Bobby Mishra କଲେ ବଡ ଖୁଲାସା, କହିଲେ Pintuଙ୍କ ମୃ-ତ୍ୟୁ ପରେ ବି ଲୋକ ତାଙ୍କୁ ଅନେକ ଗାଳି ଦଉଛନ୍ତି କିନ୍ତୁ ମୁଖ୍ୟମନ୍ତ୍ରୀ ତାଙ୍କୁ… ଦେଖନ୍ତୁ କଣ କହୁଛନ୍ତି Bobby

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପିନ୍ଟୁ ନନ୍ଦ ବଞ୍ଚିଥିବା ସମୟରେ ତା’ ର ଅପରେସନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ୧୦ ଲକ୍ଷ ଟଙ୍କା ଦେଇଥିଲେ । ତେବେ ପିନ୍ଟୁ ନନ୍ଦଙ୍କର ଦେହାନ୍ତକୁ ୧୨ ବର୍ଷ ବିତିଯାଇଛି । ତେବେ ଗତ କାଲି ମଧ୍ୟ ପିନ୍ଟୁଙ୍କର ଦ୍ଵାଦଶରେ ସ୍ମୃତିସଭାର ଆୟୋଜନ କରଯାଇଥିଲା । ତେବେ ପିନ୍ଟୁ ନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପଣ କରିବାକୁ ବହୁ କଳାକାର ସମେତ ଅନ୍ୟାନ୍ୟ ପିନ୍ଟୁଙ୍କର ବନ୍ଧୁବାନ୍ଧବ ତଥା ଆତ୍ମୀୟ ସ୍ଵଜନର ଭିଡ ଦେଖିବାକୁ ମିଳିଥିଲା ।

ଅଭିନେତା ପିନ୍ଟୁଙ୍କର ଦ୍ଵାଦଶାକର୍ମରେ ଅଭିନେତା ବବି ମିଶ୍ରଙ୍କର ଗଣ ମାଧ୍ୟମରେ ନିଜର କିଛି ପ୍ରତିକ୍ରିୟା ରଖିଥିଲେ । ଯେଉଁଠାରେ ଅଭିନେତା ବବି ମିଶ୍ର କହିଥିଲେ । ଏହା କି ଯେ ପିନ୍ଟୁର ସ୍ଵାସ୍ଥର ଚିକିତ୍ସା ନିମନ୍ତେ ବହୁ ସଦହୃଦୟ ଲୋକ ତାକୁ ସାହାଜ୍ଯ କରିବାକୁ ହାତ ବଢେଇଦେଇଥିଲେ । ଖବର ପ୍ରସାରଣ ପରେ ପିନ୍ଟୁର ଅପରେସନ ପାଇଁ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ପିନ୍ଟୁକୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା କରିଥିଲେ ।

ହେଲେ ପିନ୍ଟୁକୁ ଲିଭର ଡୋନୋର ଅଭାବରୁ ହିଁ ପିନ୍ଟୁ ନନ୍ଦଙ୍କୁ ବଞ୍ଚାଇବା ପାଇଁ କଷ୍ଟକର ହୋଇପଡିଥିଲା । ତେଣୁ ବିଶ୍ବାଶ ହେଉନଥିଲେ ବି ସତ ଯେ ପିନ୍ଟୁ ଆଜି ଆଉ ଆମ ସମସ୍ତଙ୍କ ଗହଣରେ ଉପସ୍ଥିତ ନାହିଁ । ତେବେ ପିନ୍ଟୁ ତା’ ଜୀବନରେ ଯେମିତିକା ମଣିଷଟିଏ ହେଇଥାଉ । ତା’ ସହିତ ଯିଏ ବ୍ୟକ୍ତିଗତ ସ୍ତରରୁ ମିଶିଛି । ସେ ହିଁ କେବଳ ଜାଣିଛି । ପିନ୍ଟୁ କେମିତିକା ପିଲା ଥିଲା । ହେଲେ ହଁ ତା’ ର ପାରିବାରିକ ଟେନସନ ଓ ଅନ୍ୟାନ୍ୟ କାରଣରୁ ସେ ମଦ୍ୟପାନ କରୁଥିଲା ।

ତେବେ ପିନ୍ଟୁ ଯାହାବି କରୁ ଜଣେ କଳାକାର ହିସାବରେ ଆଜି ଏବେ ପର୍ଯ୍ୟନ୍ତ ସେ ଲୋକ ଙ୍କର ମନୋରଞ୍ଜନ କରାଇ ପାରୁଥିଲା । ହେଲେ ପିନ୍ଟୁ ମଲା ପରେ ବି ବହୁତ ଲୋକ ଅଛନ୍ତି । ଯେଉଁ ମାନେ ପିନ୍ଟୁକୁ ଗାଳି ଦେଉଛନ୍ତି । ତେବେ କଳାକାର ପାଇଁ ବି ଗାଳି ହେଉଛି ଏକ ଆଶ୍ରୀବାଦ, ତେଣୁ ସେମାନେ ଯେତେ ଗାଳି କରିବେ କଳାକାର ମାନେ ଅଭିନୟ ସେତେ ଭଲ ଭାବରେ କରିପାରିବେ ।

କାରଣ ଓଡିଶାର ଅନେକ ଦର୍ଶକଙ୍କ ମଧ୍ୟରୁ ୧୦୦ ଭାଗରୁ ୮୦ ଭାଗ ଲୋକଙ୍କର ତ ଆମ ମାନଙ୍କ ପ୍ରତି ଭଲ ପାଇବା ରହିଅଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *