ପିଣ୍ଟୁ ତାଙ୍କ ଟଙ୍କାରେ କଣ ସବୁ କରନ୍ତି ଖୋଲି କହିଲେ Bobby Mishra, କହିଲେ Pintu କେବେ କୁହେନି, ମୁଁ ଆଜି କହୁଛି “ସେ ପାଞ୍ଚ ଜଣ ପିଲାଙ୍କୁ ପାଠ ପଢ଼େଇ…” ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପିନ୍ଟୁ କେବେ କୁହେଣି ମୁଁ ଆଜି କହୁଛି, ପିନ୍ଟୁ ୫ ଜଣ ପିଲାଙ୍କୁ ପାଠାଇ ମଣିଷ କରିଛି । ଅଭିନେତା ବବି ମିଶ୍ର ଗଣ ମାଧ୍ୟମ ଆଗରେ ଖୋଲି କହିଲେର ।  ତେବେ ଓଡିଆ କଳାକାର ପିନ୍ଟୁ ନନ୍ଦଙ୍କ ଦେହାନ୍ତରେ ସାରା ଓଡିଶା ବାସୀ ତାଙ୍କୁ ଝୁରୁଛନ୍ତି । ତେବେ ପିନ୍ଟୁ ନନ୍ଦଙ୍କ ଅଭିନୟ ପାଇଁ ବହୁ ସଂଖ୍ୟକ ଫ୍ଯାନ ମଧ୍ୟ ପିନ୍ଟୁର ଥିଲେ । ଯେଉଁ ମାନେ ବି ପିନ୍ଟୁର ଚାଲିଗଲା ପରେ ତା’ ନାମରେ ଇଆଡୁ ସିଆଡୁ କରି କହୁଛନ୍ତି ।

ପିନ୍ଟୁ ବହୁତ ମ-ଦ ପିଊଥିଲା ବୋଲି ଚାଲିଗଲା । ସେମିତି ଦୟା କରି କୁହନ୍ତି ନାହିଁ କି ଜଣେ ମଣିଷ ଏ ଦୁନିଆ ଛାଡିକୁ ଚାଲିଗଲା ପରେ ତା’ ର ଆଉ ଖରାପ ଗୁଣ କାଢିକି ତାକୁ ନିନ୍ଦା କରନ୍ତୁ ନାହିଁ ବୋଲି ଅନୁରୋଧ କରିଛନ୍ତି ବବି ମିଶ୍ର । ପିନ୍ଟୁ ମଦ ପିଊଥିଲା ସତ କିନ୍ତୁ ଆଜି କାଲି ଦୁନିଆର ୭୦ ଭାଗ ଲୋକ ମଦ ପିଊଛନ୍ତି । ତେବେ ପିନ୍ଟୁ ମରିବା ପଛର କେବଳ କାରଣ ଯେ ମଦ ତାହା ନୁହେଁ । ତାକୁ ଅନ୍ୟ ସବୁ ସ୍ଵାସ୍ଥସମସ୍ଯା ମଧ୍ୟ ହୋଇଥିଲା ।

ହେଲେ ସ୍ଟ୍ରେସ କାରଣରୁ ନିଜର ଅବହେଳା କାରଣରୁ ତା ନିଜ ଜୀବନ ତ’ ପାଇଁ କାଳ ହେଇଗଲା । ହେଲେ ପିନ୍ଟୁ ବହୁତ ଭଲ ପିଲାଟି ମଧ୍ୟ ଥିଲା । କିଛି ପିଲାଙ୍କୁ ପାଠ ପଢେଇ ମଧ୍ୟ ମଣିଷ କରିଛି । ହେଲେ ଏହି କଥା ପିନ୍ଟୁ କାହା ନିକଟରେ ଖୋଲିକି ପ୍ରକାଶ କରିନଥାଏ । ଯେହେତୁ ପିନ୍ଟୁର ମୁଁ ନିକଟତର ବନ୍ଧୁ ଥିଲି । ତେଣୁ ମୁଁ ଜାଣିଛି ପିନ୍ଟୁ କିପରି ମଣିଷଟି ଥିଲା । ତେଣୁ ଯାହା ହେଇଯାଇଛି ।

ତାକୁ ଛାଡି ପିନ୍ଟୁର ଆରପାରିକୁ ଚାଲିଯିବା ପରେ ପିନ୍ଟୁର ଅମର ଆତ୍ମାର ସଦଗତି ନିମନ୍ତେ କାମନା କରନ୍ତୁ । ପିନ୍ଟୁର ସିନା ଶରୀରକୁ ଆଉ ଦେଖିବାକୁ ପାଇବୁ ନାହିଁ । ହେଲେ ସେ ଅଭିନୟର ଛାପ ଛାଡିଯାଇଥିବା ଫିଲ୍ମ ଯେତେବେଳେ ଦର୍ଶକ ଦେଖିବେ । ସେତେବେଳେ କହିବେ ଏହି ପିନ୍ଟୁ ନନ୍ଦର ଫିଲ୍ମଦେଉଛି ।

ତେବେ ଏତିକି ହିଁ ଜଣେ କଳାକାର ପାଇଁ ଦରକାର । କାରଣ ଖାଲି ଟଙ୍କା ପାଇଁ କଳାକାର ଅଭିନୟ କରିନଥାଏ । ଲୋକଙ୍କର ମନୋରଞ୍ଜନ କରି ତାଙ୍କ ମୁହଁରେ ହସ ଭରିଦେବା ପାଇଁ କଳକଳର ସର୍ବଦା ନିଜର ପ୍ରୟାସ ଜାରୀ ରଖିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *