ସରପଞ୍ଚଙ୍କ ମୃତ୍ୟୁ ସସପେନ୍ସ ! ଦୁର୍ଘଟଣା ନା ପ୍ରିପ୍ଳାନ ହ-ତ୍ୟା… ସରପଞ୍ଚ ପଦବୀ ପାଇଁ ଚାଲିଗଲା ପରିବାରର ଜୀବନ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସରପଞ୍ଚଙ୍କର ଗାଡି ଦୁ-ର୍ଘ-ଟ-ଣାରେ ମୃ-ତ ! ତେବେ ସୂଚନା ମୁତାବିକ ପୁରୀ ଜିଲ୍ଲା ବୀରରାମଚନ୍ଦ୍ରପୁରର ସରପଞ୍ଚଙ୍କ ଗାଡି ଦୁ-ର୍ଘ-ଟ-ଣାରେ ମୃ-ତ୍ୟୁ ହୋଇଛି । ସରପଞ୍ଚଙ୍କ ନାମ ହେଉଛି ଦୀପା ବେହେରା । ଦୀପ ବେହେରା ନିଜ ଘର ପରିବାର ସମ୍ଭାଳିବା ସହ ସମାଜସେବାରେ ମଧ୍ୟ ମନୋବୃତ୍ତି ରଖୁଥିଲେ । ତେବେ ସମୟ ସମୟରେ ନିଜ ମନ ଖୁସି କରିବା ପାଇଁ ମଧ୍ୟ ସୋସିଆଲ ମିଡିଆରେ ରିଲ୍ କରି ଖୁସିବାସୀ କାର୍ଯ୍ୟ ମଧ୍ୟ କରୁଥିଲେ ।

ହେଲେ ଗତ କାଲୀ ନିମାପଡା ଭୋଜି ଖାଇବା ପାଇଁ ସରପଞ୍ଚ ଦୀପା ବେହେରା ନିଜ ସାନ ଭାଇ, ଓ ସମ୍ପର୍କୀୟଙ୍କ ସହିତ ଯାଇଥିଲେ । ତେବେ ଭୋଜିକୁ ଖାଇବାକୁ ଯିବା ସମୟରେ ମଧ୍ୟ ରିଲ୍ କରି ଖୁସି ମନରେ ଭୋଜି ଖାଇବାକୁ ଯାଇଥିଲେ । ତେବେ ଭୋଜି ଖାଇ ସାରି ବୁ-ଲେ-ଟ ପଛରେ ବସି ଘରକୁ ଫେରୁଥିବା ବେଳେ ଘଟିଥିଲା ଦୁ-ର୍ଘ-ଟ-ଣା । ତେବେ ବୁ-ଲେ-ଟରେ ବସି ଘରକୁ ଫେରୁଥିବା ସମୟରେ ବାଲିରେ ହଟାତ ବୁ-ଲେ-ଟ ଚକା ସ୍ଲିପ ହୋଇଯାଇଥିଲା ।

ଯାହା ଫଳରେ ଦୀପା ଗାଡିରୁ ଖସି ଯାଇଥିଲେ । ତାପରେ ହଟାତ ସେହି ସମୟରେ ଏକ ବଡ ଟ୍ରକଟେ ଆସି ଦୀପାଙ୍କ ସହିତ ଧକ୍କା କରିଦେବାରୁ ଘଟଣା ସ୍ତଳରେ ସରପଞ୍ଚ ଦୀପା ବେହେରାଙ୍କ ମୃ-ତ୍ୟୁ ହୋଇଥିଲା । ତେବେ କେବଳ ସରପଞ୍ଚ ଦୀପା ନୁହନ୍ତି ବଂର ଗତ କିଛି ବର୍ଷ ଧରି ସେହିପରିବାରରୁ କେହି ନା କେହି ସଦସ୍ୟଙ୍କର ମୃ-ତ୍ୟୁ ହେବାରେ ଲାଗିଛି । ତେବେ କିଛି ଜମିବାଡି ତ କିଛି ରାଜନୀତି ମାମଲା ଏହିପରି କିଛି ନା କିଛି କାରଣରୁ ସେହି ପରିବାରର ସଦସ୍ୟଙ୍କର ଗୋଟେ ପରେ ଗୋଟେ ଦେହାନ୍ତ ଘଟୁଛି ।

ତେବେ ସରପଞ୍ଚ ଦୀପା ବେହେରାଙ୍କର ମୃ-ତ୍ୟୁ ଷ-ଡ-ଯ-ନ୍ତ୍ର କରି କରାଯାଇଛି । ନା ଆକସ୍ମିକ ଭାବରେ ଦୁ-ର୍ଘ-ଟ-ଣା ଘଟିବାରୁ ଦୁର୍ଭାଗ୍ୟ ବଶତଃ ମୃ-ତ୍ୟୁ ଘଟିଛି । ତାହା କିଛି ମଧ୍ୟ ସ୍ପଷ୍ଠ ହୋଇପାରିନାହିଁ । ତେବେ ଖବର ପାଇ ଘଟଣା ସ୍ତଳରେ ପୋଲିସ ତନାଘନା ଆରମ୍ଭ କରିଦେଇଛି ।

ତେବେ ଏହି ଘଟଣାକୁ କେନ୍ଦ୍ର କରି ପୋଲିସ ତଦନ୍ତ କରିବା ପରେ ହିଁ ସରପଞ୍ଚ ଦୀପା ବେହେରାଙ୍କ ମୃ-ତ୍ୟୁ ଘଟଣା ଉପରୁ ପରଦା ହଟିପାରିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଡିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *