ଭାଇକୁ ମାରିଲେ ବରଯାତ୍ରୀ, ତ ବେଦୀରୁ ଉଠି ପଡିଲା ଭଉଣୀ, ଆଉ ତା’ ପରେ ଯାହା ହେଲା ଦେଖନ୍ତୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଅଧା ବାହାଘରରୁ ଉଠିଲା ବର ! ବରଯାତ୍ରୀଙ୍କ ଆ-କ୍ର-ମ-ଣରେ କନ୍ୟାର ବଡ ଭାଇ ଗୁରୁତର । ତେବେ ଏପରି କିଛି ଘଟଣାର ଖବର କଣ୍ଟାବାଞ୍ଜିର ମୁରିବାହାଲ ଗ୍ରାମରେ ଚର୍ଚା ହେଉଛି । ତେବେ ବାହାଘର ହେବ ପାଇଁ ସମସ୍ତ ପ୍ରସ୍ତୁତି ସରିଯାଇଥିଲା । ତେବେ ବାହାହେବାକୁ ଯାଉଥିବା ପୁରୁଷ ଜଣଙ୍କ ବର ବେଶ ସାଜି ବାହା ହେବା ପାଇଁ କନ୍ୟା ଘରକୁ ଆସିଥିଲେ ।

ଏହା ସହିତ ସାଙ୍ଗ ସାଥି ତଥା ଘର ପରିବାର ମାନଙ୍କୁ ବର ଯାତ୍ରୀ କରି ମଧ୍ୟ ବର ସାଙ୍ଗରେ ଆଣିକି ଆସିଥିଲା । ତାପରେ ବାହାଘରର ଖୁସି ମାହୋଲ ମଧ୍ୟରେ ଡିଜେ ଗୀତ ନାଚର ତାଳେ ତାଳେ କନ୍ୟା ଘର ଗାଁ ଖାଲି ଉଠୁଥିଲା ପଡୁଥିଲା । ତେବେ ବରଯାତ୍ରୀ ମାନଙ୍କ ନାଚିବା ସମୟରେ ଘଟିଯାଇଥିଲା ଏକ ଘଟଣା । ଯେଉଁ କାରଣ ଯୋଗୁ ବାହା ହେବା ପାଇଁ ଆସିଥିବା ବର ଜଣଙ୍କ ବାହା ହୋଇନପାରି ଶିଶୁପାଳ ହୋଇ ଖାଲି ହାତରେ ଫେରିଯିବାକୁ ପଡିଥିଲା ।

ତେବେ ସୂଚନା ମୁତାବିକ ବର ସାଥିରେ ଆସିଥିବା ବରଯାତ୍ରୀ ମାନେ ଗାଁ ରାସ୍ତାରେ ଧୂଳାଉଡାଇ ସାଙ୍ଗ ବାହାଘର ଖୁସିରେ ଧୂମ ନାଚୁଥିଲେ । ତେବେ ଏହି ନାଚକୁ ନେଇ ପୁଅ ପକ୍ଷରୁ ଆସିଥିବା ବରଯାତ୍ରୀଙ୍କ ସହିତ ଝିଅ ଘର ଲୋକଙ୍କର ବିବାଦ ହୋଇଥିଲା । ତେବେ ଏହି ବିବାଦର ରାଗରେ ବରଯାତ୍ରୀ ଲୋକ କନ୍ୟାର ବଡ ଭାଇଙ୍କ ଉପରେ ଆ-କ୍ର-ମ-ଣ କରିବା ସହ ଅନ୍ୟ ସମ୍ପର୍କୀୟଙ୍କୁ ମଧ୍ୟ ଆ-କ୍ର-ମ-ଣ କରିଥିଲେ । ଯେଉଁ କାରଣରୁ କନ୍ୟାର ବଡ ଭାଇର ସ୍ଵାସ୍ଥବସ୍ତା ଅତ୍ୟନ୍ତ ଗୁରୁତର ହୋଇଯାଇଥିଲା ।

ତେବେ ଘଟଣା ସ୍ତଳରୁ ସଙ୍ଗେ ସଙ୍ଗେ ଆହତ ହୋଇଥିବା ଭାଇଙ୍କୁ ମେଡିକାଲକୁ ପଠାଯାଇଥିଲା । ତେବେ ଏହି ବାଦ ବିବାଦ କାରଣରୁ ବାହା ହେବା ପାଇଁ ବେଦୀରେ ବସିଥିବା କନ୍ୟାଟି ବାହାଘର ଅଧାରୁ ବେଦୀରୁ ଉଠିଯାଇଥିଲା । ତେବେ ଏପରି ବିବାଦ କାରଣରୁ ହସଖୁସିରେ ଚାଲିଥିବା ବାହାଘରର ଖୁସି ମାହୋଲଟି ପୁରା ରଙ୍ଗହୀନ ହୋଇ ଯାଇଥିଲା । ତେବେ ଏହାରି ଭିତରେ ବାହା ହେବା ପାଇଁ ଆସିଥିବା ବର ମଧ୍ୟ ବାହା ହୋଇପାରିନଥିଲା ।

ଯେଉଁ କାରଣରୁ ବରକୁ ଶିଶୁପାଳ ହୋଇ ଘରକୁ ଫେରିବାକୁ ପଡିଥିଲା । ତେବେ ଏହି ଘଟଣା ପରେ ସ୍ଥାନୀୟ ଏରିଆରେ ଏହାକୁ ଖୁବ ଚର୍ଚା ହେବାକୁ ଆରମ୍ଭ ହୋଇଯାଇଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *