‘Pintu Nanda ଙ୍କ ସ୍ତ୍ରୀ ଛାଡପତ୍ର ନେଇସାରିଛନ୍ତି, କେଉଁ ପରିସ୍ଥିରେ ସେ ଛାଡପତ୍ର ନେଇଛନ୍ତି କିଛି ନ ଜାଣି ତୁମେ ତାଙ୍କୁ ଏଭିତରକୁ ଟାଣି…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଅଭିନେତା ପିନ୍ଟୁ ନନ୍ଦଙ୍କ ସ୍ତ୍ରୀ ପିନ୍ଟୁ ନନ୍ଦଙ୍କ ଠାରୁ ଛାଡପତ୍ର ନେଇସାରିଛନ୍ତି ପୁଣି ତାଙ୍କୁ ଏଭିତରକୁ ଟାଣିବା କଣ ଦରକାର ବୋଲି ପ୍ରଶ୍ନ କରିଛନ୍ତି ସମାଜସେବୀ ଦୀପ୍ତିରେଖା ପଟ୍ଟନାୟକ । ତେବେ ଏଠାରେ ସମାଜସେବୀ ଦୀପ୍ତିରେଖା ଏହା କହିଛନ୍ତି । ଯେ ପିନ୍ଟୁ ନନ୍ଦଙ୍କ ସ୍ତ୍ରୀ ପିନ୍ଟୁ ନନ୍ଦଙ୍କ ଠାରୁ କୌଣସି ପାରିବାରିକ ମତଭେଦ କାରଣ ପାଇଁ ଅଲଗା ହୋଇ ଛାଡପତ୍ର ନେଇସାରିଛନ୍ତି ।

ତେବେ ବହୁତ ଲୋକ ଯେଉଁ ସୋସିଆଲ ମିଡିଆର ପ୍ଲାଟଫର୍ମ ନେଇ କହୁଛନ୍ତି । ଯେ ଯଦି ପିନ୍ଟୁ ନନ୍ଦଙ୍କ ସ୍ତ୍ରୀ ଏହି ସମୟରେ ପିନ୍ଟୁ ନନ୍ଦଙ୍କ ପାଖରେ ଠିଆ ହୋଇଥାନ୍ତା । ତେବେ ହୁଏତ ପିନ୍ଟୁ ନନ୍ଦଙ୍କ ସ୍ଵାସ୍ଥବସ୍ତା ଗୁରୁତର ସମୟରେ ଏତେ କିଛି ସମସ୍ଯାର ସାମ୍ନା ପିନ୍ଟୁ ନନ୍ଦଙ୍କୁ କରିବାକୁ ପଡିନଥାନ୍ତା । ପିନ୍ଟୁ ନନ୍ଦଙ୍କୁ ନିଜର ଚିକିତ୍ସା ପାଇଁ ଟଙ୍କା ପାଇଁ ଏତେ କାହାକୁ ଗୁହାରୀ କରିବାକୁ ପଡିନାଥାନ୍ତା । କି କାହାକୁ ଭିକ୍ଷା ବୃତ୍ତି କରିବାକୁ ପଡିନଥାନ୍ତା ।

ତେବେ ଏଠାରେ ସମାଜସେବୀ ଦୀପ୍ତିଙ୍କ କହିବା ଅନୁଯାଇ ଯେତେବେଳେ ଜଣେ ସ୍ତ୍ରୀ ତା’ ର ସ୍ଵାମୀ ଠାରୁ ଡିଭୋର୍ସ ନେଇଥାଏ । ସେଭଳି କିଛି ପାରିବାରିକ ଚରମ ପରିସ୍ଥିତି ଆସିଥାଏ ବୋଲି ସେ ଡିଭୋର୍ସ ନେଇଥାଏ । ତେବେ ଯଦି ପିନ୍ଟୁ ନନ୍ଦଙ୍କ ସ୍ତ୍ରୀଙ୍କର ଡିଭୋର୍ସ ହୋଇନଥାନ୍ତା । ତେବେ ସେ ତାଙ୍କ ସ୍ଵାମୀ ପିନ୍ଟୁଙ୍କ ସୁବିଧା ଓ ଅସୁବିଧାରେ ନିହାତି ଭାବରେ ଠିଆ ହୋଇଥାନ୍ତେ । ଯଦି ପିନ୍ଟୁ ନନ୍ଦଙ୍କ ସ୍ତ୍ରୀ ଏଭଳି ନକରିଥାନ୍ତେ ।

ତେବେ ତାଙ୍କୁ କିଛି ଲୋକ ଖରାପ କହିପାରିଥାନ୍ତେ । ହେଲେ ପିନ୍ଟୁଙ୍କର ସ୍ତ୍ରୀ ପିନ୍ଟୁଙ୍କ ଠାରୁ ଛାଡପତ୍ର ନେଇସାରିଛନ୍ତି । ତେବେ ତାଙ୍କ ଇଛା ଯଦି ହେବ ସେ ପିନ୍ଟୁଙ୍କ ପାଖରେ ଭଲ, ମନ୍ଦ ସମୟରେ ଠିଆ ହେବେ ନହଲେ ନାହିଁ । ହେଲେ ତାଙ୍କୁ ଏହି ସମୟରେ କେହି ମଧ୍ୟ ଫୋର୍ସ କରି କହିପାରିବେ ନାହିଁ । କି ପିନ୍ଟୁ ନନ୍ଦଙ୍କ ସ୍ତ୍ରୀ ଏଇଟା କରିବା ଠିକ କି ଏଇଟା କରିବା ଭୁଲ କିଛି କହିପାରିବେ ନାହିଁ ।

ତେବେ ଏପରି ଭାବରେ କାହାର ବ୍ୟକ୍ତିଗତ ମାମଲାରେ ସୋସିଆଲ ମିଡିଆରେ ନିଜର ପବ୍ଲିସିଟି ପାଇ ଯାହାକୁ ନାହିଁ ତାହାକୁ ଇଙ୍ଗିତ କରି ଖରାପ କହିବା କୁ ଘୋର ବିରୋଦ୍ଧ କରି କହିଛନ୍ତି ସମାଜସେବୀ ଦୀପ୍ତିରେଖା ପଟ୍ଟନାୟାକ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *