Pintu Nanda ଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଆସିଲା ବଡ ଖବର, ଭୁବନେଶ୍ବର ପରେ ଏବେ ଦିଲ୍ଲୀ ବି ଫେଲ୍, ଦେଖନ୍ତୁ ସେ ଏବେ ଚିକିତ୍ସା ପାଇଁ କେଉଁଠାକୁ ଯିବେ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପାରୁନି ଦିଲ୍ଲୀ ଚିକିତ୍ସା ପାଇଁ ଯାଇ ପାରନ୍ତି ହାଇଦ୍ରାବାଦ କିମ୍ବା ଚେନ୍ନାଇ । ହଁ ବନ୍ଧୁଗଣ ସୂଚନା ମୁତାବିକ ଅଭିନେତା ପିନ୍ଟୁ ନନ୍ଦଙ୍କ ସ୍ଵାସ୍ଥବସ୍ତା କିଛି ଦିନ ତଳୁ ବହୁ ଗୁରୁତର ହୋଇଯାଇଛି । ତେଣୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା । ଯେହେତୁ ପିନ୍ଟୁଙ୍କର ଲିଭର ଡାମେଜ ହୋଇ ଲିଭର ଶିରୋସିସ ସମସ୍ଯା ସ୍ଵାସ୍ଥରେ ହୋଇଥିଲା ।

ତେବେ ପିନ୍ଟୁ ନନ୍ଦଙ୍କର ଏହି ଜଟିଳ ସ୍ଵାସ୍ଥ ସମସ୍ଯାର ଚିକିତ୍ସା ଭୁନେଶ୍ବର ସ୍ଥିତ ହସ୍ପିଟାଲ ଠାରେ ହୋଇନପାରିବାରୁ ଦିଲ୍ଲୀର ଏକ ଘରୋଇ ହସିପିଟାଲକୁ ପିନ୍ଟୁ ନନ୍ଦଙ୍କୁ ଅଣା ଯାଇଥିଲା । ତେବେ ଓଡିଶାବାସୀଙ୍କ କିଛି କିଛି ଆର୍ଥିକ ସାହାଜ୍ଯ ଓ ସହଯୋଗ କ୍ରମେ ପିନ୍ଟୁ ନନ୍ଦଙ୍କୁ କିଛି ଦିନ ତଳେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲକୁ ଅଣା ଯାଇଥିଲା । ତେବେ ସେଠାରେ କିଛି ଦିନ ହେବ ଚିକିତ୍ସା କାର୍ଯ୍ୟ ମଧ୍ୟ ଜାରୀ କରାଯାଇ ରଖା ଯାଇଛି ।

ତେବେ ବର୍ତ୍ତମାନର ସୂଚନା ଅନୁସାରେ ପିନ୍ଟୁ ନନ୍ଦଙ୍କ ସ୍ଵାସ୍ଥ ସମସ୍ଯା ଦିନକୁ ଦିନ ବହୁ ମାତ୍ରାରେ ଗୁରୁତର ହେବାରେ ଲାଗି ପଡିଛି । ଯାହା ଦ୍ଵାରା ପିନ୍ଟୁ ନନ୍ଦଙ୍କ ଚିକିତ୍ସା ପାଇଁ ଦିଲ୍ଲୀ ଠାରେ ନୁହେଁ । ବଂର ହାଇଦ୍ରାବାଦ କିମ୍ବା ଚେନ୍ନାଇ ଠାରେ କରିବାର ବ୍ୟବସ୍ଥା କରାଯାଉଛି । ତେବେ ଏବେ ପର୍ଯ୍ୟନ୍ତ ପିନ୍ଟୁଙ୍କୁ ଲିଭର ଡୋନେଟ କରିବା ପାଇଁ ଲିଭର ଡୋନର ମଧ୍ୟ ମିଳିପାରିନାହିଁ । ତେବେ ପିନ୍ଟୁ ନନ୍ଦଙ୍କ ଅପରେସନ ପାଇଁ ମଧ୍ୟ ଯେତିକି ପରିମାଣର ଅର୍ଥର ଅବଶ୍ୟକତା ରହିଛି ।

ସେତିକି ପରିମାଣର ପର୍ଯ୍ୟାପ୍ତ ପରିମାଣର ଅର୍ଥ ମଧ୍ୟ ଏବେ ପର୍ଯ୍ୟନ୍ତ ଯୋଗାଡ ହୋଇପାରିନହିଁ । ତେବେ ଏଠାରେ କହି ରଖୁଛୁ । ଏହା କି ଯେ ଅଭିନେତା ପିନ୍ଟୁ ନନ୍ଦଙ୍କ ନିଖୁଣ ଅଭିନୟ ପାଇଁ ସେ ଓଡିଶାର ବହୁ ଘରେ ଘରେ ସୁପରିଚିତ ଅଛନ୍ତି । ତେଣୁ ପିନ୍ଟୁ ନନ୍ଦଙ୍କ ବହୁ ସ୍ଥାନରେ ଫ୍ୟାନ ମଧ୍ୟ ଭର୍ତି ହୋଇ ରହିଛନ୍ତି ।

ତେବେ ସମସ୍ତଙ୍କ ମୁହଁରେ କେବଳ ସେଇ ଗୋଟିଏ କଥା । ଯେ ପିନ୍ଟୁ ଭାଇ ବହୁତ ଶୀଘ୍ର ଆରୋଗ୍ଯ ଭଲରେ ଭଲରେ ଘରକୁ ଫେରି ଆସନ୍ତୁ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ଲାଟେଷ୍ଟ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବରେ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *