ଓଡିଆ ଖେଳାଳୀ ଶୁଭ୍ରାଂଶୁଙ୍କୁ ସହି ପାରୁନାହାନ୍ତି ବିରାଟ ଆଉ ରୋହିତ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶୁଭ୍ରାଂଶୁଙ୍କ କ୍ରିକେଟ ଖେଳ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ବିରାଟ ଓ କୋହଳୀ ! ଓଡିଆ ପୁଅ ଶୁଭ୍ରାଂଶୁ କ୍ରିକେଟରେ ଦେଖାଇଲେ ନିଜର ଜଲ୍ବା ! ଯାହାକୁ ଦେଖି ସମସ୍ତେ ହେଲେ ଅବାକ ! ତେବେ ସୂଚନା ମୁତାବିକ କ୍ରିକେଟ ର ଆଗ ଧାଡିର ଜଣେ ଖେଳାଳୀ ହେଉଛନ୍ତି ଓଡିଆ ପୁଅ ଶୁଭ୍ରାଂଶୁ ସେନାପତି ! ଗୋଟିଏ ପରେ ଗୋଟିଏ ପ୍ରାକ୍ଟିସ ମ୍ଯାଚରେ ଶୁଭ୍ରାଂଶୁ ବହୁତ ଭଲ ଖେଳ ପଦର୍ଶନ କରୁଛନ୍ତି ।

ଯାହାକୁ ଦେଖି କ୍ଯାପଟେନ ମହେନ୍ଦ୍ର ଧୋନୀ ମଧ୍ୟ ଶୁଭ୍ରାଂଶୁ ସେନାପତିଙ୍କର ବହୁତ ପ୍ରଶଂଷା କରିଥିଲେ । ଏହା ସହ କ୍ରିକେଟ ଜଗତରେ ଆଗାମୀ ସମୟରେ ଶୁଭ୍ରାଂଶୁଙ୍କର ଏକ ଉଜ୍ଜଳ ଭବିଷ୍ୟତ ଅଛି ବୋଲି ମଧ୍ୟ କହିଥିଲେ । ଆଉ ଯଦି ନିଜର କ୍ରିକେଟ ଅଭ୍ଯାସ ଜାରୀ ରଖିବା ସହ ଏହିଭଳି ଭଲ ଖେଳ ଶୁଭ୍ରାଂଶୁ ପଦର୍ଶନ କରନ୍ତି । ତେବେ ଆଗାମୀ ସମୟରେ ବଡ ବଡ କ୍ରିକେଟରଙ୍କୁ ମଧ୍ୟ ଆମର ଓଡିଶା ମାଟିର ପୁଅ ତଥା ଓଡିଆ ପୁଅ ଶୁଭ୍ରାଂଶୁ ପଛରେ ପକାଇ ଦେବ ବୋଲି କଥା ଉଠିଛି ।

ଯେଉଁ କଥା ବର୍ତ୍ତମାନ ସମୟରେ ଶବଦେ ଚର୍ଚାର ବିଷୟ ପାଲଟି ଯାଇଛି । ଯୁଆଡେ ଯିବ କ୍ରିକେଟରେ ଓଡିଶାର ସୁନାମ ଶୁଭ୍ରାଂଶୁ ଚମକାଇ ବୋଲି ଆଲୋଚନା ହେଉଛି । ଏହା ସହିତ ଅଭୁ ଲୋକଙ୍କ କହିବା ଅନୁସାରେ ଯଦି ନିଜର ଅଭ୍ଯାସ ଶୁଭ୍ରାଂଶୁ ଜାରୀ ରଖିବେ । ତେବେ ବଡ ବଡ କ୍ରିକେଟର ଯେପରି ରୋହିତ ଶର୍ମା ଓ ବିରାଟ କୋହଳୀଙ୍କ ସମକକ୍ଷ ହୋଇଯିବେ ବୋଲି ଅନେକଙ୍କର ଆଶା ରହୁଛି । ତେବେ କ୍ଯାପଟେନ ମହେନ୍ଦ୍ର ସିଂହ ମଧ୍ୟ ଶୁଭ୍ରାଂଶୁଙ୍କ ଉପରେ ବହୁତ ଆଶାବାଦୀ ରହିଛନ୍ତି ।

ଯେ ଆଗାମୀ ସମୟରେ ଶୁଭ୍ରାଂଶୁ କ୍ରିକେଟ ଜଗତରେ ବହୁତ ଭଲ ପଦର୍ଶନ କରି ନିଜ ନାମରେ ଇତିହାସ ରଚିବେ । ତେବେ ଆମେ ମଧ୍ୟ ଏଠାରେ କହି ରଖିବା ପାଇଁ ଚାହିଁବୁ । ଏହା କି ଯେ ଆମ ଓଡିଶାର ପୁଅ ଶୁଭ୍ରାଂଶୁ ସେନାପତିଙ୍କୁ ବହୁତ ଶୀଘ୍ର ଭାରତୀୟ ଟିମରେ ଖେଳିବାର ସୁଯୋଗ ପ୍ରଦାନ କରାଯାଉ ।

ଏହା ସହ ଶୁଭ୍ରାଂଶୁ ସେନାପତି ଆଗାମୀ ସମୟରେ ଆମ ଓଡିଶାର ଗର୍ବ ଓ ଗୌରବକୁ ଆହୁରି ବଢାଇବାରେ ସକ୍ଷମ ହୋଇପାରନ୍ତୁ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଅଧିକରୁ ଅଧିକ ଲାଟେଷ୍ଟ ସୂଚନା ପାଇବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *