1947 ରୁ 2023 ପର୍ଯ୍ୟନ୍ତ ଭାରତର ସମସ୍ତ ପ୍ରଧାନମନ୍ତ୍ରୀଙ୍କ ନାମ ଓ ତାଙ୍କର କାର୍ଯ୍ୟକାଳ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦେଶର ସାମ୍ବିଧାନିକ ଅନୁସାରେ ଦେଶର ସୁରକ୍ଷା ପାଇଁ ତଥା ଦେଶର ସମସ୍ତ କାର୍ଯ୍ୟର ପରିଚାଳନା କରିବା ପାଇଁ ଅନେକ ନେତା ମନ୍ତ୍ରୀ ମାନେ ଶାସନ ଦାୟିତ୍ଵରେ ରହିଥାନ୍ତି । ତେବେ ଶାସନର ଦାୟିତ୍ଵକୁ କାର୍ଯ୍ୟକାରୀ କରିବାରେ ଦେଶର ପ୍ରଧାନମନ୍ତ୍ରୀଙ୍କର ପ୍ରଧାନ ଭୂମିକା ରହିଥାଏ । ତେବେ ବର୍ତ୍ତମାନ ଦେଶର ପ୍ରଧାନ ମନ୍ତ୍ରୀ ହେଉଛନ୍ତି । ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ।

ତେବେ ୧୯୪୭ ମସିହା ପର ଠାରୁ ବର୍ତ୍ତମାନ ୨୦୨୩ ପର୍ଯ୍ୟନ୍ତ ସମୟ ଅବଧି ମଧ୍ୟରେ ଶାସନ ଦାୟିତ୍ଵରେ ରହିଥିବା ପ୍ରଧାନମନ୍ତ୍ରୀଙ୍କ ବିଷୟରେ ଚାଲନ୍ତୁ ଆଲୋଚନା କରିବା । ତେବେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହେଉଛନ୍ତି । ପଣ୍ଡିତ ଜବାହାରଲଳ ନେହେରୁ । ତାଙ୍କର କାର୍ଯ୍ୟକାଳ ହେଉଛି ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଠାରୁ ୧୯୬୪ ମସିହା ମେ’ ୨୭ ତାରିଖ । ଦେଶର ଦିତୀୟ ପ୍ରଧାନ ମନ୍ତ୍ରୀ ହେଉଛନ୍ତି ଗୁଳଜାରୀ ନନ୍ଦ ।

୧୯୬୪ ମସିହାରୁ ମେ’ ୨୭ ତାରିଖ ଠାରୁ ୧୯୬୪ ମସିହା ଜୁନ ୯ ତାରିଖ ମାତ୍ର ୧୩ ଦିନ ପାଇଁ ସେ ପ୍ରଧାନମନ୍ତ୍ରୀ ପଦବୀରେ ରହିଥିଲେ । ଦେଶର ତୃତୀୟ ପ୍ରଧାନ ମନ୍ତ୍ରୀ ହେଉଛନ୍ତି ଲାଲ ବାହାଦୁର ଶା ସ୍ତ୍ରୀ । ୧୯୬୪ ମସିହା ଜୁନ ୯ ତାରିଖରୁ ୧୯୬୬ ଜାନୁଆରୀ ୧୧ ତାରିଖ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳର ଅବଧି ରହିଥିଲା । ତାପରେ ପୁଣି ଗୁଳଜାରୀ ନନ୍ଦ ୧୯୬୬ ମସିହା ଜାନୁଆରୀ ୧୧ ତାରଖ ଠାରୁ ୧୯୬୬ ଜାନୁଆରୀ ୨୪ ତାରିଖ ପାଇଁ ସେ ପ୍ରଧାନମନ୍ତ୍ରୀ ଦାୟିତ୍ଵରେ ରହିଥିଲେ ।

ତାପରେ ୧୯୬୬ ଜାନୁଆରୀ ୨୪ ତାରିଖ ଠାରୁ ୧୯୭୭ ମାର୍ଚ ୨୪ ତାରିଖ ପର୍ଯ୍ୟନ୍ତ ଇନ୍ଦିରା ଗାନ୍ଧୀ ପ୍ରଧାନ ମନ୍ତ୍ରୀ ଶାସନ ଦାୟିତ୍ଵରେ ରହିଥିଲେ । ଇନ୍ଦିରା ଗାନ୍ଧୀ ହେଉଛନ୍ତି ଭାରତର ପ୍ରଥମ ମହିଳା ପ୍ରଧାନ ମନ୍ତ୍ରୀ । ତାପରେ ମୁରଜି ଦେଶାଇ ୧୯୭୭ ମାର୍ଚ ୨୪ ତାରିଖ ରୁ ୧୯୭୯ ମସିହା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ପଦବୀରେ ରହିପାରିଥିଲେ ।  ତାପରେ ଚରଣ ସିଂ ୧୯୭୯ ଜୁଲାଇ ୨୮ ରୁ ୧୯୮୦ ଜାନୁଆରୀ ୧୪ ତାରିଖ ପର୍ଯ୍ୟନ୍ତ ପ୍ରଧାନ ମନ୍ତ୍ରୀ ପଦବୀରେ ରହିଥିଲେ ।

ତାପରେ ପୁଣି ଇନ୍ଦିରା ଗାନ୍ଧୀ ୧୯୮୦ ଜାନୁଆରୀ ୧୪ ତାରିଖ ଠାରୁ ୧୯୮୪ ଅକୋଟୋବାର ୩୧ ତାରିଖ ପର୍ଯ୍ୟନ୍ତ ସେ ପ୍ରଧାନ ମନ୍ତ୍ରୀ ପଦବୀରେ ଶାସନ କରୁଥିଲେ । ତାପରେ ରାଜୀବ ଗାନ୍ଧୀ ୧୯୮୪ ଆକୋଟୋବାର ୩୧ ଠାରୁ ୧୯୮୯ ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ପ୍ରଧାନ ମନ୍ତ୍ରୀ ଶାସନ ଭାର ସମ୍ଭାଳି ଥିଲେ । ତାପରେ ଆସିଲେ ବିଶ୍ଵନାଥ ପ୍ରତାପ ସିଂ ସେ ୧୯୮୯ ଠାରୁ ୧୯୯୦ ମସିହା ନଭେମ୍ବର ପର୍ଯ୍ୟନ୍ତ ପଦବୀରେ ରହିଲେ ।

ତାପରେ ଚନ୍ଦ୍ର ଶେଖର ୧୯୯୦ ରୁ ୧୯୯୧ ଜୁନ ୨୧ ପର୍ଯ୍ୟନ୍ତ ପଦବୀରେ ରହିଥିଲେ । ତାପରେ ପି ଭି ନରସିଂମହା ରାଓ ୧୯୯୧ ଠାରୁ ୧୯୯୬ ମେ’ ଜୁନ ପର୍ଯ୍ୟନ୍ତ ପଦବୀରେ ରହିଥିଲେ । ତାପରେ ଅଟଳବିହାରୀ ବାଜପେୟୀ ୧୯୯୬ ମେ’ ୧୬ ଠାରୁ ମସିହା ୧୯୯୬ ଜୁନ ଜୁନ ୧ ପର୍ଯ୍ୟନ୍ତ ପଦବୀ ରହିଥିଲେ । ତାପରେ ଏଚ ଡି ଦେବ ଗୋଓଡା ୧୯୯୬ ଠାରୁ ୧୯୯୭ ଏପ୍ରିଲ ୨୧ ପର୍ଯ୍ୟନ୍ତ ପଦବୀରେ ରହିଥିଲେ । ଇନ୍ଦ୍ର କୁମାର ଗୁଜରାଲ ୧୯୯୭ ଠାରୁ ୧୯୯୮ ମାର୍ଚ ୧୯ ପର୍ଯ୍ୟନ୍ତ ପଦବୀରେ ରହିଥିଲେ ।

ତାପରେ ପୁଣି ଅଟଳବିହାରୀ ପ୍ରଧାନମନ୍ତ୍ରୀ ପଦବୀକୁ ଆସି ୬ ବର୍ଷ ରହିଥିଲେ । ତାପରେ ମନମୋହନ ସିଂ ୨୦୦୪ ଠାରୁ ୨୦୧୪ ମସିହା ମେ’ ୨୬ ପର୍ଯ୍ୟନ୍ତ ପଦବୀରେ ରହିଥିଲେ । ତାପରେ ଆସିଲେ ଭାରତର ବର୍ତ୍ତମାନର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ମେ’ ୨୬ ରୁ ଆଜି ପର୍ଯ୍ୟନ୍ତ ସେ ପ୍ରଧାନ ମନ୍ତ୍ରୀ ପଦବୀରେ ରହି ଶାସନ ଭାର ସମ୍ଭାଳୁଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *