ଦେଖନ୍ତୁ Sambeet & Tamanna କିପରି କରୁଛନ୍ତି ଓଡିଆ ଫିଲ୍ମ Oxygen ର ଶୁଟିଙ୍ଗ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ଫିଲ୍ମ ଦେଖିଥିବେ । ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ମଧ୍ୟ ଆପଣ ମାନେ ନିଶ୍ଚୟ ଜାଣିଥିବେ । ତେବେ ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ସଫଳତା ପାଇଛନ୍ତି । ଗୋଟେ ଓଡିଆ ଫିଲ୍ମ ବନେଇବା ପାଇଁ ମେକର୍ଷ ଓ କଳାକାର ମାନେ ବହୁତ କଷ୍ଟ କରିଥାନ୍ତି ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏକ ଓଡିଆ ଫିଲ୍ମର ଶୁଟିଙ୍ଗ ସମୟର ଭିଡିଓ ବିଷୟରେ କହିବାକୁ ଯାଉଛୁ ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭାଇରାଲ ଭିଡିଓ ବିଷୟରେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଫିଲ୍ମ ବିଷୟରେ କହିବାକୁ ଯାଉଛୁ ସେହି ଓଡିଆ ଫିଲ୍ମର ନାମ ହେଉଛି ‘ଅକ୍ସିଜେନ’ ।

ଏହି ଫିଲ୍ମର ଏକ ଗୀତର ଶୁଟିଙ୍ଗ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବନ୍ଧୁଗଣ ଏହି ଫିଲ୍ମର ମୁଖ୍ୟ ଅଭିନେତା ଭୂମିକାରେ ନଜର ଆସିବେ ସମ୍ବିଦ ଆଚାର୍ଯ୍ୟ ଓ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ନଜର ଆସିବେ ତମନା । ଆପଣ ମାନେ ସମସ୍ତେ ସମ୍ବିଦ ଓ ତମନାଙ୍କ ଅନେକ ସୁପର ହିଟ ଓଡିଆ ଫିଲ୍ମ ଦେଖିଥିବେ । ତେବେ ବନ୍ଧୁଗଣ ଏହି ଫିଲ୍ମର ଏକ ଗୀତରେ ମଧ୍ୟ ସମ୍ବିଦ ଓ ତମନା ନିଜର ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି ।

ଏହି ଫିଲ୍ମର ଗୀତକୁ ସୁଧାକର ବସନ୍ତ କୋରିଓଗ୍ରାଫ କରିଛନ୍ତି । ସମ୍ବିଦ ଓ ତମନା ମଧ୍ୟ ଏହି ଫିଲ୍ମକୁ ନେଇ ଗଣମାଧ୍ୟମ ସାମ୍ନାରେ କିଛି କଥା କହିଛନ୍ତି । ତମନାଙ୍କ ମତରେ, ଏହି ଫିଲ୍ମର କାହାଣୀ ବହୁତ ଭଲ ଅଛି । ଏହି ଫିଲ୍ମଟି ଅତି ସୁନ୍ଦର ଭାବରେ ହୋଇଛି ଓ ତମନାଙ୍କ କାରିୟରରେ ଏହି ଫିଲ୍ମଟି ସବୁଠାରୁ ଭଲ ଫିଲ୍ମ । ଏହି ଫିଲ୍ମରେ ରୋମାନ୍ସ, ଡ୍ୟାନ୍ସ ଓ ଷ୍ଟୋରି ଉପରେ ଅଧିକ ଧ୍ୟାନ ଦିଆଯାଇଛି ।

ଲୋକମାନଙ୍କୁ ଏହି ଫିଲ୍ମଟି ବେସ ପସନ୍ଦ ଆସିବ ବୋଲି ତମନା କହିଛନ୍ତି । ବନ୍ଧୁଗଣ ସମ୍ବିଦ ମଧ୍ୟ ଏହି ଫିଲ୍ମ ଉପରେ ନିଜର ମନ୍ତବ୍ୟ ଦେଇଛନ୍ତି । ତା ହେଲେ ବନ୍ଧୁଗଣ ଏବେ ଏହି ଫିଲ୍ମର ଶୁଟିଙ୍ଗ ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତା ହେଲେ ଆପଣ ମାନଙ୍କୁ ଏହି ଫିଲ୍ମର ଶୁଟିଙ୍ଗ ଭିଡିଓ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *