ପୁଣି ଚର୍ଚ୍ଚାରେ ବ୍ରହ୍ମପୁର ଦୀପିକା, ଯୁବକଙ୍କୁ ସାବାଡ଼ କରୁଥିବା ଦୃଶ୍ୟ ଭାଇରାଲ ହେବା ପରେ ଦେଖନ୍ତୁ କଣ କହିଲେ Dipika

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବ୍ରହ୍ମପୁର ଦୀପିକା ମାମଲାରେ ଆସିଲା ଏକ ନୂଆ ଟ୍ଵିଷ୍ଟ ! ଟ୍ରାଫିକ ପୋଲିସ କାର୍ଜ୍ଯାଳୟ ନିକଟରେ ଦୀପିକା ଅସଭ୍ୟ ବ୍ୟବହାର କରୁଥିବା ଯୁବକ ଜଣଙ୍କୁ ମ-ଆଡ ମ-ଆରି ସାବାଡ କରିଛନ୍ତି । ତେବେ କିଛି ମାସ ତଳର ବହୁ ଚର୍ଚିତ ଦୀପିକା ଓ ଦିନେଶ ମାମଲା ବହୁ ଲୋକଲୋଚନ ସାମ୍ନାକୁ ଆସିଥିଲା । ତେବେ ଏଥର ଘଟଣାରେ ଦୀପିକା ଏକ ଯୁବକଙ୍କୁ ବିଚ ରାସ୍ତାରେ ସାବାଡ କରୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି ।

ତେବେ ଏହି ଘଟଣାକୁ ନେଇ ଦୀପିକାଙ୍କର ମଧ୍ୟ ପ୍ରତିକ୍ରିୟା ଜାଣିବାକୁ ମିଳିଛି । ତେବେ ଦୀପିକାଙ୍କ କହିବା ଅନୁସାରେ ସେହି ଯୁବକ ଜଣଙ୍କ ମୋତେ ଦୁର୍ବ୍ୟବହାର କରୁଥିଲେ । ମୋତେ ଅସଭ୍ୟ ଭାଷାରେ ଗ-ଆଳି ଗୁ-ଲଜ- କରୁଥିଲେ । ମ-ଆରିବା ପାଇଁ ମଧ୍ୟ ସେହି ଯୁବକ ଜଣଙ୍କ ଧ-ମ-କ ଦେଉଥିଲେ ବୋଲି ଦୀପିକା କହିଛନ୍ତି । ତେଣୁ ଦୀପିକାଙ୍କ କହିବା ଅନୁସାରେ ମୁଁ ତେଣୁ ଏହିସବୁ କଥାକୁ ସହ୍ୟ ନକରିପାରି ସେହି ଯୁବକ ଜଣଙ୍କୁ ମୋ ଦୋକାନ ଭିତରେ ଅଟକ ରଖିଲି ।

ତାପରେ ପୋଲିସଙ୍କୁ ଏହି ବିଷୟରେ ସୂଚନା ଦେଲି । ତେବେ ପୋଲିସ ସେହି ସ୍ଥାନକୁ ଆସି ଘଟଣା ସ୍ତଳରେ କଣ ଘଟିଛି । ସେହି ସବୁ ବିଷୟରେ ଦୀପିକାଙ୍କ ଠାରୁ ବିସ୍ତୃତ ଭାବରେ ପଚରା ପଚାରି କରି ଘଟଣା ବିଷୟରେ ସଠିକ ତଦନ୍ତ ଆରମ୍ଭ କରିଦେଇଛନ୍ତି । ତେବେ ଦୀପିକାଙ୍କ କହିବ ଆଧାରରେ ଏହି ପିଲା କିଏ ତ ମୁଁ କହିପାରିବିନି । ହେଲେ ଏହି ସବୁ ଯାହା ମଧ୍ୟ ଘଟୁଛି । ସବୁ ଦିନେଶଙ୍କ ପରିବାରର କହିବା ଇଙ୍ଗିତରେ ହିଁ ଘଟୁଛି ।

ଯେହେତୁ ୬ ମାସ ହେବ ମୁଁ ଦିନେଶଙ୍କ ଘର ସାମ୍ନାରେ ଧାରଣା ଦେଇ ବସୁଛି । ତେଣୁ ଦିନେଶ ଘର ଲୋକଙ୍କୁ ଏହି ସବୁ କିଛି ଭଲ ଲାଗୁନି । ତେଣୁ ଦିନେଶଙ୍କ ପରିବାର ଲୋକ ଉଦ୍ୟମ କରି ମୋତେ ହଇରାଣ ଓ ଅସୁବିଧାରେ ପକାଇବା ପାଇଁ ହିଁ ଲୋକ ଲଗେଇ ଏହି ସବୁ କାର୍ଯ୍ୟ କରୁଛନ୍ତି ।

ତେଣୁ ଆଗାମୀ ସମୟରେ ମୋର ଯାହା ମଧ୍ୟ କିଛି ଏହିଭଳି ଅସୁବିଧା ହେବ । ସେହି ସବୁ ପାଇଁ ଦିନେଶଙ୍କ ପରିବାର ହିଁ ଦାୟୀ ରହିବ । ତେଣୁ ମୋର ସୁରକ୍ଷା ପାଇଁ ପୋଲିସଙ୍କ ତରଫରୁ ୨ ଜଣ ସିକ୍ଯୁରିଟି ଗାର୍ଡ ମଧ୍ୟ ମୋ ସୁରକ୍ଷାରେ ରହିବେ ବୋଲି ପୋଲିସ କହିଛନ୍ତି ।  ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *