ମୁଣ୍ଡ ଉପରେ କାଳ ହେଇ ଏହି ବିଷଧର ନାଗୁଣୀ ପୁରା ପରିବାରକୁ ବେଘର କରିଦେଲା, ଆଉ ତା’ ପରେ କଣ ହେଲା… ଦେଖନ୍ତୁ ଏହି Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଲୋକପ୍ରିୟ ସାପ ଧରାଳି ମିର୍ଜା ଆରିଫଙ୍କୁ ବେସ ଭଲ ଭାବରେ ଜାଣିଥିବେ । ମିର୍ଜା ହେଉଛନ୍ତି ଏକ ସାପ ଧରାଳି ସେ ସମସ୍ତ ପ୍ରକାରର ସାପ ଧରନ୍ତି ଓ ସାପ ଧରିବା ସମୟରେ ଭି-ଡିଓ- କରି ସୋ-ସି-ଆ-ଲ ମି-ଡି-ଆରେ ସେ-ୟା-ର କରନ୍ତି । ମିର୍ଜା ଆରିଫଙ୍କର ବହୁତ ଅଭିଜ୍ଞାତା ରହିଛି ଓ ଲୋକମାନେ ତାଙ୍କ କାମକୁ ବହୁତ ପସନ୍ଦ ମଧ୍ୟ କରୁଛନ୍ତି । ଯଦି କୌଣସି ସ୍ଥାନରେ ସାପ ବାହାରୁଛି ତା ହେଲେ ମିର୍ଜାଙ୍କୁ ଏହାର ସୂଚନା ଦେଲେ ସେ ଯେକୌଣସି ସମୟରେ ସେହି ସ୍ଥାନରେ ପହଞ୍ଚି ସାପକୁ ଉଧାର କରନ୍ତି ।

ଗତ କିଛି ସମୟ ହେବ ମିର୍ଜାଙ୍କର ଏକ ନୂଆ ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଏକ ନାଗୁଣୀ ସାପ ଏକ ଘର ଛାତ ଉପରେ ପଶି ରହିଯାଇଥିଲା । ଯେତେବେଳେ ପରିବାର ଲୋକଙ୍କୁ ଏହା ବିଷୟରେ ଜଣା ପଡିଲା ସେତେବେଳେ ସଂପୂର୍ଣ୍ଣ ପରିବାର ସାପ ଭୟରେ ଘର ବାହାରକୁ ଚାଲି ଯାଇଥିଲେ ଓ ବହୁତ ସମୟ ପର୍ଯ୍ୟନ୍ତ କିଛି ନ ଖାଇ ଘର ବାହାରେ ରହିଥିଲେ ।

କିଛି ସମୟ ପରେ ସେମାନେ ମିର୍ଜା ଆରିଫଙ୍କୁ ଏହାର ସୂଚନା ଦେଇଥିଲେ । ସୂଚନା ପାଇବା ପରେ ମିର୍ଜା ଆରିଫ ତୁରନ୍ତ ସେହି ସ୍ଥାନରେ ପହଞ୍ଚି ଥିଲେ ଅବଶ୍ୟ ତାଙ୍କୁ ସେହି ନାଗୁଣୀ ସାପଟିକୁ ଧରିବା ପାଇଁ କିଛି ମାତ୍ରାରେ ଅସୁବିଧା ହୋଇଥିଲା । ହେଲେ ସେ ସଫଳତା ପୂର୍ବକୁ ନାଗୁଣୀଟିକୁ ଉଧାର କରିଥିଲେ । ନାଗୁଣୀ ସାପଟି ଅବଶ୍ୟ ଛୋଟ ଥିଲା କିନ୍ତୁ ବନ୍ଧୁଗଣ ଛୋଟ ସାପର ଅଧିକ ବି-ଷ ।

ସାଧାରଣତଃ ନାଗ ଓ ନାଗୁଣୀରେ ଅଧିକ ବି-ଷ ଥାଏ । ଏମାନଙ୍କ ଚୋ-ଟ-ରେ ମଣିଷ ନିଜ ପ୍ରାଣ ମଧ୍ୟ ହରାଇ ଥାଏ । ହେଲେ ମିର୍ଜା ଆରିଫ ଏହି ସବୁ ସାଫ ମାନଙ୍କୁ ଉଧାର କରି ଜଙ୍ଗଲରେ ଛାଡନ୍ତି ।

Leave a Reply

Your email address will not be published. Required fields are marked *