛୁ । ଆପଣ ମାନେ ଏହି ଭିଡିଓ ଦେଖିଲେ ଆମ ଭାରତୀୟ ପୋଲିସ ଉପରେ ଗର୍ବ ଅନୁଭବ କରିବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସବୁ ଭିଡିଓ ଗୁଡିକ ବିଷୟରେ ।

୧. ଆମ ଲିଷ୍ଟର ପ୍ରଥମ ଭିଡିଓରେ ଜଣେ ଆରପିଏଫ ପୋଲିସ ଯବାନ ଏକ ବେସାହାରା ଦରିଦ୍ର ବୃଦ୍ଧାଙ୍କର ସେବା କରୁଥିବାର ନଜର ଆସୁଛନ୍ତି । ଏହି ଘଟଣାଟି ବିହାରରେ ଘଟିଛି ଓ ଏହି ପୋଲିସ ବାବୁ ଜଣକ ହେଉଛନ୍ତି ଅନୁରାଗ କୁମାର । ଅନୁରାଗଙ୍କର ଏହି କାମକୁ ଦେଖି ସମସ୍ତ ଲୋକ ତାଙ୍କର ପ୍ରଶଂସା କରିଛନ୍ତି ।

୨. ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ଭିଡିଓରେ ଦୁଇଟି ଛୋଟ ଏକ ମହିଳାଙ୍କ ବେକରୁ ସୁନା ଚୋରୀ କରି ଫେରାର ହେବାକୁ ଚେଷ୍ଟା କରୁଛନ୍ତି । ହେଲେ ଘଟଣା ସମୟରେ କେହି ଜଣେ ଏହାର ସୂଚନା ପୋଲିସକୁ ଦେଇଛି ଯାହାଫଳରେ ସଙ୍ଗେ ସଙ୍ଗେ ପୋଲିସ ଆସି ଦୁଇଜଣ ଚୋରକୁ ଧରୁଛନ୍ତି । ପୋଲିସର ଏହି ସାହସିକତା ଉପରେ ଆପଣଙ୍କର ମତ କଣ ।

୩. ବନ୍ଧୁଗଣ ଏହି ଭିଡିଓରେ ଗୁଜୁରାଟ ଏକ ଢାବାରେ ୪ ଜଣ ଅପରାଧୀ ବସି ଥିବାର ନଜର ଆସୁଛନ୍ତି । ହେଲେ ସେହି ସମୟରେ ତାଙ୍କ ସହ ଫିଲ୍ମ ସିନ୍ ହେଇଯାଉଛି । ସୂଚନା ପାଇବା ମାତ୍ରେ ସାଧାରଣ ଲୋକଙ୍କ ରୂପ ନେଇ କିଛି ପୋଲିସ ବାଲା ସେହି ଅପରାଧୀ ମାନଙ୍କୁ ଧରୁଛନ୍ତି ଯାହା ଦେଖିଲେ ଆପଣ ନିଶ୍ଚୟ ଖୁସି ହେବେ ।

୪. ବନ୍ଧୁଗଣ ହରିଦ୍ଵାରରେ ଅନେକ ଲୋକ ଯାଇ ସ୍ନାନ କରିଥାନ୍ତି । କୁହାଯାଏ ହରିଦ୍ଵାରରେ ସ୍ନାନ କରିଲେ ଜୀବନର ସମସ୍ତ ପାପ ଶେଷ ହୋଇଥାଏ । ହେଲେ ହରିଦ୍ଵାରର ଏହି ଭିଡିଓଟିକୁ ଦେଖନ୍ତୁ । ଭିଡିଓରେ ଜଣେ ଯୁବକ ପାଣିରେ ଗଧାଉ ଥିବା ବେଳେ ସ୍ରୋତରେ ବହିବାକୁ ଲାଗୁଛି ହେଲେ ସେହି ସମୟରେ ଜଣେ ପୋଲିସ କର୍ମୀ ପାଣିକୁ ଡେଇଁ ଯୁବକର ଜୀବନ ବଞ୍ଚାଉଛି ।

୫. ବନ୍ଧୁଗଣ ହରିୟଣାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଥିଲା । ଏକ କୂପରେ ଜଣେ ମହିଳା ଭୁଲ ବଶତଃ ପଡିଯାଇଥିଲା ଓ ଚିତ୍କାର କରିବାକୁ ଲାଗିଲା । ଏହା ପରେ ସ୍ଥାନୀୟ ଲୋକ ମାନେ ଦେଖି ପୋଲିସକୁ ସୂଚନା ଦେଇଥିଲେ । ବନ୍ଧୁଗଣ ଏସଆଇ ଦେବେନ୍ଦ୍ର କୁମାର ନାମକ ଜଣେ ପୋଲିସ ବାବୁ ମହିଳାଙ୍କୁ ବଞ୍ଚାଇବା ପାଇଁ ନିଜେ କୂପକୁ ଯାଇଥିଲେ ଓ ସଫଳତା ପୂର୍ବକୁ ମହିଳାଙ୍କୁ ବଞ୍ଚାଇଲେ ।

Leave a Reply

Your email address will not be published. Required fields are marked *