‘ପିଣ୍ଟୁକୁ ମୁଁ ସେକେଣ୍ଡ୍ ମିହିର ଦାସ ବୋଲି ଭାବେ, କିନ୍ତୁ ଚଣ୍ଡାଳ ନିଜେ ନିଜକୁ ନଷ୍ଟ କରିଦେଲା, ତାକୁ ଯେତେ ବୁଝେଇଲା ପରେ ବି…’ Namrata Das

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପିନ୍ଟୁ ବଞ୍ଚିଥିଲେ ସେକେଣ୍ଡ ମିହିର ଦାସ ହେଇଥାନ୍ତା । ହେଲେ ସେ ଚାଣ୍ଡାଳ ନିଜକୁ ନିଜେ ଖରାପ କରିଦେଲା । ତେବେ ହଁ ବନ୍ଧୁଗଣ ଓଡିଆ କଳାକାର ମନୋରୋମା ମହାପାତ୍ରଙ୍କ ମୁହଁରୁ ଅଭିନେତା ପିନ୍ଟୁ ନନ୍ଦଙ୍କ ପାଇଁ ଏପରି କିଛି କହିକି କୋହଭରା ହୋଇଯାଇଥିଲେ । ତେବେ ଓଡିଆ ଅଭିନେତ୍ରୀ ମନୋରମା ମହାପାତ୍ରଙ୍କ କହିବ ଅନୁଯାଇ ପିନ୍ଟୁ ଜଣେ କଳାକାର ହିସାବରେ ବହୁତ ଭଲ ଆଟିଷ୍ଟ ଟେ ଥିଲା । ମୁଁ ତା’ ଅଭିନୟ ଦେଖିକି ଭାବେ ।

ଏହି ଯେଉଁପରି ନିଜ ଅଭିନୟକୁ ପୁରା ନିଖୁଣ ଭାବରେ କରୁଛି । ଏବେ ତ ଏତେ ଭଲ ଅଭିନୟ କରୁଛି । ଆଗକୁ ମଧ୍ୟ ଯାଇ ଜଣେ ମିହିର ଦାସ ଭଳି ବରିଷ୍ଠ କଳାକାରଟି ମଧ୍ୟ ହୋଇପାରିବ । ତେଣୁ ପିନ୍ଟୁକୁ ମୁଁ ସବୁବେଳେ ସେକେଣ୍ଡ ମିହିର ଦାସ ବୋଲି ଭାବୁଥିଲି ବୋଲି କହିଛନ୍ତି ଓଡିଆ କଳାକାର ମନୋରୋମା ମହାପାତ୍ର । ତେବେ ଅଭିନେତ୍ରୀ ମନୋରୋଙ୍କ କହିବା ଅନୁଯାଇ ପିନ୍ଟୁ ସିନା ମଦ ପିଏ ।

ହେଲେ ଭଲ ପିଲାଟା ସତରେ କିନ୍ତୁ ଥିଲା । ନିଜ ନିଜର ଜମାରୁ ମଧ୍ୟ ଯତ୍ନ ନେଉନଥିଲା । ନିଜର ଏହି ଡେମକେୟାର ଗୁଣ ପାଇଁ ନିଜକୁ ନଷ୍ଟ କରି ରଖିଦେଲା । ମୁଁ ତ ପିନ୍ଟୁ ସାଙ୍ଗରେ ବହୁତ ଗୁଡିଏ କାମ ମିଶିକି କରିଛି । ଶୁଟିଙ୍ଗ ସେଟରେ ସମସ୍ତଙ୍କ ସାଙ୍ଗରେ ଥଟ୍ଟା ମଜା କରିବା ଥଟ୍ଟା ଥଟ୍ଟାରେ ଚିଡେଇବା ମିଳାପୀ ପ୍ରକୃତିର ସେ ଥିଲା । ମୁଁ ତାକୁ ଯେତେ ପାଟି କରେ ଏହି ସବୁ ନିଶାଦ୍ରବ୍ଯ କିଛି ଖାଆନି ।

ଏସବୁ ଦେହ ପାଇଁ ଜମାରୁ ମଧ୍ୟ ଭଲ ନୁହେଁ । ସେ ସବୁ କ୍ଷାମଖିଆଳୀ କରି ଉଡାଇ ଦେଲା । ତେବେ ଅଭିନେତ୍ରୀ ମନୋରୋମା କହିଥିଲେ । ଯେ ମୁଁ ପିନ୍ଟୁକୁ ଥରେ ମିଛରେ କହିଦେଇଥିଲି । ନିଶା ଖାଉଛୁ ଦିନ ସମୟ ଆସିବ ସବୁ ବୁଝିଯିବୁ । ହେଲେ ପିନ୍ଟୁ ଏତେ ଶୀଘ୍ର ସବୁକିଛି ବୁଝି ଦେଇ ଏହି ଦୁନିଆକୁ ଛାଡି ଚାଲିଗଲା ।

ସେହି ସବୁ କଥା ମାନେ ପକାଇ ଭାବିଲା ବେଳକୁ ବହୁତ ଦୁଃଖ ଲାଗୁଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବରେ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *