ଜୋକ୍ସ-ଗୋଟିଏ ବିଧବା ମହିଳା ପେନସନ ଫର୍ମ ଭରିବାକୁ ଗଲା…ଅଧିକାରୀ- ତୁମ ସ୍ଵାମୀ ମରିବା କେତେ ଦିନ ହେଲାଣି ? ଆଉ ତା ପରେ…

ଆଜିକାଲିର ସମୟରେ ପ୍ରତ୍ୟେକ ମଣିଷ ଟଙ୍କା କମେଇବା ପାଇଁ ରାତି ଦିନ କଷ୍ଟ କରୁଛି । ଯାହା ଫଳରେ ସବୁବେଳେ ମଣିଷ ଚିନ୍ତା ଓ କାର୍ଯ୍ୟରେ ବ୍ୟସ୍ତ ରହୁଛି । ଯାହାଫଳରେ ଖୁସି କଣ ସେ ଭୁଲି ଯାଇଛି । ସେଥିପାଇଁ ଆଜି ଆମେ ଆପଣଙ୍କ ମନୋରଞ୍ଜନ ପାଇଁ କିଛି ଓଡିଆ ଜୋକ୍ସ ଆଣିଛୁ । ଯାହାକୁ ଆପଣ ପଢିଲେ ବହୁତ ହସିବେ । ତେବେ ଆସନ୍ତୁ ଜାଣିବା ଏହି ଓଡିଆ ଜୋକ୍ସ ବିଷୟରେ ।

ଜୋକ୍ସ ୧

ବିବାହର ପ୍ରଥମ ରାତିରେ ଯେତେବେଳେ ପତି ନିଜ ପତ୍ନୀର ଓଢଣା ଉଠେଇଲା ସେତେବେଳେ କହିଲା…

ପତି- ଆରେ ବାଃ, ତୁମ ଚେହେରା ତ ଚାନ୍ଦ ଠାରୁ ସୁନ୍ଦର । ମୁ କାହାକୁ ଧନ୍ୟବାଦ ଜଣେଇବି ।

ପତ୍ନୀ- ମେକ ଅପ ବାଲାଙ୍କୁ ।

ଜୋକ୍ସ ୨

ପତ୍ନୀ ନିଜ ପତିକୁ  କହଲା-

ପତ୍ନୀ – ରାତିରେ ତମେ ସ୍ଵପ୍ନରେ ମୋତେ ଗାଳି ଦେଉଥିଲ ଓ ମୋ ମା ବାପାଙ୍କୁ ସୋଧୁ ଥିଲ ।

ପତି କହିଲା- ମିଛ କହୁଛ ତମେ, ମୁ ସେତେବେଳେ ସୋଇ ହିଁ ନଥିଲି ।

ଜୋକ୍ସ ୩

ପତ୍ନୀ ଭୟରେ ପତିକୁ ଫୋନ କରି କହିଲା…

ପତ୍ନୀ- କେଉଁଠି ଅଛ ତମେ ?

ପତି- ଅଫିସରେ ଅଛି, କଣ ହେଲା ।

ପତ୍ନୀ-କିଛି ନାହି ମୋ ଭଉଣୀ ଫେରାର ହୋଇଯାଇଛି ଜଣଙ୍କ ସହ, ସେଥିପାଇଁ ପଚାରିଲି ।

ଜୋକ୍ସ ୪

ଖାଦ୍ଯ ଖାଇବା ସମୟରେ ପତି ନିଜ ପତ୍ନୀକୁ ଆବାଜ ଦେଲା

ପତି- ଶୁଣୁଛ ତମେ, ଏହି ଯେଉଁ ତରକାରୀ ଟା ତମେ ବନେଇଛ, ଏହାର ନାମ କଣ ?

ପତ୍ନୀ- କାହିଁକି, କଣ ପାଇଁ ପଚାରୁଛ ।

ପତି- ଆରେ ମୋତେ ବି ସ୍ଵର୍ଗରେ ପଚରା ହେବ କଣ ଖାଇ ମରିଛ, ସେଥିପାଇଁ ।

ଜୋକ୍ସ ୫

ଯେଉଁ ଝିଅମାନେ ସ୍କୁଲରେ କଥା ବାର୍ତ୍ତା ହେଉନଥିଲେ, ସେମାନେ ଆଜି ଫେସବୁକରେ ମେସେଜ କରୁଛନ୍ତି, Nice Pic!

ଆରେ ପାଗଳ ସ୍କୁଲରେ କଣ ଅନ୍ଧ ହେଇଯାଇଥିଲ ???

ଜୋକ୍ସ ୬

ସନ୍ତା ଝିଅ ମାନଙ୍କ ପାଇଁ ଜାରି କରିଲା ସୂଚନା

ସବୁବେଳେ ଲିପଷ୍ଟିକ ଲଗାଇବାରୁ ଭଲ ହେବ ଗୋଟେ ଥର ଏସିଆନ ପେଣ୍ଟ କରେଇ ଦିଅ । ବହୁତ ବର୍ଷ ପଳେଇବ ।

ଜୋକ୍ସ ୭

ଜଣେ ପାଗଳ ନିଜ ହାତରେ ସିଗାରେଟ ଲୁଚାଇ

ପାଗଳ- କୁହ ମୋ ହାତରେ କଣ ଅଛି ?

ଦ୍ଵିତୀୟ ପାଗଳ- ରେଳଗାଡି

ପ୍ରଥମ ପାଗଳ- ତମେ କେମିତି ଜାଣିଲ ?

ଦ୍ଵିତୀୟ ପାଗଳ- ଧୂଆଁ ବାହାରୁଥିବା ସମୟରେ ମୁ ଦେଖି ଦେଇଥିଲି ।

ଜୋକ୍ସ ୮

ଅପରେସନ ପରେ ପେସେଣ୍ଟ କହିଲା…

ପେସେଣ୍ଟ- ଡାକ୍ତର ବାବୁ ମୁ କଣ ଏବେ ରୋଗମୁକ୍ତ ଅଛି ?

ସାମ୍ନାରୁ ଜବାବ ମିଳିଲା… ପୁଅ ଡାକ୍ତର ତ ପୃଥିବୀରେ ରହିଗଲେ, ମୁ ତ ହେଉଛି ଚିତ୍ରଗୁପ୍ତ ।

ଜୋକ୍ସ ୯

ଯେଉଁ ପତ୍ନୀ ନିଜ ସ୍ଵାମୀକୁ ଭୟ କରିଥାଏ ସିଏ ସ୍ଵର୍ଗ ଯାଇଥାଏ ଓ ଯେଉଁ ପତ୍ନୀ ନିଜ ସ୍ଵାମୀକୁ ଭୟ କରିନଥାଏ ତା ପାଇଁ ପୃଥିବୀ ହେଉଛି ସ୍ଵର୍ଗ ।

ଜୋକ୍ସ ୧୦

ପପୁ ନିଜ ବାପା ଙ୍କୁ ପଚାରିଲା, ବାପା ବାପା ପତ୍ନୀ ମାନେ କଣ ?

ବାପା- ପୁଅ ପତ୍ନୀ ତାକୁ କୁହାଯାଏ ଯାହାକୁ ଦେଖିଲା ପରେ ଭେଣ୍ଡି ତରକାରୀ ଖାଇଲେ ପନିର ର ସ୍ଵାଦ ଆସିଥାଏ ।

ଜୋକ୍ସ ୧୧

ଗୋଟିଏ ବିଧବା ମହିଳା ପେନସନ ଫର୍ମ ଭରିବାକୁ ଗଲା…

ଅଧିକାରୀ- ତୁମ ସ୍ଵାମୀ ମରିବା କେତେ ଦିନ ହେଲାଣି ?

ମହିଳା – ସେ ତ ଏବେ ଘରେ ଅଛନ୍ତି

ଅଧିକାରୀ – ତେବେ ଫର୍ମ କାହିଁକି ଭରୁଛ ତୁମେ ?

ମହିଳା – ସାହାବ, ସରକାରୀ କାମରେ ସମୟ ତ ଲାଗିଥାଏ ନା !

ଯେ ପର୍ଯ୍ୟନ୍ତ ଏହା ହେବ, ସେ ପର୍ଯ୍ୟନ୍ତ ମରି ଯାଇଥିବେ …!!

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *