ପିତା ବି ପରମେଶ୍ଵରଙ୍କ ଠାରୁ କିଛି କମ ନୁହଁନ୍ତି, ଦେଖନ୍ତୁ କେମିତି ଭୟଙ୍କର କୋବ୍ରା (Cobra) ଠାରୁ ବଞ୍ଚେଇ ଦେଲେ ନିଜ ପିଲାକୁ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ କି ସାପ ଏକ ଏଭଳି ପ୍ରାଣୀ ଯିଏକି କେଉଁଠି ବି ଏବଂ କେଉଁ ସମୟରେ ବି ଆସିପାରେ ଏହାର କାରଣ ଲୋକମାନେ ନିଜର ସୁବିଧା ପାଇଁ ଜଂଗଲ କୁ ନଷ୍ଟ କରି ଦେଉଛନ୍ତି ଏବଂ ନିଜର ଘର କିମ୍ବା କାରଖାନା ଆଦି ବନାଉଛନ୍ତି ତେବେ ଏହା ଦ୍ୱାରା ଜଂଗଲ ରେ ରହୁଥିବା ପଶୁ ମାନେ ବହୁତ ହ-ଇ-ରା-ଣ ମଧ୍ୟ ହେଉଛନ୍ତି ।

କାରଣ ଜଂଗଲ ଗଛ ଆଦି କା-ଟି-ବା ଦ୍ୱାରା ସେମାନେ ଏଠି ସେଠି ବୁଲନ୍ତି ଏବଂ ସହର କୁ ଆସି ଯାଆନ୍ତି କେତେବେଳେ କାହା ଘରେ ପଶି ଯାଆନ୍ତି ଏବଂ ସେମାନେ ଏହି ଜଂଗଲି ପଶୁ କିମ୍ବା ସାପ ଆଦି କୁ ଦେଖି ଭ-ୟ-ବି-ତ ହୋଇ ସେମାନଂକୁ ମା-ରି ଦିଅନ୍ତି । ତେବେ କିନ୍ତୁ ଏପରି କରିବା ବଦଳରେ ସେମାନଙ୍କୁ ଉଦ୍ଧାର କରି ଜଂଗଲ ଭିତରେ ଛାଡ଼ିଦେବା ଏବଂ ପ୍ରୟାସ କରିବା କି ଜଂଗଲ ଗଠନ କରି ପାରିବା ।

ତେବେ ଜଣଙ୍କ ଘର ଭିତରେ ଥିବା ଭ-ଙ୍ଗା ରୋଷେଇ ଘରେ ରହିଛି ଏକ ସାପ ଯାହା ଦେଖିବାକୁ ମଧ୍ୟ ବହୁତ ଭୟଙ୍କର । ତେବେ ଆସନ୍ତୁ ଜାଣିନେବା ସମ୍ପୂର୍ଣ୍ଣ ଖବର ବିଷୟ ରେ । ତେବେ ଘଟଣା ଟି ହେଉଛି ଉତ୍ତର ପ୍ରଦେଶ ର ଏକ ଗାଁ ରେ ଜଣଙ୍କ ଘରେ ଏକ ଭ-ଙ୍ଗା ରୋଷେଇ ଘର ରହିଛି ଯାହାକୁ ସେମାନେ ବ୍ୟବହାର କରୁ ନାହାନ୍ତି ତେବେ ସେହି ରୋଷେଇ ଘରେ କାଁଥ ରେ ରହିଛି ବି-ଷ-ଧ-ର କୋବ୍ରା ।

ତେବେ ଏହି କୋବ୍ରା ଟି କୁ ଘରର ଶିଶୁ ପାଖରେ ଦେଖିବାକୁ ମିଳିଥିଲା ତେବେ ସାପ ଟି ସେହି କୁନି ପିଲା ପାଖକୁ ମଧ୍ୟ ଆସୁଥିଲା କିନ୍ତୁ ଭଗବାନ ଙ୍କ କୃପା ରୁ ସେ ପିଲାଟି ବଂଚି ଯାଇଥିଲା ତେବେ ଏହା ପରେ ଘର ଲୋକ ସାପ ଉଦ୍ଧାର କାରୀ ମୁରଲୀ ବାଲେ ହୋସଲା ଆସି ସେହି ଭ-ଙ୍ଗା ରୋଷେଇ ଘରର କାଁଥ କୁ ଭା-ଙ୍ଗି ଧୀରେ ଏବଂ ସାବଧାନତା ର ସହିତ ସେହି କୋବ୍ରା ସାପ କୁ ଉଦ୍ଧାର କରିଥିଲେ । ଏହା ପରେ ତାକୁ ସୁରକ୍ଷିତ ସ୍ଥାନ ରେ ଛାଡି ଦେଇଥିଲେ ।


ଏହା ଛଡା ତାଙ୍କ କହିବା କଥା ହେଉଛି ଏହି ସାପ ଗୁଡିକ ଅନେକ ସ୍ଥାନରେ ମିଳିଥାନ୍ତି କିନ୍ତୁ କିଛି ଲୋକ ଏହାକୁ ମା-ରି ଦିଅନ୍ତି ଏବଂ କିଛି ଲୋକ ନିଜର ମାନବିକତା କୁ ଦେଖାଇ ତାକୁ ଉଦ୍ଧାର କରିବା କଥା ଭାବିଥାନ୍ତି । ତେବେ ଏହା ଛଡା ସେ କହିଛନ୍ତି କି ଆଜି ମଧ୍ୟ ଗାଁ ମାନଙ୍କ ରେ ଅ-ନ୍ଧ ବିଶ୍ୱାସ ରହିଛି କି ସାପ କା-ମୁ-ଡ଼ି-ଲେ ଝା-ଡ଼ ଫୁ-ଙ୍କା କରିବା କିନ୍ତୁ ସାପ କା-ମୁ-ଡ଼ି-ଲେ ତାକୁ ପ୍ରଥମେ ଯେପରି ବି-ଷ ଦେହ ଯାକ ନଯିବ ସେଥିପାଇଁ ସେହି କ୍ଷ-ତ ସ୍ଥାନରେ ଏକ କପଡାକୁ ଜୋରରେ ବା-ନ୍ଧି ଦେବେ ।

ପରେ ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନାକୁ ନେଇଯିବେ । ଅ-ନ୍ଧ-ବିଶ୍ୱାସର ଶି-କା-ର ହେଲେ ନିଜ ଜୀଵନ ମଧ୍ୟ ହରାଇ ପାରିବେ ତେଣୁ ଏହି କଥାର ଧ୍ୟାନ ଦେବା ଆବଶ୍ୟକ କାରଣ ଏହି ସାପର ବି-ଷ ବହୁତ ଖ-ତ-ର-ନାକ ଥାଏ । ତେଣୁ ପ୍ରଥମେ ଡାକ୍ତର ଙ୍କ ପାଖକୁ ଯିବା ହିଁ ବୁଦ୍ଧିମାନ ର କାମ । ଆଶା କରୁଛୁ ଏହି ଖବର ଟି ଆପଣ ଙ୍କୁ ପସନ୍ଦ ଆସିଥିବ ।

Leave a Reply

Your email address will not be published. Required fields are marked *