Delhi ଡାକ୍ତର କହିଦେଲେ I am Sorry, ପିଣ୍ଟୁ ଙ୍କୁ ଏଠାରୁ ଯଥାଶୀଘ୍ର ନେଇଯାଅ, ନହେଲେ ସେ ଆଉ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଅଭିନେତା ପିନ୍ଟୁ ନନ୍ଦଙ୍କ ସ୍ଵାସ୍ଥବସ୍ତା ଦିନକୁ ଦିନ ବିଗିଡି ଜୀବାରେ ଲାଗିପଡିଛି । ତେବେ ଭୁବନେଶ୍ବର ପରେ ଦିଲ୍ଲୀ ଠାରେ ଯେଉଁ ଆଶା ରହିଥିଲା ପିନ୍ଟୁଙ୍କର ସେହି ଆଶା ମଧ୍ୟ ଧୁଳିସାତ ହୋଇଯାଇଛି । ତେବେ ଏବେ କୁଆଡେ ଭୁବନେଶ୍ବର ପରି ଦିଲ୍ଲୀ ମଧ୍ୟ ପିନ୍ଟୁ ନନ୍ଦଙ୍କୁ ଭଲ କରିବାରେ ଅଶକ୍ଷମ ହୋଇପଡିଛି । ତେବେ ପିନ୍ଟୁ ନନ୍ଦଙ୍କୁ ଦିଲ୍ଲୀ ଠାରେ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ।

ତେବେ ପିନ୍ଟୁ ନନ୍ଦଙ୍କର ଦିଲ୍ଲୀ ହସ୍ପିଟାଲରେ ଆଉ ଚିକିତ୍ସା କରିବା ଏଠାରେ ସମ୍ଭବପର ହେଉନାହିଁ । ତେବେ ପିନ୍ଟୁ ନନ୍ଦଙ୍କ ଚିକିତ୍ସା ପାଇଁ ଅତ୍ୟାଧୁନିକ ଜନ୍ତ୍ରପାତି ଓ ଚିକିତ୍ସାର ଆବଶ୍ୟକତା ରହିଛି । ତେଣୁ ତାଙ୍କୁ ଏବେ ଦିଲ୍ଲୀ ହସ୍ପିଟାଲରୁ ସ୍ତାନାନ୍ତରଣ କରାଯାଇ ହାଇଦ୍ରାବାଦ ନେବା ପାଇଁ ପିନ୍ଟୁ ନନ୍ଦଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ତେବେ ପିନ୍ଟୁ ନାଦଙ୍କ ସ୍ଵାସ୍ଥବସ୍ତାର ଚିକିତ୍ସା ପାଇଁ ଯୋଗାଡ କରାଯାଇଥିବା ଅର୍ଥ ମଧ୍ୟ ଚିକିତ୍ସା ପଛରେ ଲଗାଯାଇ ଧୀରେ ଧୀରେ ସରିବାକୁ ବସିଲାଣି ।

ହେଲେ ଏ ପରଜ୍ଯନ୍ତ ମଧ୍ୟ ପିନ୍ଟୁ ନନ୍ଦଙ୍କ ସ୍ଵାସ୍ଥବସ୍ତାରେ କିଛି ମଧ୍ୟ ସୁଧାର ଆସିନହିଁ । ଏହା ଛଡା ପିନ୍ଟୁଙ୍କର ଲିଭର ୮୦ ଭାଗ ପାଖାପାଖି ଡାମେଜ ହେବାକୁ ବସିଲାଣି । ଯାହାକି ଆଗାମୀ ସମୟରେ ପିନ୍ଟୁ ନନ୍ଦଙ୍କ ଜୀବନ ପ୍ରତି ମଧ୍ୟ ବିପଦ ଆଣିପରେ ବୋଲି ଡାକ୍ତର କହୁଛନ୍ତି । ତେବେ ଯଥାଶୀଘ୍ର ପିନ୍ଟୁଙ୍କର ଲିଭର ଟ୍ରାନ୍ସପ୍ଳାଣ୍ଟେସନର ମଧ୍ୟ ଆବଶ୍ୟକତା ରହୁଛି । ହେଲେ ଅପର ପକ୍ଷରେ ଏବେ ପର୍ଯ୍ୟନ୍ତ ମଧ୍ୟ ଲିଭର ଡୋନେଟ କରିବା ପାଇଁ କେହି ଲିଭର ଡୋନର ମଧ୍ୟ ମିଳିପାରିନାହାନ୍ତି ।

ତେବେ ଓଡିଆ କଳାକାର ପିନ୍ଟୁ ନନ୍ଦଙ୍କର ଚିକିତ୍ସା ପାଇଁ ବର୍ତ୍ତମାନର ସୂଚନା ଅନୁଯାଇ ତାଙ୍କୁ ଦିଲ୍ଲୀରୁ ସ୍ତାନାନ୍ତରଣ କରାଯାଇ ହାଇଦ୍ରାବାଦକୁ ନିଆଯାଇଅଛି ।  ତେବେ ହାଇଦ୍ରାବାଦ ଠାରେ ହିଁ ପିନ୍ଟୁ ନନ୍ଦଙ୍କର ଚିକିତ୍ସା ଜାରୀ ରଖାଯିବ । ତେବେ ଏହି ଚିକିତ୍ସା ପାଇଁକି ବହୁ ପରିମାଣର ଅର୍ଥର ଆବଶ୍ୟକାତା ଏବେ ପର୍ଯ୍ୟନ୍ତ ମଧ୍ୟ ରହୁଅଛି ।

ତେବେ ବହୁତ ଶୀଘ୍ର ଓଡିଆ କଳାକାର ଅଭିନେତା ପିନ୍ଟୁ ନନ୍ଦଙ୍କର ସ୍ଵାସ୍ଥବସ୍ତାରେ ସୁଧାର ଆସି ସେ ଆରୋଗ୍ଯ ଲାଭ କରନ୍ତୁ ବୋଲି କାମନା ରହୁଛି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଅଧିକରୁ ଅଧିକ ଲାଟେଷ୍ଟ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *