‘ସେଦିନ ମୋତେ ମାଟି ଭିତରେ ପୁରା ପୁରି ପୋତି ଦେଇଥିଲେ, କେବଳ ମୋର ହାତ ଦେଖା ଯାଉଥିଲା, ମତେ କହିଲେ ତୁମେ…’ Pintu ଙ୍କ ଏକ ପୁରୁଣା ଇଣ୍ଟରଭ୍ୟୁ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମାଟିରେ ମୋତେ ସମ୍ପୂର୍ଣ୍ଣ ପୋତିଦେଇଥିଲେ ! ଉପରେ କେବଳ ମାତ୍ର ମୋର ହାତ ହିଁ ଦେଖାଯାଉଥିଲା । ତେବେ ନିଜର କିଛି ଅଭୂଲା ସ୍ମୃତି କିଛି ମାସ ତଳେ ଅଭିନେତା ପିନ୍ଟୁ ନନ୍ଦ ଏକ ସାକ୍ଷାତକାର ସମୟରେ ଗଣ ମାଧ୍ୟମ ଆଗରେ ଜଣାଇଥିଲେ । ତେବେ ବିଶିଷ୍ଠ ଲେଖକ ଫକିର ମୋହନ ସେମାପତିଙ୍କର ଏକ ବହୁତ ସୁନ୍ଦର ଲେଖା ରାଣ୍ଡୀ ପୁଅ ଅନନ୍ତାରେ ପିନ୍ଟୁ ନନ୍ଦଙ୍କୁ ଅଭିନୟ କରିଥିବାର ଦେଖିବାକୁ ମିଳିଥିଲା ।

ତେବେ ଯାହାର ନିର୍ଦ୍ଧେଶକ ଥିଲେ ସବ୍ୟସାଚି ମହାପାତ୍ର । ତେବେ ରାଣ୍ଡୀ ପୁଅ ଅନନ୍ତା ସିରିଏଲରେ ଅଭିନେତା ପିନ୍ଟୁଙ୍କୁ ମୁଖ୍ୟ ଚରିତ୍ରରେ ଅଭିନୟ କରିବାର ସୁଯୋଗ ମିଳିଥିଲା । ତେବେ ସେହି ସିରିଏଲର ଯେଉଁ ସମୟରେ ଅନନ୍ତା ମରିବାର ଥିଲା ।  ତେବେ ପିନ୍ଟୁ ନନ୍ଦ ନିଜର ଏକ ବହୁତ ଭଲ ରୋଚକପୂର୍ଣ୍ଣ ସ୍ମୃତି ମନେ ପକାଇ ଦର୍ଶକଙ୍କ ସହିତ ଶେୟାର କରିଥିଲେ ।

ତେବେ ପିନ୍ଟୁଙ୍କ କହିବା ଆଧାରରେ ଯେତେବେଳେ ସେହି ସିରିଏଲର ବଲାଙ୍ଗିର ସ୍ଥିତ ଏକ ଏରିଆରେ ସୁଟିଙ୍ଗ କରାଯିବାର ବ୍ୟବସ୍ଥା କରଯାଇଥିଲା । ସେତେବେଳେ ବହୁତ ମାତ୍ରାରେ ଶୀତ ପଡିଥିଲା  । ତେବେ ଶୀତ ସାଙ୍ଗକୁ ମୋତେ ପୁଣି ମାଟି ଭିତରେ ସଂପୂର୍ଣ୍ଣ ଭାବରେ ପୋତି ହୋଇ ରହିବାର କିଛି ସମୟ ପର୍ଯ୍ୟନ୍ତ ସିନ୍ ମଧ୍ୟ ରହିଥିଲା । ତେବେ ସେତେବେଳେ ମୋତେ ନିର୍ଦ୍ଧେଶକ କହିଥିଲେ । ପିନ୍ଟୁ ତମେ କେତେ ସମୟ ପର୍ଯ୍ୟନ୍ତ ମାଟି ଭିତରେ ଏଭଳି ରହିପାରିବ ।

ସେତେବେଳେ ପିନ୍ଟୁ କହିଥିଲେ କିଛି ସମୟ ପାରିଦେବି । ତେବେ ସିରିଏଲର କାହାଣୀ ଆଧାରରେ ମୋତେ ଗାଁ ଲୋକ ସବୁ ଆସି ମାଟି ପୋତି ଦେଇ ଚାଲିଯାଉଛନ୍ତି । ମୋର କେବଳ ମାତ୍ର ଶରୀରର ହାତ ଟି ଅଳ୍ପ ଦେଖା ଯାଉଥିଲା । ତେବେ ସୁଟିଙ୍ଗ ପରେ ମୁଁ କିଛି ସମୟ ପାଇଁକି ହିଁ ଭେଓସ ପୁରା  ହୋଇଯାଇଥିଲି । ତେବେ ଏଭଳି କିଛି ଅଭୂଲା ସ୍ମୃତି ଏକ ସାକ୍ଷାତକାର ସମୟରେ ଦର୍ଶକଙ୍କୁ ନିଜ ଅଭିନୟ ବିଷୟରେ କହିଥିଲେ ଅଭିନେତା ପିନ୍ଟୁ ନନ୍ଦ !

ତେବେ ପିନ୍ଟୁଙ୍କ ସେହି ଅଭିନୟକୁ ଏବେ ଝୁରିଛନ୍ତି ସାରା ଓଡିଶାବାସୀ । କାରଣ ସେହି ଲୋକପ୍ରିୟ କଳାକାର ପିନ୍ଟୁ ନନ୍ଦଙ୍କର ଦେହାନ୍ତ ଘଟିଯାଇଛି । ତେବେ ଯାହାକୁ ନେଇ ସାରା ଓଡିଶାରେ ଶୋକର ଛାୟା ଦେଖିବାକୁ ମିଳୁଛି । ଯଦି ଏହି ପୋସ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *