କାନ୍ଦି କାନ୍ଦି ପଳେଇଲେ Pintu Nanadaଙ୍କ ସ୍ତ୍ରୀ ! Pintuଙ୍କ ଦ୍ୱାଦଶାହରେ ଦେଖିବାକୁ ମିଳିଲା କିଛି ଏଭଳି ଦୃଶ୍ୟ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କାନ୍ଦି କାନ୍ଦି ଚାଲିଗଲେ ପିନ୍ଟୁ ନନ୍ଦଙ୍କ ସ୍ତ୍ରୀ ! ତେବେ ଗତ କାଲୀ ଅଭିନେତା ପିନ୍ଟୁ ନନ୍ଦଙ୍କର ଦ୍ଵାଦଶକର୍ମର ଆୟୋଜନ କରଯାଇଥିଲା । ଯେଉଁଠାରେ ପିନ୍ଟୁ ନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଅନେକ ଲୋକଙ୍କର ଭିଡର ସମାଗମ ଦେଖିବାକୁ ମିଳିଥିଲା । ତେବେ ପିନ୍ଟୁଙ୍କର ଅମର ଆତ୍ମାର ସଦଗତି ପାଇଁ ବହୁ ଲୋକଙ୍କର ପିନ୍ଟୁଙ୍କ ଘରକୁ ଆସିଥିଲେ । ସେଠାରେ ଅଭିନେତା ପିନ୍ଟୁ  ନନ୍ଦଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ତେବେ ଏହି ଅବସରରେ ପିନ୍ଟୁ ନନ୍ଦଙ୍କ ଧର୍ମପତ୍ନୀ ମଧ୍ୟ ପିନ୍ଟୁଙ୍କ ଦ୍ଵାଦଶକର୍ମରେ ସାମିଲ ହୋଇଥିଲେ । ପିନ୍ଟୁ ନନ୍ଦଙ୍କ ସ୍ତ୍ରୀ ଓ ତାଙ୍କ ୨ ପୁଅ ମଧ୍ୟ ବାପା ପିନ୍ଟୁ ନନ୍ଦଙ୍କ ସ୍ମୃତିସଭାକୁ ଆସିଥିଲେ । ସେଠାରେ ପିନ୍ଟୁ ନନ୍ଦଙ୍କୁ ଫୁଲ ଦେଇ ଶ୍ରଦ୍ଧାଞ୍ଜଳି ଦେବା ସମୟରେ ପିନ୍ଟୁଙ୍କ ସ୍ତ୍ରୀ କାନ୍ଦି ପକାଇଥିଲେ । ତେବେ ତାଙ୍କ ୨ ଆଖିରୁ ତାଙ୍କ ସ୍ଵାମୀ ପାଇଁ ହୃଦୟ ମଧ୍ୟରୁ କୋହଭାବ ସୃଷ୍ଟି ହୋଇ ଲୁହ ଚାଲିଆସିଥିଲା ।

ତେବେ ସ୍ଵାମୀ ଓ ସ୍ତ୍ରୀଙ୍କ ସମ୍ପର୍କ ସବୁଠାରୁ ସମ୍ପର୍କ ଠାରୁ ଭିନ୍ନ ଓ ସ୍ଵତନ୍ତ୍ର । ଜଣେ ସ୍ଵାମୀ ପାଇଁ ତା’ ସ୍ତ୍ରୀ ଓ ସ୍ତ୍ରୀ ପାଇଁ ତା’ ସ୍ଵାମୀର ଭୂମିକା ବହୁତ ହିଁ ଗୁରୁତ୍ଵପୂର୍ଣ୍ଣ ଥାଏ । ତେବେ ଯେତେ ଯାହା ଦାଂପତ୍ଯ ଜୀବନରେ କଳିଝଗଡା ଓ ରାଗରୁଷା, ମାନଅଭିମାନ ଥାଉ । ହେଲେ ସ୍ଵାମୀ ପିନ୍ଟୁଙ୍କ ଚାଲିଯିବା ଦୁଃଖରେ ତାଙ୍କ ସ୍ତ୍ରୀ ଅତ୍ୟନ୍ତ ଭାଙ୍ଗିପଡିଛନ୍ତି । ହେଲେ ପାରିବାରିକ କଳହ କାରଣରୁ ସେ ସିନା ତାଙ୍କ ସ୍ଵାମୀଙ୍କ ଠାରୁ ଅଲଗା ହୋଇ ଅଲଗା ରହୁଥିଲେ ।

ହେଲେ ଯାହାକୁ ସେ ବେଦୀ ଉପରେ ବାହା ହୋଇ ସାରା ଜୀବନର ସାଥି ହୋଇ ରହିବା ପାଇଁ କଥା ଦେଇଥିଲେ । ତାଙ୍କୁ ଅନ୍ତର ମଧ୍ୟରୁ ସତରେ ଏତେ ସହଜରେ କଣ କାଢି ହୋଇପାରିବ । ତେବେ ଏହାରି ଭିତରେ କହିବାକୁ ଚାହୁଁଛୁ । ଅଭିନେତା ପିନ୍ଟୁ  ନନ୍ଦଙ୍କ ଲିଭର ଜନିତ ସମସ୍ଯାରେ ପୀଡିତ ହୋଇ ମେଡିକାଲରେ ଚିକିତ୍ସିତ ସମୟରେ ହିଁ ତାଙ୍କର ଦେହାନ୍ତ ଘଟିଥିଲା ।

ତେବେ ଏହାରି ମଧ୍ୟରେ ଗତ କାଲି ପିନ୍ଟୁ ନନ୍ଦଙ୍କର ଦ୍ଵାଦଶ କର୍ମରେ ସ୍ମୃତି ସଭା ଆୟୋଜନ କରଯାଇଥିଲା । ତେବେ ସେହି ଭର୍ସାଟାଇଲ କଳାକାର ପିନ୍ଟୁ ନନ୍ଦଙ୍କର ଅମର ଆତ୍ମାର ସଦଗତି ହେଉ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *