Pintu Nanda ଙ୍କ ଶେଷ ଗୀତ ‘ଗଉରାର କଳିଯୁଗ ପ୍ରେମ’ ! ରିଲିଜ ହେବା ପୂର୍ବରୁ ହିଁ ଚାଲିଗଲେ ପିଣ୍ଟୁ, ଗୀତକୁ ଯିଏ ଶୁଣୁଛି ସେ କାନ୍ଦି ପକାଉଛି

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ  ଗୌରା ଗୀତ ରିଲିଜ ହେବା ପୂର୍ବରୁ ହିଁ ଚାଲିଗଲେ ପିନ୍ଟୁ ! ତେବେ ଓଡିଶାର ଜଣେ ଭର୍ଷାଟାଇଲ କଳାକାର ପିନ୍ଟୁ ନନ୍ଦଙ୍କର ନିକଟ ଅତୀତରେ ବିୟୋଗ ଘଟିଛି । ତେବେ ଏହାରି ମଧ୍ୟରେ ପିନ୍ଟୁ ନନ୍ଦଙ୍କର ଶେଷ ଆଲବମ ଗୌରା ଗୀତତ ରିଲିଜ ହୋଇଯାଇଛି । ତେବେ କିନ୍ତୁ ଗୌରା ଗୀତଟିକୁ ଦେଖିବା ପାଇଁ କି ଶୁଣିବା ପାଇଁ ଆଉ ସେହି ଗୌରା ଅର୍ଥାତ ପିନ୍ଟୁ ନନ୍ଦ ନାହାନ୍ତି । ପିନ୍ଟୁ ନନ୍ଦ ଏପରି ଏକ ଅଫେରା ଦୁନିଆକୁ ଚାଲିଯାଇଛନ୍ତି ।

ଯେଉଁଠାରୁ ସେ କେବେବି ଫେରିକି ଆଉ ଏହି ଦୁନିଆକୁ ଆସି ପାରିବେ ନାହିଁ । ତେବେ ଓଡିଆ ଅଭିନେତା ପିନ୍ଟୁ ନନ୍ଦ ନନ୍ଦ ପ୍ରଥମେ କୋଇଲି ଚଳଚିତ୍ର ମାଧ୍ୟମରେ ଓଡିଶା ସିନେ ଇଣ୍ଡଷ୍ଟ୍ରିକୁ ପ୍ରବେଶ କରିଥିଲେ । ତାପରେ ଏ ଆଲବମ ଜଗତରେ ପାଦ ଦେଇଥିଲେ । ତେବେ ଏ ଗୌରା ଆଲବମ ଗୀତରେ ପିନ୍ଟୁ ନନ୍ଦଙ୍କୁ ବହୁତ ଲୋକପ୍ରିୟତା ମିଳିପାରିଥିଲା । ତେବେ ସେହିଠାରୁ ପିନ୍ଟୁଙ୍କ ଅଭିନୟ କ୍ଯାରିଅର ଆରମ୍ଭ କରି ସେ କେବେବି ଆଉ ପଛକୁ ଫେରିକୁ ଚାହିଁନଥିଲେ ।

ଗୋଟିଏ ପରେ ଗୋଟିଏ ସୁନ୍ଦର ସୁନ୍ଦର ଅଭିନୟ ମାଧ୍ୟମରେ ଓଡିଶା ଦର୍ଶକଙ୍କୁ ବାନ୍ଧି ରଖି ପାରିଥିଲେ । ତେବେ ପିନ୍ଟୁ ନନ୍ଦଙ୍କ ଏ ଗୌରା ଆଲବମ ବହୁତ କିଛି ପୂର୍ବରୁ ଆଲବମ ଇଣ୍ଡଷ୍ଟ୍ରିରେ ପୁରା ସୁପରହିଟ୍ ହୋଇକି ମାର୍କେଟ ନେଇଥିଲା । ତେବେ ସେହି ଗୀତର ଟାଇଟେଲକୁ ବ୍ୟବହାର କରି ପୁଣି ଆଉ ଏକ ଗୌରା ଗୀତ ସଙ୍ଗୀତ ନିର୍ଦ୍ଧେଶକ ଅଭିଜିତ ମଜୁମଦାରଙ୍କ ଦ୍ଵାରା ପ୍ରସ୍ତୁତ କରଯାଇଥିଲା ।

ହେଲେ ଏଥିରେ ଗୌରା ମାଉଁସ ଖାଇବା କିମ୍ବା ଗୋରୋଷ ପିଇବା କଥା ନଥିଲା । ଏହି ଗୀତରେ ଗୌରା କିପରି କଳିଯୁଗର ପ୍ରେମ ସେହି ସବୁ କଥା ଉପରେ ବର୍ଣ୍ଣିତ କରି ଗୀତଟି ପ୍ରସ୍ତୁତ କରଯାଇଥିଲା । ତେବେ ଏହି ଗୀତକୁ ଅଭିଞ୍ଜିତ ମଜୁମଦାର ଗାଇବା ସହ ଗୀତରେ ପିନ୍ଟୁ ନନ୍ଦଙ୍କର ମଝିରେ ମଝିରେ ମଜାଳିଆ ମଜାଳିଆ କଥା ମଧ୍ୟ ଶୁଣିବାକୁ ମିଳିଛି ।

ତେବେ ଗୀତ ରିଲିଜ ହେବା ପୂର୍ବରୁ ହିଁ ପିନ୍ଟୁ ନନ୍ଦଙ୍କର ପରଲୋକ ଘଟିଯାଇଛି । ତେବେ ଏହି ଗୀତ ରିଲିଜ ହେବା ପରେ ବହୁ ଲୋକଙ୍କର ଏହି ଗୀତକୁ ଭଲ ପାଇବା ମଧ୍ୟ ମିଳିଚାଲିଛି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ପୋଷ୍ଟ ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *