ଏହି IPS ଅଫିସରଙ୍କ ସୁନ୍ଦରତା ଆଗରେ ଫିକା ପଡି ଯାଆନ୍ତି ବଲିଉଡର ଅଭିନେତ୍ରୀମାନେ, ଜାଣନ୍ତୁ ତାଙ୍କ ବିଷୟରେ କିଛି ଖାସ କଥା

ଆମ ଦେଶରେ ଏମିତି କିଛି ଆଇଏଏସ ଏବଂ ଆଇପିଏସ ଅଫିସର ଅଛନ୍ତି ଯେଉଁ ମାନେ ନିଜ କାମ ବ୍ଯତୀତ ନିଜ ଲୁକ୍ସ ପାଇଁ ମଧ୍ୟ ବହୁତ ଚର୍ଚାରେ ରୁହନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ପରି ଏକ ମହିଳା ଆଇପିଏସଙ୍କ ବିଷୟରେ କହିବୁ ଯିଏ ବହୁତ କଷ୍ଟ କରି ଏହି ସଫଳତା ହାସଲ କରିଛନ୍ତି ଏବଂ ତାଙ୍କ ଲୁକ୍ସ ସାମ୍ନାରେ ବଲିଉଡ ଅଭିନେତ୍ରୀ ମାନଙ୍କ ଲୁକ୍ସ ଫିକା ପଡିଯାଏ । ତେବେ ଆସନ୍ତୁ ଜାଣିବା ଏହି ମହିଳାଙ୍କ ବିଷୟରେ ।

ଆମେ ମାନେ ଆପଣ ମାନଙ୍କୁ ଯେଉଁ ଆଇପିଏସ ଅଫିସରଙ୍କ ବିଷୟରେ କହୁଛୁ ତାଙ୍କ ନାମ ହେଉଛି ଡାକ୍ତର ନବଜୋତ ସିମ୍ମି । ସେ ସିବିଲ ସର୍ଭିସେଜର ପରୀକ୍ଷାରେ ପାସ୍ ହୋଇଥିଲେ । ସେ ବହୁତ କଷ୍ଟ କରି ଏହି ସଫଳତା ହାସଲ କରିଛନ୍ତି ତାଙ୍କର ଏହି ସଫଳତା ପାଇଁ ତାଙ୍କ ପରିବାର ଲୋକ ବହୁତ ଖୁସି ଅନୁଭବ କରୁଛନ୍ତି ।


ଏହି ମହିଳା ଜଣକ ସୋସିଆଲ ମିଡିଆରେ ବହୁତ ଫେମସ ଅଛନ୍ତି । ଅଧିକାଂଶ ସମୟ ସିମ୍ମି ସୋସିଆଲ ମିଡିଆରେ ସକ୍ରିୟ ରୁହନ୍ତି ଏବଂ ତାଙ୍କ ଫ୍ୟାନ୍ସ ମାନେ ମଧ୍ୟ ତାଙ୍କର ସବୁ ଫଟୋର ବହୁତ ପ୍ରଶଂସା କରନ୍ତି । ନବଜୋତ ସିମ୍ମି ବିହାର ଫେଡରର ୨୦୧୭ ବ୍ୟାଚର ଆଇପିଏସ ଅଫିସର । ସେ ସଂପୂର୍ଣ୍ଣ ରୂପେ ପଞ୍ଜାବର ଅଧିବାସ ଅଟନ୍ତି ।


ପ୍ରାୟତଃ ଅଧିକାଂଶ ସମୟ ନବଜୋତ ସିମ୍ମି ସୋସିଆଲ ମିଡିଆରେ ନିଜର ଫଟୋ ସେୟାର କରନ୍ତି । ଏହି ଫଟୋ ଗୁଡିକୁ ତାଙ୍କ ଫ୍ୟାନ୍ସ ମାନେ ବହୁତ ପସନ୍ଦ କରନ୍ତି । ଏହି ମହିଳା ଜଣକ ଏମିତି ଏକ ଆଇପିଏସ ଅଫିସର ଅଟନ୍ତି ଯାହାଙ୍କର ସୋସିଆଲ ମିଡିଆରେ ବହୁତ ଅଧିକ ଫ୍ୟାନ୍ସ ଫଲୋଇଙ୍ଗ ରହିଛି ।

ମହିଳା ଆଇପିଏସ ଅଫିସର ନବଜୋତ ସିମ୍ମି ଏହି ବର୍ଷର ଭ୍ୟାଲେନ୍ଟାଇନ ଡେ ର ଅବସରରେ କୋଲକାତାର ଆଇଏଏସ ଅଫିସର ତୁଷାର ସିଙ୍ଘଲାଙ୍କ ସହ ପ୍ରେମ ବିବାହ କରିଥିଲେ । ଆଇଏଏସ ତୁଷାର ସିଙ୍ଘଲା ବେଙ୍ଗଲ ଫେଡରର ୨୦୧୫ ଆଇଏଏସ ଅଫିସର ଅଟନ୍ତି । ନିଜ ବିବାହ ଦିନରେ ତୁଷାର ବ୍ଲାକ କଲରର ଫରମାଲ ଡ୍ରେସରେ ବହୁତ ହ୍ୟାଣ୍ଡସମ ଦେଖାଯାଉଥିଲେ ଓ ଅନ୍ୟ ପକ୍ଷରେ ରେଡ କଲର ଶାଢୀରେ ସିମ୍ମି ବହୁତ ସୁନ୍ଦର ଓ ଆକର୍ଷିତ ଦେଖାଯାଉଥିଲେ ।

ପ୍ରଥମେ ଏମାନେ ମ୍ୟାରେଜ ରେଜିଷ୍ଟ୍ରେଶନରେ ନାମ ପଞ୍ଜୀକରଣ କରିଥିଲେ । ଏହାପରେ ସେମାନେ ମନ୍ଦିର ଯାଇ ପୂଜା ପାଠ କରିଥିଲେ । ନବଜୋତ ସିମ୍ମି ଆଇପିଏସ ଅଫିସର ହେବା ପୂର୍ବରୁ ଦନ୍ତ ଚିକିତ୍ସକ ରହିଥିଲେ । ସେ ୨୦୧୫ରେ ୟୁପିଏସସି ପରୀକ୍ଷାର ଏହି ଇଣ୍ଟଭ୍ୟୁ କୁ ପାସ୍ କରିନଥିଲେ, କିନ୍ତୁ ଏହାପରେ ସେ ହାର ମାନି ନଥିଲେ ନିଜ ଆପ୍ରାଣ କଷ୍ଟ ଓ ସଂଘର୍ଷରେ ସେ ଏକ ଯୋଗ୍ୟ ଆଇପିଏସ ଅଫିସର ହୋଇ ସଫଳତା ହାସଲ କରିଥିଲେ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *