15 ମିନିଟ ଧରି ଏକ ଧାରାରେ ପୋଖରୀରୁ ଆକାଶକୁ ଉଡିଲା ପାଣି, ବିଶ୍ଵାସ ହେଉ ନଥିଲେ ଦେଖନ୍ତୁ ଏହି ଭାଇରାଲ Video

ନମସ୍କାର ବନ୍ଧୁଗଣ ଏବେ ତ ସୋ-ସି-ଆ-ଲ ମି-ଡ଼ି-ଆ ର ଯୁଗ ଏବଂ ସମସ୍ତେ ମଧ୍ୟ ସୋ-ସି-ଆ-ଲ ମି-ଡ଼ି-ଆ- ରେ ଆକ୍ଟିଭ ମଧ୍ୟ ରହିଥାନ୍ତି । ଫେ-ସ-ବୁ-କ, ଇଂ-ଷ୍ଟା-ଗ୍ରା-ମ,ହ୍ଵା-ଟ୍ସ-ଆ-ପ, ୟୁ-ଟି-ୟୁ-ବ ଆଦି ଆପ ମାଧ୍ୟମରେ ଆପଣ ନିଜ ନିଜର ମନୋରଞ୍ଜନ କରୁଥିବେ । ତେବେ ଏହି ସୋ-ସି-ଆ-ଲ ମି-ଡ଼ି-ଆ ରେ ଅନେକ ଭି-ଡି-ଓ ଦେଖିବାକୁ ମିଳୁଛି ସେଥି ମଧ୍ୟରୁ କିଛି ଭି-ଡି-ଓ ଲୋକ ମାନଂକୁ ପସନ୍ଦ ଆସୁଛି ତେବେ ସେହି ଭି-ଡି-ଓ କୁ ସେ-ୟା-ର କରି ଭା-ଇ-ରା-ଲ କରାଯାଉଛି ।

ତେବେ ଯଦି କୌଣସି ଭି-ଡି-ଓ ଖରାପ ଥାଏ କିମ୍ବା କୌଣସି ଅଦ୍ଭୁତ ଘଟଣା ମଧ୍ୟ ଘଟୁଥାଏ କୌଣସି ଭି-ଡି-ଓ ରେ ତେବେ ତାକୁ ମଧ୍ୟ ଲୋକମାନେ ଜଣଙ୍କ ପାଖରୁ ଆଉ ଜଣଙ୍କୁ ସେ-ୟା-ର କରି ତାକୁ ମଧ୍ୟ ଭା-ଇ-ରା-ଲ କରି ଥାଆନ୍ତି । ଦେଶ ର କୌଣସି ନା କୌଣସି ସ୍ଥାନରେ କିଛି ନା କିଛି ଅଦ୍ଭୁତ ଘଟଣା ଘଟିଥାଏ ଯାହାକି କାହାର କ୍ୟାମେରା କିମ୍ବା ସିସିଟିଭି ରେ ରେକର୍ଡ ହୋଇ ଯାଇଥାଏ ।

ତେବେ ସେହି ଘଟଣା ବିଷୟରେ ଜାଣିଲେ କିମ୍ବା ଦେଖିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ଆପଣଙ୍କ ଲୋମ ମଧ୍ୟ ଟାଙ୍କୁରି ଉଠିବ । ତେବେ ସେହି ଭଳି ଏକ ଦୃଶ୍ୟ ବର୍ତ୍ତମାନ ଦେଖିବାକୁ ମିଳୁଛି ଯେଉଁଠି ଏକ ପୋଖରୀ ର ପାଣି ଅଚାନକ ଏକ ଧାରା ରେ ଆକାଶ ରେ ଉଡିବାକୁ ଲାଗିଲା । ତେବେ ଆସନ୍ତୁ ଏହି ଆଶ୍ଚର୍ଯ୍ୟ ଜନକ ଭି-ଡି-ଓ ସମ୍ପର୍କରେ ଆଲୋଚନା କରି ନେବା ।

ତେବେ ଏହି ଘଟଣା ଟି ଘଟିଛି ମଧ୍ୟପ୍ରଦେଶ ର ସିଦ୍ଧି ଜିଲ୍ଲାରେ । ତେବେ ସେଠାରେ ୪ ଟା ରୁ ୪:୩୦ ଭିତରେ ଏକ ଝଡ଼ ଆସିଥିଲା ଏବଂ ତା ପରେ ପରେ ଅଚାନକ ସେଠାରେ ଥିବା ଏକ ପୋଖରୀ ରୁ ପାଣି ଆକାଶ କୁ ଏକ ଧାର ରେ ଉଡିବାକୁ ଲାଗିଲା । ତେବେ ଯେପରି ମନେ ହେଉ ଥିଲା କି କିଛି ସମୟ ଭିତରେ ଗଭୀର ପୋଖରୀ ର ସବୁ ପାଣି ଆକାଶ ଟାଣି ନେଇଯିବ ।

ତେବେ ଏହି ଦୃଶ୍ୟ କୁ ନ ଦେଖିଲେ କେହି ବିଶ୍ୱାସ ବି କରିବେ ନାହିଁ । ତେବେ ଏହି ଦୃଶ୍ୟ କୁ ଦେଖିବା ପାଇଁ ଦୁର ଦୁରାନ୍ତ ରୁ ଲୋକମାନେ ଆସିଥିଲେ ଏବଂନିଜ ମୋବାଇଲ ରେ ଏହି ବିରଳ ଦୃଶ୍ୟ କୁ ରେକର୍ଡ କରିଥିଲେ । ତେଣୁ କିଛି ଲୋକ ଏହାକୁ ବୈଜ୍ଞାନିକ କାରଣ ଦର୍ଶାଇ ଥିବା ବେଳେ କିଛି ଲୋକ ଭଗବାନ ଙ୍କ ଲୀଳା ବୋଲି କହୁଛନ୍ତି ।

Leave a Reply

Your email address will not be published. Required fields are marked *