ବାପାଙ୍କ ଠୁ ମତେ ସାହସ ମିଳେ, ସବୁବେଳେ କୁହନ୍ତି ମାଡିଚାଲ, ବର୍ଷ ବର୍ଷ ଗୋଟିଏ ପ୍ଯାଣ୍ଟରେ ସ୍କୁଲ ଯାଉ ହେଲେ ଗରିବ ପିଲା ଦେଖିଲେ…’: Sura Routrayଙ୍କ ପୁଅ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବାପାଙ୍କ ଠାରୁ ମୋତେ ସାହସ ଓ ଶକ୍ତି ମିଳେ । ସବୁବେଳେ କୁହନ୍ତି ମାଡିଚାଲ । ହଁ ବନ୍ଧୁଗଣ ଏଠାରେ ଆମେ ଆଉ କାହା କଥା କହୁନାହିଁ । ଓଡିଶାର ଘରେ ଘରେ ଅତି ପରିଚିତ ଜଣେ ଚେହେରା ସେ ହେଉଛନ୍ତି ବିରୋଧୀ ଦଳର ବିଧାୟକ ସୁର ରାଉତ । ତେବେ ବିଧାୟକ ସୁର ରାଉତଙ୍କର ବଡ ପୁଅ ସିଦ୍ଧାର୍ଥ ରାଉତରାୟଙ୍କ ମୁହଁରୁ ନିଜ ବାପା ସୁରେଶ ରାଉତରାୟଙ୍କ ପାଇଁ କିଛି ଏପରି ଶୁଣିବାକୁ ମିଳିଛି ।

ଯେଉଁଠାରେ ପୁଅ ସିଦ୍ଧାର୍ଥ ବାପା ସୁର ରାଉତଙ୍କ ପାଇଁ କହିଛନ୍ତି । ଆମ ବାପା ହେଉଛନ୍ତି ଆମ ପାଇଁ ଆଦର୍ଶ । ତାଙ୍କୁ ଛୋଟ ବେଳୁ ଦେଖି ଦେଖି ଆମେ ବହୁତ କିଛି ଶିଖିବାକୁ ପାଇଛୁ । ବାପା ସବୁବେଳେ କୁହନ୍ତି ମାଡି ଚାଲ । ମାଡିଚାଲ ଗୋଟିଏ ଛୋଟ କଥାଟି ଶୁଭିପାରେ । ହେଲେ ମାଡିଚାଲ କଥାଟିର ମୋ ବାପାଙ୍କର ପ୍ରକୃତ ଅର୍ଥ ହେଉଛି । ଜୀବନରେ ଯେତେ ଝଡଝଞ୍ଜା ଆସିଥାଉ ।

ହେଲେ ସଂଘର୍ଷ କରିକି ସବୁ କିଛି ବାଧାବିଘ୍ନକୁ ପଛରେ ପକାଇ ସଫଳତାର ଅଭିମୁଖେ ମାଡି ଚାଲ । ତେବେ ସିଦ୍ଧାର୍ଥ ରାଉତରାୟଙ୍କର ବାପା ସୁର ରାଉତରାଉତରାୟଙ୍କ ପାଇଁ ଆହୁରି ମଧ୍ୟ ଏପରି କିଛି ଗଣ ମାଧ୍ୟମ ନିକଟରେ କହିବାର ଶୁଣିବାକୁ ମିଳିଥିଲା ।  ସିଦ୍ଧାର୍ଥ କହିଥିଲେ । କି ବାପା ସବୁବେଳେ କୁହନ୍ତି ଆରେ ଟଙ୍କା ରଖିକି କଣ କରିବୁ ଉପରକୁ ନେଇକି ଯିବୁ ।

ତେବେ ବାପା ଜଣେ ବହୁତ ପରୌପକାରୀ ବ୍ୟକ୍ତିତ୍ବଟିଏ ବୋଲି ପୁଅ ସିଦ୍ଧାର୍ଥଙ୍କ ମୁହଁରୁ ଶୁଣିବାକୁ ମିଳିଥାଏ । ନିଜ ଜୀବନର କିଛି ଅଭୂଲା ସ୍ମୃତି ମଧ୍ୟ ସିଦ୍ଧାର୍ଥ ମିଡିଆ ଆଗରେ ଶେୟାର କରି କହିଥିଲେ । ତେବେ କେବେ କେବେ ଅଭାବ ଯଦି ଥାଏ, ବର୍ଷେ ବର୍ଷେ ଗୋଟିଏ ପ୍ଯାଣ୍ଟରେ ଆମେ ୨ ଭାଇ ସ୍କୁଲକୁ ଯାଇଥାଉ । ହେଲେ ବାପା ଯଦି କୋଊଠୁ କାହାକୁ ଅସୁବିଧାରେ ପଡିଥିବାର ଦେଖିଥାନ୍ତି ।

ତାଙ୍କ ଶକ୍ଷ ଅନୁସାରେ ସେ ସାହାଜ୍ଯ କରିବାକୁ ମାଡି ଜାଆନ୍ତି । ତେବେ ବାପାଙ୍କର ସେହିସବୁ ଭଲ ଭଲ କାର୍ଯ୍ୟ ପାଇଁ ଆମେ ଆଜି ବହୁତ ଭଲରେ ଚଳୁଛୁ । ମୁଁ ଏଭଳି ଏକ ଆଦର୍ଶବାନ ଲୋକଙ୍କୁ ନିଜ ବାପା ହିସାବରେ ପାଇ ବହୁତ ଗର୍ବ ଅନୁଭବ କରିଥାଏ । ଯଦି ଏହି ପୋଷ୍ଟଟି ଭଲ ଆପଣ ମାନଙ୍କୁ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍, କମେଣ୍ଟ ଓ ଷେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *