ଝିଅ ଦେଖିବା ମାତ୍ରେ ସାଇକେଲ ବାଲା ଚାଚା ଯାହା କଲେ ନା…Video ଦେଖିଲେ ଆପଣ ହସି ହସି ଗଡିଯିବେ

ବନ୍ଧୁଗଣ ଆଜିକାଲିର ଦୁନିଆରେ ପ୍ରାୟତଃ ସମସ୍ତ ମଣିଷ ଟଙ୍କା ଅର୍ଜନ କରିବା ପାଇଁ ଦିନ ରାତି କଷ୍ଟ କରୁଛନ୍ତି । ମଣିଷ ନିଜ ଜୀବନର ଏତେ ଚିନ୍ତାରେ ରହୁଛନ୍ତି ଯେ, ସେମାନେ ହସ ଭୁଲି ଯାଇଛନ୍ତି । କିନ୍ତୁ ବନ୍ଧୁଗଣ ସୋ-ସି-ଆ-ଲ ମି-ଡି-ଆରେ ଏପରି କିଛି ଭିଡିଓ ଭା-ଇ-ରା-ଲ ହେଉଛି ଯାହା ଦେଖିଲେ ଆପଣ ନିଜ ହସ ରୋକି ପାରିବେ ନାହିଁ । ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଏପରି ମଜାଦାର ଭା-ଇ-ରା-ଲ ଭିଡିଓ ନେଇ ଆସିଛୁ ଯାହା ବିଷୟରେ ଜାଣିଲେ ଆପଣ ମାନେ ବହୁତ ହସିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭା-ଇ-ରା-ଲ ଭିଡିଓ ବିଷୟରେ ।

୧. ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ଭିଡିଓଟି ହେଉଛି ଏକ ସିସିଟିଭି ଫୁଟେଜ । ଏହି ଭିଡିଓରେ ଜଣେ ଛୋଟ ଝିଅ ନିଜ ଘର ଭିତରକୁ ପଶୁଥିଲା ଓ ଷ୍ଟାଇଲରେ ନିଜ ଜୋତାକୁ ବାହାର କରୁଥିଲା ହେଲେ ଜୋତା ଯାଇ ଖାଦ୍ୟ ଥିବା ପାତ୍ରରେ ପ-ଡି-ଗଲା । ସେହି ସ୍ଥାନରେ ତା ମା ଅନ୍ୟ ମନସ୍କ ଥିଲେ ଓ ଛୁଆଟି ଅତି ଚତୁରତାର ସହ ନିଜ ଜୋତା ବାହାର କରି ସେହି ସ୍ଥାନରୁ ଗାୟବ ହେଇଗଲା ।

୨. ବନ୍ଧୁଗଣ ମାହାତ୍ମା ଗାନ୍ଧୀ ଭାରତକୁ ସ୍ଵାଧୀନତା ଦେବା ପାଇଁ ବହୁତ କଷ୍ଟ କରିଛନ୍ତି ସେଥିପାଇଁ ଆଜି ମଧ୍ୟ ସେ ଆମ ମାନଙ୍କ ମଧ୍ୟରେ ଅମର ଅଛନ୍ତି । ଗତ କିଛି ଦିନ ତଳେ ଗାନ୍ଧୀ ଜୟନ୍ତୀ ହୋଇଥିଲା ଓ ସେହି ସମୟର ଏକ ଭିଡିଓ ବର୍ତ୍ତମାନ ବହୁତ ଭା-ଇ-ରା-ଲ ହେଉଛି । ଗାନ୍ଧୀ ଜୟନ୍ତୀରେ ମହାତ୍ମା ଗାନ୍ଧୀଙ୍କ ଷ୍ଟାଚ୍ୟୁ ଆଗରେ ସବୁ ନେତା କା-ନ୍ଦି-ବାକୁ ଲାଗିଲେ । ଏଭଳି ଦେଶ ପ୍ରେମୀ ଦେଖିଲେ ଆପଣ ମାନେ ବି ନିଜ ହସ ରୋକିପାରିବେ ନାହିଁ ।

୩. ବନ୍ଧୁଗଣ ଯେତେବେଳେ ଅଧିକ ବର୍ଷା ହୁଏ ସେତେବେଳେ ରାସ୍ତା ଘାଟରେ ପାଣି ଜମା ହୋଇଯାଏ । ତେଣୁ ଲୋକମାନେ ଜାଣି ପାରନ୍ତି ନାହିଁ କେଉଁଠି ଖା-ଲ ଢିପ ଅଛି । ଗତ କିଛି ଦିନ ହେବ ଏକ ଭିଡିଓ ବହୁତ ଭା-ଇ-ରା-ଲ ହେଉଛି । ଏହି ଭିଡିଓରେ ତିନୋଟି ଯୁବକ ପାଣି ଜମା ହୋଇଥିବା ରାସ୍ତାରେ ବହୁତ ସାବଧାନତାର ସହ ଆସୁଛନ୍ତି ।

ପ୍ରଥମ ଓ ଦ୍ଵିତୀୟ ଯୁବକ ରାସ୍ତା ପାରି କରିଦେଲେ ହେଲେ ତୃତୀୟ ଯୁବକ ଅଧିକ ଚାଲାକ ଥିଲା ସେ ରାସ୍ତା ପାରି କରିବା ପାଇଁ ସିଧା ଡି-ଆଁ ମା-ରି-ଲା ଯାହା ଫଳରେ ସେ ସାମ୍ନା ବାଲା ଯୁବକକୁ ନେଇ ପଛୁଆ ପ-ଡି-ଲା ।

୪. ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ଭିଡିଓରେ ଜଣେ ସୁନ୍ଦର ଝିଅ ରାସ୍ତା ଉପରେ ସ-ର୍ଟ ଭି-ଡି-ଓ କରୁଥିଲା । ଭିଡିଓ କରୁଥିବା ସମୟରେ ଜଣେ ବ୍ୟକ୍ତି ସାଇକେଲରେ ଆସୁଥିଲେ ଓ ମହିଳାଙ୍କ ସୁନ୍ଦରତାକୁ ଦେଖିବା ଚକ୍କରରେ ସେ ରାସ୍ତା ଭୁଲିଗଲେ । ରାସ୍ତାରୁ ସାଇକେଲ ସିଧା ଫୁତପାତ ନେଇଗଲେ । ସେତିକିରେ ବି ତାଙ୍କ ମନ ଭରିଲା ନାହିଁ ସେ ଆଗକୁ ଯାଇ ନିଜ ସାଇକେଲ ରୋକି ମହିଳାଙ୍କୁ ଦେଖିବାକୁ ଲାଗିଲେ ।

Leave a Reply

Your email address will not be published. Required fields are marked *