Punjab National Bank ଲଞ୍ଚ କଲା ସ୍ପେଶାଲ Diwali Offer, କଣ ଆପଣଙ୍କର ଏହି ବ୍ଯାଙ୍କ ରେ ଆକାଉଣ୍ଟ ଅଛି କି ? ଜଲ୍ଦି ଦେଖନ୍ତୁ ଏହି ଖବର

ବନ୍ଧୁଗଣ ଯଦି ଆପଣଙ୍କ ଆକାଉଣ୍ଟ ପଞ୍ଜାବ ନାସନାଲ ବ୍ୟାଙ୍କରେ ଅଛି ତା ହେଲେ ଆପଣ ମାନଙ୍କ ପାଇଁ ଏକ ବଡ ଖବର । ଏହି ଖବର ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଖୁସି ହେବେ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଗତ କିଛି ସମୟ ହେବ ପଞ୍ଜାବ ନାସନାଲ ବ୍ୟାଙ୍କ ସହ ଜଡିତ ଏହି ଖୁସି ଖବରଟି ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟିଛି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ବଡ ଖବର ବିଷୟରେ ।

ଯଦି ପଞ୍ଜାବ ନାସନାଲ ବ୍ୟାଙ୍କରେ ଆପଣଙ୍କ ଆକାଉଣ୍ଟ ଅଛି ତା ହେଲେ ଆପଣଙ୍କୁ ମିଳିବ ୨୦ ଲକ୍ଷ ଟଙ୍କା । ଏହି ଟଙ୍କାରେ ଆପଣ ବ୍ୟାଙ୍କ ପକ୍ଷରୁ ମିଳୁଥିବା ଅନେକ ସୁବିଧା ମଧ୍ୟ ପାଇପାରିବେ । କେବଳ ଯେଉଁ ମାନଙ୍କର ସାଲେରୀ ଆକାଉଣ୍ଟ ଏହି ବ୍ୟାଙ୍କରେ ରହିଥିବ ସେହି ମାନେ ହିନ ଏହାର ଲାଭ ପାଇବେ । ଏହା ସହ ବ୍ୟାଙ୍କ ସ୍ପର୍ଷ୍ଟ କରିଛି ଯେକୌଣସି ଚାକିରି ହେଉ ନା କାହିଁକି ହେଲେ ସାଲେରୀ ଆକାଉଣ୍ଟ ଏହି ବ୍ୟାଙ୍କରେ ରହିଥିବା ନିହାତି ଆବଶ୍ୟକ ।

ଯଦି ଆପଣଙ୍କ ସାଲେରୀ ଆକାଉଣ୍ଟ ଏହି ବ୍ୟାଙ୍କରେ ଥିବ ତା ହେଲେ ବ୍ୟାଙ୍କ ଆପଣଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କେମିତି ପାଇବେ ଆପଣ ଏହି ଟଙ୍କା ।ଆପଣ ମାନଙ୍କ ମଧ୍ୟରୁ ଅନେକ ଲୋକଙ୍କର ପଞ୍ଜାବ ନାସନାଲ ବ୍ୟାଙ୍କରେ ସାଲେରୀ ଆକାଉଣ୍ଟ ଥିବ କାହାର ଦରମା କମ ହୋଇପାରେ ବା କାହାର ସେଭିଙ୍ଗ ଆକାଉଣ୍ଟ ରହିପାରେ କିନ୍ତୁ ଏହି ସୁବିଧା ସେହି ଲୋକଙ୍କୁ ମିଳିବ ଯାହାର ସାଲେରୀ ଆକାଉଣ୍ଟ ଏହି ବ୍ୟାଙ୍କରେ ରହିଥିବ ।

 

ପଞ୍ଜାବ ନାସନାଲ ବ୍ୟାଙ୍କ ନିଜ ଗ୍ରାହକଙ୍କୁ ୨୦ ଲକ୍ଷ ଟଙ୍କା ବ୍ୟକ୍ତିଗତ ଦୁ-ର୍ଘ-ଟ-ଣା ବୀମା ପ୍ରଦାନ କରିବ ହେଲେ ଯେଉଁ ଗ୍ରାହକ ମାନଙ୍କ ଏହି ବ୍ୟାଙ୍କରେ ସାଲେରୀ ଆକାଉଣ୍ଟ ଥିବା ସେହି ମାନେ ଏହାର ଲାଭ ଉଠାଇବେ । ଏହା ସହିତ ଆପଣ ଖାତା ଖୋଲିବାରେ ଆହୁରି ଅନେକ ଫାଇଦା ପାଇପାରିବେ । ବ୍ୟାଙ୍କ ଅନୁସାରେ ଖାତାକୁ ୪ଟି ଶ୍ରେଣୀରେ ବିଭକ୍ତ କରାଯାଇଛି । ୧୦ ରୁ ୨୫ ହଜାର ମାସିକ ଦରମାକୁ ରୂପା ବର୍ଗରେ ବିଭକ୍ତ କରାଯାଇଛି ।

ସେହି ପରି ୨୫ ରୁ ୭୫ ହଜାର ମାସିକ ଦରମାକୁ ସୁନା ବର୍ଗ ଓ ୭୫ ହଜାରରୁ ୧ ଲକ୍ଷ ୫୦ ହଜାର ମାସି ଦରମାକୁ ପ୍ରିମିୟମ ବର୍ଗରେ ବିଭକ୍ତ କରାଯାଇଛି । ଏହା ସହିତ ୧ ଲକ୍ଷ ୫୦ ହଜାରରୁ ଅଧିକ ମାସିକ ଦରମାକୁ ପ୍ଲାଟିନମ ବର୍ଗରେ ବିଭକ୍ତ କରାଯାଇଛି । ତେଣୁ ଆପଣ ନିଜର ସାଲେରୀ ଆକାଉଣ୍ଟ ଏହି ବ୍ୟାଙ୍କରେ ଖୋଲିଲେ ବ୍ୟାଙ୍କ ପକ୍ଷରୁ ସମସ୍ତ ସୁବିଧା ପାଇବେ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *