ଚର୍ଚ୍ଚାରେ ପେଟ୍ରୋଲ ଗୀତ ‘କହନା ଏ ପେଟ୍ରୋଲ କହନା…’ ମହଙ୍ଗା ପେଟ୍ରୋଲ ଦାମକୁ ନେଇ ମହିଳାଙ୍କର ମନଛୁଆଁ ଗୀତ, ଏବେ ସୋସିଆଲ ମିଡିଆରେ ହେଉଛି ଖୁବ ଭାଇରାଲ, ଦେଖନ୍ତୁ Video

ବନ୍ଧୁଗଣ କରୋନା ମହାମାରୀର ଦ୍ଵିତୀୟ ଲହର ପରଠାରୁ ଭାରତ ସରକାର ଜନତା ମାନଙ୍କୁ ଦ-ଣ୍ଡ ଦେବା ଭଳି ଜଣା ପଡୁଛି । କାରଣ ଗତ କିଛି ମାସ ହେବ ପେଟ୍ରୋଲ ଦର ୧୦୦ ଉପରେ ଛୁଇଁ ଲାଣି । ଲୋକମାନେ ଗାଡି ତ୍ୟାଗ କରି ବର୍ତ୍ତମାନ ସାଇକେଲ ଚଳାଇବାକୁ ରେଡି ହେଲେଣି । ପେଟ୍ରୋଲ ଓ ଡିଜେଲ ଦର ବନ୍ଧୁଗଣ ବହୁତ ଅଧିକ ହୋଇ ଯାଇଛି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଉପରେ ବର୍ତ୍ତମାନ ବହୁତ ଲୋକ ଆଙ୍ଗୁଠି ଉଠାଇଲେଣି ।

ଗୋଟେ ଲୋକ କାମକୁ ଯିବା ପାଇଁ ୧୦୦ ଟଙ୍କାର ଯଦି ପେଟ୍ରୋଲ ପକେଇବ ତା ହେଲେ ଖାଇବ କଣ । ବଢୁଥିବା ପେଟ୍ରୋଲ ଦରକୁ ଆଖି ଆଗରେ ରଖି ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ଏକ ଭିଡିଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେଉଥିବା ଗୀତଟି ଗାଇଛନ୍ତି ବବି ଅନୁସୟା । ଅନୁଶୟା ଗୋଟେ ପୁରୁଣା ଓଡିଆ ଗୀତର ରିମେକ କରିଛନ୍ତି ଯାହା ପେଟ୍ରୋଲ ଉପରେ ଆଧାରିତ । ପେଟ୍ରୋଲ ଦର ବଢିବାକୁ ନେଇ ଏହି ଗୀତଟି ନିଜେ ଲେଖିଛନ୍ତି ବବି ଓ ବହୁତ ସୁନ୍ଦର ଭାବରେ ଗାଇଛନ୍ତି । ଏହି ଗୀତଟିକୁ ଲୋକମାନେ ବହୁତ ଅଧିକ ପସନ୍ଦ କରୁଛନ୍ତି କାରଣ ବବି ଏହି ଗୀତରେ ଲୋକ ମାନଙ୍କ ମନର କଥା ଶୁଣାଇ ଛନ୍ତି ।

ବବି ନିଜର ଏହି ଗୀତ ପାଇଁ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ଅଛନ୍ତି ଓ ତାଙ୍କର ଏହି ଗୀତ ବହୁତ ଭା-ଇ-ରା-ଲ ହେବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ବବିଙ୍କ ଏହି ଗୀତ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *