ନୂଆ ବିଲ ହେଲା ପାସ, ଏବେ ଏହି ଜାଗାରେ ପିତା କରି ପାରିବ ଝିଅ ସହିତ ବିବାହ

ଆଜି କାଲିର ଦୁନିଆରେ ଏମିତି ଏମିତି ଖବର ସବୁ ଶୁଣିବାକୁ ମିଳୁଛି ଯାହାକୁ ଶୁଣିଲେ ଆପଣ ବିଶ୍ଵାସ ବି କରି ପାରିବେନି । ଆଜି ବି ଦୁନିଆରେ ଅନେକ ଦେଶରେ ଏମିତି କିଛି ପରମ୍ପରା ଅଛି ଯାହାକୁ ଶୁଣିଲେ ଆପଣ କହିବେ କଣ ଏମିତି ହୋଇପାରେ । କିନ୍ତୁ ଏହା ସବୁ ସତ ଅଟେ । ତ ସେଇଠି ଆଜି ଏମିତି କିଛି ଦେଶ ମଧ୍ୟ ଅଛନ୍ତି ସେଠାକାର ସରକାର ଏମିତି କିଛି ନିୟମ ବନାଇଛନ୍ତି କି ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

ଏହି ସବୁ ପରମ୍ପରା ଓ ନିୟମ ଆଳରେ ନାବାଳିକା ଝିଅମାନଙ୍କ ଉପରେ ଅତ୍ୟାଚାର ହୋଇଥାଏ । ଆଜିର ପୁରୁଷ ପ୍ରଧାନ ଦେଶରେ ଏମିତି ବହୁତ ସ୍ଥାନ ଅଛି ଯେଉଁଠି ଝିଅମାନଙ୍କ ଉପରେ ଅତ୍ୟାଚାର କରାଯାଉଛି । ଆଜି ଆମେ ଆପଣଙ୍କୁ ସେହିପରି ଏକ ନିୟମ ବିଷୟରେ କହିବାକୁ ଯାଉଛୁ ।

ଆପଣଙ୍କୁ କହି ଦେଉଛୁ କି ନିକଟରେ ଇରାନ ସଂସଦରେ ଏକ ବିଲ୍ ପାସ ହୋଇଥିଲା କି ଯିଏ ବି ଏହି ବିଲ୍ ବିଷୟରେ ଶୁଣିଲା ସେ ଆଶ୍ଚର୍ଯ୍ୟ ହୋଇଗଲା କି ଏମିତି ବି ହୋଇପାରେ । କହି ଦେଉଛୁ କି କିଛି ଦିନ ପୂର୍ବେ ଇରାନ ରେ ଏହି ବିଲ ପାସ ହେବା ପରେ ପିତା ର ଅଧିକାର ଅଛି ନିଜ ଝିଅ ସହିତ ବିବାହ କରିବା ପାଇଁ ।
ଆପଣଙ୍କୁ କହି ଦେଉଛୁ କି ଏହି ବିଲ ରେ ସ୍ପଷ୍ଟ ଭାବରେ କୁହାଯାଇଛି କି ଝିଅର ବୟସ ୧୩ ବର୍ଷରୁ ଅଧିକ ହେବା ଆବଶ୍ୟକ ଓ ସେହି ଝିଅ ପାଳିତ ଝିଅ ହୋଇଥିବା ଆବଶ୍ୟକ । ଇରାନ ରେ ୧୩ ବର୍ଷରୁ ଅଧିକ ବୟସର ପାଳିତ ଝିଅମାନଙ୍କୁ ପିତା ବିବାହ କରି ପାରିବ ।

ଏହି ବିଲ ୨୨ ସେପ୍ଟେମ୍ବର ରେ ଇରାନ ରେ ପାସ ହୋଇଥିଲା । ଯାହା ପରେ ବହୁତ ଲୋକ ଏହି ବିଲ ର ବିରୋଧ ବି କରିଥିଲେ । ଆପଣଙ୍କୁ କହି ଦେଉଛୁ କି ନିଜ ପାଳିତ କନ୍ୟା ସହିତ ବିବାହ କରିବା ଇରାନ ସଂସ୍କୃତି ର ଅଂଶ ନୁହେଁ । ଦୁନିଆର ଅନ୍ୟ ଦେଶ ମାନଙ୍କ ଭଳି ଇରାନ ରେ ବି ଅନାଚାର ହୋଇଥାଏ, କିନ୍ତୁ ଏହି ବିଲ ଇରାନ ରେ ପିଲାମାନଙ୍କ ଉପରେ ଅପରାଧର ମାମଲାକୁ ଆହୁରି ବଢାଇପାରେ । ଯଦି ପିତା ନିଜ ପାଳିତ କନ୍ୟା ସହିତ ବିବାହ କରିବ, ସମ୍ବନ୍ଧ ବନାଇବ ତେବେ ଏହା ବଳାତ୍କାର ଶ୍ରେଣୀରେ ଆସିଥାଏ ।

ଏଥିରେ ଆପଣଙ୍କ ମତାମତ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଦେଶ ବିଦେଶର ସବୁ ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *